Monthly Archives

March 2022

୨୨ ରୁ ୨୬ ସହରାଞ୍ଚଳରେ ମିଳିବନି ମଦ

ଭୁବନେଶ୍ବର୧୫/୦୩ : ପୌର ନିର୍ବାଚନ ବେଳେ ସହରାଞ୍ଚଳରେ ମଦ ବିକ୍ରି ବନ୍ଦ ପାଇଁ ନିର୍ଦ୍ଦେଶ । ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନ ଡ୍ରାଏ ଡେ’ ନେଇ ରହିଛି କଡ଼ା ନିର୍ଦ୍ଦେଶ । ପ୍ରଚାର ଶେଷ ଦିନଠାରୁ ଗଣତି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ମଦ ବିକ୍ରି । ଏନେଇ ସବୁ ଜିଲ୍ଲାପାଳମାନଙ୍କୁ ଚିଠି କଲେ
Read More...

ବୌଦ୍ଧ ଏନଏସି ନିର୍ବାଚନ : ଚର୍ଚ୍ଚାରେ ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ, ବଢୁଛି ଜନ ସମର୍ଥନ

ବୌଦ୍ଧ : ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ଅଧ୍ୟକ୍ଷ ଏବଂ ୧୭ଟି ୱାଡର଼୍ର କାଉନସିଲର ପଦ ପାଇଁ ଭୋଟ ସମୟ ପାଖେଇ ଆସୁଥିବା ବେଳେ ପ୍ରଚାର ବେଶ୍‌ ଜମୁଛି । ବିଭିନ୍ନ ନାରାରେ ସହର କମ୍ପୁଛି । ବିଭିନ୍ନ ଦଳର ପ୍ରାର୍ଥୀ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ବେଶ୍‌ ଅଭିନବ ଶୈଳୀରେ ପ୍ରଚାର
Read More...

ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ : ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟର ବୈଠକ ସଂସଦ ଭବନରେ ବସିବ । ଏହି ବୈଠଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ । କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଏହି ବୈଠକ ଡକାଯାଇଥିବା ଅନୁମାନ କରାଯାଉଛି । ଯଦି ଏହି କେନ୍ଦ୍ର କ୍ୟାବିନେଟରେ
Read More...

ପରାଜୟ ପରେ ସୋନିଆ ନେଲେ ଏହି ବଡ଼ ପଦକ୍ଷେପ

ନୂଆଦିଲ୍ଲୀ : ପଞ୍ଜାବ ସମେତ ୫ଟି ରାଜ୍ୟରେ ନିକଟରେ ବିଧାନସଭା ନିର୍ବାଚନ ଶେଷହୋଇ ଫଳାଫଳ ଘୋଷଣା ହୋଇସାରିଛି । ନୂଆ ସରକାର ଗଠନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲାଣି । ୫ଟିଯାକ ରାଜ୍ୟରେ କଂଗ୍ରେସ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି । କୌଣସି ରାଜ୍ୟରେ ଏହା ସରକାର ଗଠନ ପାଇଁ ଜନାଦେଶ
Read More...

ଆନ୍ତର୍ଜାତିକ ଗ୍ରାହକ ସୁରକ୍ଷା ଦିବସ ପାଳନ

ପାରଳାଖେମୁଣ୍ଡି: ଆଜି ପୂର୍ବାହ୍ନରେ ସ୍ଥାନୀୟ ମୋଟର ଉନିୟନ କାର୍ଯ୍ୟାଳୟ (ବସ୍‌ ଷ୍ଟାଣ୍ଡ)ଠାରେ ଅନୁଷ୍ଠିତ ହୋଇସାରିଛି । ଗ୍ରାହକଙ୍କ ନାର୍ଯ୍ୟ ଦାବି ଏବଂ ସ୍ୱଚ୍ଛତା ପାଳନ ପାଇଁ ଗ୍ରାହକମାନଙ୍କର ସଚେତନତା ଓ ଜାଗରଣ ପ୍ରତିଟି ମୁହୂର୍ତ୍ତର ଜରୁରୀ ବୋଲି ଉପସ୍ଥିତ ସଜନ୍‌ ମଣ୍ଡଳୀ ଏବଂ
Read More...

