Monthly Archives

March 2022

ବେଆଇନ ଗୋ ଚାଲାଣ ବେଳେ ପିକଅପ ଭ୍ୟାନ ଜବତ, ୪ ଅଟକ

ପାଟଣାଗଡ଼: ବେଆଇନ ଗୋ-ଚାଲାଣ ରୋକିବାକୁ କଡାକଡି ଭାବେ ପଦକ୍ଷେପ କାରବାର ଦିନକୁ ଦିନ ବୃଦ୍ଧି ପାଉଛି । କୌଣସି ପରିପ୍ରେକ୍ଷୀରେ ଏପରି ବେଆଇନ କାରବାରକୁ ପ୍ରଶ୍ରୟ ଦିଆଯିବ ନାହିଁ । ଏହି କାରବାରରେ ଯେଉଁମାନେ ବିଲିପ୍ତ ଥାଆନ୍ତୁ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିୟମ
Read More...

ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗ : ବଡ ଲମ୍ଫ ମାରି ଟପ୍‌-୫ରେ ବୁମରା

ନୂଆଦିଲ୍ଲୀ, ୧୬/୩ : ଆଇସିସି ବୁଧବାର ଜାରି କରିଛି ଟେଷ୍ଟ ମାନ୍ୟତା ତାଲିକା । ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଉପରକୁ ଉଠି ଶୀର୍ଷ ୫ରେ ପ୍ରବେଶ କରିଛନ୍ତି । ସେ ଛଅଟି ପାହାଚ ଡେଇଁ ୮୩୦ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ଏହା ପୂର୍ବରୁ ସେ ଦଶମ ସ୍ଥାନରେ ଥିଲେ । କିନ୍ତୁ
Read More...

ରେକର୍ଡ ପରେ ରେକଡ ସୃଷ୍ଟି କରିଚାଲିଛନ୍ତି ଝୁଲଣ,ଦିନିକିଆରେ ଏବେ ଏହି କୀର୍ତ୍ତିମାନ କଲେ ସ୍ଥାପନ

ନୂଆଦିଲ୍ଲୀ,୧୬/୩ : ବର୍ତ୍ତମାନ ଚାଲିଥିବା ଆଇସିସି ମହିଳା ବିଶ୍ୱକପ୍‌ରେ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଛନ୍ତି ଭାରତର ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ । ପ୍ରଥମେ ବିଶ୍ୱକପ୍‌ରେ ସର୍ବାଧିକ ୱିକେଟ୍‌ ନେଇଥିବା ପ୍ରଥମ ମହିଳା କ୍ରିକେଟର ହେବାର ଗୌରବ ଅର୍ଜନ କେଲେ, ଆଉ ଏବେ ଦିନିକିଆରେ ୨୫୦
Read More...

ଏପ୍ରିଲ ୪ ରୁ ସକାଳୁଆ କୋର୍ଟ

କଟକ: ଏପ୍ରିଲ ୪ ତାରିଖରୁ ରାଜ୍ୟର ସମସ୍ତ ଅଧସ୍ତନ କୋର୍ଟ ସକାଳୁଆ ହେବ। ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ କୋର୍ଟ କାର୍ଯ୍ୟ। ତେବେ ବିଭିନ୍ନ ମାମଲାର ଶୁଣାଣି ସକାଳ ସାଢ଼େ ୭ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ହେବ। କୋର୍ଟ କାର୍ଯ୍ୟ ବେଳେ ଅଧ ଘଣ୍ଟାଏ ଅର୍ଥାତ ଦିନ ୧୦ଟାରୁ ୧୦ଟା ୩୦
Read More...

ଗଛରେ ପିଟିହେଲା ସରକାରୀ ବସ୍‌, ହେଲ୍‌ପର ମୃତ

କୋରାପୁଟ: ବ୍ରେକ୍‌ଫେଲ୍‌ ହୋଇ ରାସ୍ତା ପାର୍ଶ୍ୱ ଗଛରେ ପିଟିହେଲା ସରକାରୀ ବସ୍‌। ଦୁର୍ଘଟଣାରେ ହେଲ୍‌ପରଙ୍କ ମୃତ୍ୟୁ ଘଟିଥିବା ବେଳେ ଚାଳକଙ୍କ ସମେତ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କୋରାପୁଟ୍‌ ଜିଲ୍ଲାରେ ଘଟିଛି। ବସ୍‌ଟି ଦାମନଯୋଡ଼ିରୁ
Read More...

