Monthly Archives

March 2022

ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହେଲେ ହରିବନ୍ଧୁ ମେହେର

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ପଦରେ ନିର୍ବାଚିତ ହୋଇଛନ୍ତି ବିଜେଡି ସମର୍ଥିତ ଗୋଇମୁଡ଼ ସମିତି ସଭ୍ୟ ହରିବନ୍ଧୁ ମେହେର । ତାଙ୍କୁ ଜିଲ୍ଲା ସାଧରଣ ସମ୍ପାଦକ ଫିରୋଜ ଖାଁ ଏହି ଜିତ ପାଇଁ ଶୁଭେଚ୍ଛା ଜଣେଇଛନ୍ତି । ଦଳ
Read More...

୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଭାରତ ମହାସାଗର-ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରାଯାଇଛି। ହେଲେ ଏହା ପ୍ରଭାବରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା
Read More...

ବିଜେପି ପ୍ରାର୍ଥୀଙ୍କ ପ୍ରଚାରରେ ସାଂସଦ ସଂଗୀତା ସିଂଦେବ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପୌର ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର ପ୍ରସାର ସେତିକି ଜୋର ଧରିଛି । ନିର୍ବାଚନରେ ୩ ପ୍ରମୁଖ ଦଳ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ରହିଥିବାରୁ ପ୍ରଚାର କାର୍ଯ୍ୟକ୍ରମରେ ବିଜେପି ଆଗୁଆ ରହିଥିବାରୁ ଲକ୍ଷ୍ୟ କରାଯାଉଛି । ସହରର ୧୬ ଟି
Read More...

ସରିଲା ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ଆସନ୍ତା ୨୩ରୁ ବଜେଟ ଅଧିବେଶନ । ଏହାପୂର୍ବରୁ ମଙ୍ଗଳବାର ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି  ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆଗାମୀ ଦିନରେ
Read More...

ଆସିଲା ହିଜାବ ବିବାଦ ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ ରାୟ

ନୂଆଦିଲ୍ଲୀ: ହିଜାବ ବିବାଦ ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ ରାୟ। ହିଜାବ ପିନ୍ଧିବା ଧର୍ମର ପ୍ରମୁଖ ଅଂଶ ନୁହେଁ ବୋଲି କହିଛନ୍ତି ହାଇକୋର୍ଟ। ହିଜାବ ବିବାଦ ମାମଲରେ ହୋଇଥିବା ଆବେଦନକୁ ଆଜି ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନକୁ ଚାଲେଞ୍ଜ କରି ହୋଇଥିବା
Read More...

ବଡଭାଇକୁ ଟ୍ରକ ଚଢାଇ ମାରିଦେଲା ସାନ ଭାଇ

ଚଣ୍ଡୀଖୋଲ : ଯାଜପୁର ଜିଲ୍ଲା ବାଲିସାହିରେ ଘଟିଛି ଅଭାବନୀୟ ଘଟଣା । ବଡଭାଇକୁ ଟ୍ରକ ଚଢାଇ ମାରିଦେଲା ସାନ ଭାଇ । ବାଲିସାହି ଗ୍ରାମର ଅକ୍ଷୟ ମଲ୍ଲିକ ଗତକାଲି ରାତିର ଘର ପାଖରେ ଏକ ପଡିଆରେ ବସିଥିବା ସମୟରେ ସାନଭାଇ ଟ୍ରକ ଚଢାଇ ଦେଇଥିଲେ । ଯାହା ଫଳରେ ଅକ୍ଷୟଙ୍କୁ ଗୁରୁତର ଅବସ୍ଥାରେ
Read More...

ଶୀତଲେଇ ମନ୍ଦିରରେ ଶୀତଳା ପୂଜା ଆରାଧନା ଅନୁଷ୍ଠିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରର କୁଷ୍ଠାପଡାର ଶୀତଲେଇ ମନ୍ଦିରରେ ଶୀତଳା ପୂଜା ଆରାଧନା ଅନୁଷ୍ଠିତ ହୋଇଯାଇଛି । କୁଷ୍ଠା ସମାଜର ଶ୍ରଦ୍ଧାଳୁ ମାନେ ମହାନଦୀରୁ ପବିତ୍ର ଜଳ ସଂଗ୍ରହ କରି ଶୀତଳା ମାଁଙ୍କ ଠାରେ ଅର୍ପଣ କରିଛନ୍ତି । ଏହି ପୂଜାରେ ବୃକ୍ଷ ଆରାଧନା ଓ ଜଳ ଆରାଧନାର ପରଂପରା ରହିଛି ।
Read More...

ମହଙ୍ଗା ହେଲା ଚା, କଫି, ନୁଡୁଲ୍ସ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ପରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ପରେ ଏବେ ଖାଉଟିଙ୍କ ଉପରେ ପଡିବାକୁ ଯାଉଛି ଚଡକ । କାରଣ ଏଫଏମସିଜି କମ୍ପାନି ନେସଲେ ଓ ହିନ୍ଦୁସ୍ତାନ ୟୁନିଲିଭର ସେମାନଙ୍କର କିଛି ସାମଗ୍ରୀର ଦାମ ବଢ଼ାଇଛନ୍ତି । ନେସଲେର ମ୍ୟାଗି, କଫି, ଚା’ ଆଦି ସାମଗ୍ରୀର ଦାମ
Read More...

ଅଶ୍ୱିନଙ୍କୁ ପ୍ରଶଂସାରେ ପୋତିଲେ ରୋହିତ, କହିଲେ ଏହି ବଡ କଥା

ବେଙ୍ଗାଲୁରୁ : ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜକୁ ଭାରତ କ୍ଲିନସୁଇପ କରିବାରେ ସଫଳ ହୋଇଛି । ଏଥି ସହିତ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଆନସିପ ପଏଣ୍ଟ ଟେବୁଲ ତାଲିକାରେ ଚତୁର୍ଥ ସ୍ଥାନକୁ ଉନ୍ନତି ହୋଇଛି । ଭାରତର ଆଗରେ ଦ.ଆଫ୍ରିକ, ପାକିସ୍ତାନ ଓ ଅଷ୍ଟ୍ରେଲିଆ ରହିଛନ୍ତି । ସେହିପରି ଶ୍ରୀଲଙ୍କା
Read More...

ଦାଦାର ଟାଙ୍କିଆ ଚୋଟରେ ଝିଆରୀ ମୃତ

ଦେବଗଡ : ସଂପର୍କ ଭୁଲିଗଲା ଦାଦା । ସାମାନ୍ୟ ପାରିବାରିକ ବିବାଦକୁ ନେଇ ହତ୍ୟା କରିବାକୁ ବି ପଛାଇଲାଣି ଦାଦା । ତାହା ପୁଣି ନିଜ ଝିଆରୀକୁ । ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଖବର ଅନୁଯାୟୀ, ପାରିବାରିକ କଳହକୁ ନେଇ ଝିଆରୀକୁ ଟାଙ୍ଗିଆରେ ହାଣିଦେଲା ଦାଦା ।
Read More...