ବେକାର ଯୁବକଯୁବତୀଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ଶିବିର ମେଳା

ପାଟଣାଗଡ଼: ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ର ବେଲପଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଡିଡିୟୁ ଜିକେୱାଇ ସିକ୍ୟୁରିଟି ଗାର୍ଡ ପାଇଁ ଯୁବକଯୁବତୀକୁ ନେଇ ଏକ ମିଟିଙ୍ଗ ହୋଇଥିଲା । ବେଲପଡା ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତର ଯୁବକଯୁବତୀମାନଙ୍କୁ ଉପସ୍ଥିତ ଥିଲେ । କାଉନସେଲିଂ କ୍ୟାମ୍ପ ପ୍ରଶାସନ
Read More...

୧୦ କେଜି କୁଟୁରା ମାଂସ ଜବତ, ୪ ଅଟକ

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଲାଠୋର ଥାନା ଅନ୍ତର୍ଗତ ଝଲିଆଲିଟି ଗ୍ରାମରୁ ୧୦ କେଜି ଜଙ୍ଗଲି କୁଟୁରା ମାଂସ ଜବତ କରିବା ସହ ୪ ଜଣଙ୍କୁ ଅଟକ ରଖିଛି ଲାଠୋର ବନବିଭାଗ । ବିଶେଷ ସୂତ୍ରରୁ ଖବର ଲାଠୋର ବନବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା । ଏଥିରେ ଝଲିଆଲିଟି ଗ୍ରାମର ଭଗବାନ
Read More...

୧୨-୧୪ ବର୍ଷ ପିଲାଙ୍କୁ ୧୬ରୁ ଟିକା

ଫୁଲବାଣୀ:-ସୂଚନାଯୋଗ୍ୟ ଚଳିତବର୍ଷ ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ କୋଭିଡ୍‌ ଟିକା ଦିଆଯାଉଛି । ଦେଶରେ ଏହି ବୟସ ବର୍ଗର ପ୍ରାୟ ଆସନ୍ତାକାଲି ୧୬ ମାର୍ଚ୍ଚ ୨୦୨୨ରୁ (ବୁଧବାର) ଦେଶରେ ୧୨ରୁ ୧୪ ବର୍ଷ ବୟସର ବର୍ଗର ପିଲାଙ୍କୁ କୋଭିଡ୍‌ ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର
Read More...

ଚୀନରେ ବଢୁଛି କରୋନା ମାମଲା, ଚିନ୍ତାରେ ସରକାର

ବେଜିଂ : ଚାଇନାରେ କରୋନା ଭାଇରସ ମାମଲା ପୁଣି ଥରେ ବୃଦ୍ଧି ପାଇଛି । ରିପୋର୍ଟ ଅନୁଯାୟୀ, ଚୀନର ବହୁ ସହରରେ କରୋନା ପାଇଁ ସ୍ଥିତି ବିଗିଡିବାରେ ଲାଗିଛି । କେତେକ ସ୍ଥାନରେ ଲକଡାଉନ ମଧ୍ୟ ଲଗାଯାଇଛି । ଚାଇନାର ଷ୍ଟେଟ ମିଡିଆ ଗ୍ଲୋବାଲ ଟାଇମ୍ସ ରିପୋର୍ଟ କରିଛି ଯେ ମାର୍ଚ୍ଚ ୧ ରୁ ମାର୍ଚ୍ଚ ୧୪
Read More...

ମମତା ହେଉଛନ୍ତି ବଙ୍ଗାଳୀ ବାଘୁଣୀ

କୋଲକାତା: ଭେଟେରାନ୍ ଅଭିନେତା ଶତ୍ରୁଘ୍ନ ସିହ୍ନା କଂଗ୍ରେସ ଛାଡି ଆଜି ତୃଣମୂଳ କଂଗ୍ରେସ (ଟିଏମସି) ରେ ଯୋଗ ଦେଇଛନ୍ତି। ସେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ସିହ୍ନା ଟ୍ୱିଟରରେ କହିଛନ୍ତି ଯେ ସେ ‘ବଙ୍ଗଳା ଟାଇଗ୍ରେସ୍’ ମମତା ବାନାର୍ଜୀଙ୍କ ନିମନ୍ତ୍ରଣରେ ଟିଏମସିରେ ଯୋଗ ଦେଇଛନ୍ତି। ସେ
Read More...