୨୩ରେ ବାଂଲାଦେଶ ଛୁଇଁବ ବାତ୍ୟା

ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖରେ ବାଂଲାଦେଶ ଛୁଇଁବ ବାତ୍ୟା । ୨୩ ତାରିଖ ସନ୍ଧ୍ୟାରେ ବାତ୍ୟା ଆକାରରେ ଏହା ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବୋଲି ସୂଚନା ଦେଇଛନ୍ତି ଆଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗତକାଲି ସନ୍ଧ୍ୟାରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବା
Read More...

ଡିଡିୟୁଜିକେୱାଇ ଓରମାସ ତାଲିମ କେନ୍ଦ୍ରକୁ ଜିଲ୍ଲାପାଳଙ୍କ ପରିଦର୍ଶନ

ନବରଙ୍ଗପୁର: ଜିଲ୍ଲାପାଳ ଡ଼. କମଳ ଲୋଚନ ମିଶ୍ର ଓ ଓରମାସ ଡେପୁଟି ସିଇଓ ଏ. ଉମା ମହେଶ୍ୱର୍‌ ରାଓ ନବରଙ୍ଗପୁର ଡିଡିୟୁଜିକେୱାଇ ଓରମାସ ତାଲିମ କେନ୍ଦ୍ର ପରିଦର୍ଶନ କରିଥିଲେ । ପୁର୍ବତନ ଛାତ୍ରୀ ମାନଙ୍କ ବିଭିନ୍ନ କର୍ମ ସଂସ୍ଥାନ ମାନଙ୍କରେ ନିଯୁକ୍ତି ଓ ନବରଙ୍ଗପୁରର ବିଭିନ୍ନ ସ୍ଥାନରେ
Read More...

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗଓ୍ୱନ୍ତ ସିଂହ ମାନ୍

ଅମ୍ରିତସର : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗଓ୍ୱନ୍ତ ସିଂହ ମାନ୍ । ଶପଥପାଠ କରାଇଥିଲେ ରାଜ୍ୟପାଳ ବନୱାରିଲାଲ ପୁରୋହିତ । ଏହାକୁ ମିଶାଇ ମାନ ହେବେ ପଞ୍ଜାବର ୧୭ତମ ମୁଖ୍ୟମନ୍ତ୍ରୀ । ଅବଶିଷ୍ଟ ମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ହେବ। ହୋଶିଆରପୁର ଜିଲ୍ଲାର ସହିଦ-ଏ-ଆଜମ ଭଗଓ୍ୱନ୍ତ
Read More...

ପୁଅର ଆକ୍ରମଣରେ ମା’ ମୃତ, ୩ ଗୁରୁତର

ପୁରୀ : ପୁରୀରେ ଆଜି ଏକ ଅଭାନୀୟ ଘଟଣା ଘଟିଛି । ଜଣେ ପୁଅର ଆକ୍ରମଣରେ ଜନ୍ମଦାତ୍ରୀ ମାଆର ଜୀବନ ଯାଇଛି । ସେହିପରି ଆକ୍ରମଣରେ ସାଇଭାଇ, ନିଜ ପତ୍ନୀ ଓ ବାପା ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ମେରାଇନ ଥାନା ଅଞ୍ଚଳରେ । ମୃତକ ହେଉଛନ୍ତି
Read More...

ସୁଆର ମହାସୁଆର ନିଯୋଗ ସମ୍ପାଦକଙ୍କୁ ଗୁଳିକରି ହତ୍ୟା

ପୁରୀ : ସୁଆର ମହାସୁଆର ନିଯୋଗ ସଂପାଦକଙ୍କୁ ଗୁଳିମାଡ କରିଛନ୍ତି ଦୁର୍ବୃତ୍ତ । ଗୁଳିମାଡରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ଜଣାପଡିଛି । ଗୁଳିମାଡରେ ମୃତ୍ୟୁବରଣ କରିଥିବା ସୁଆର ମହାସୁଆର ନିଯୋଗ ସଂପାଦକ ହେଲେ କୃଷ୍ଣଚନ୍ଦ୍ର ପ୍ରତିହାରୀ ଓରଫ କାଳିଆ ।
Read More...