Monthly Archives

March 2022

ଖୁସି ଖବର, ଏଣିକି ରବିବାର ବି ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର

ପୁରୀ : ଭକ୍ତ ଶ୍ରଦ୍ଧାଳୁଙ୍କୁ ପାଇଁ ଖୁସିର ଖବର । ଏଣିକି ପ୍ରତ୍ୟେକ ରବିବାର ଖୋଲିବ ଶ୍ରୀମନ୍ଦିର । କୋଭିଡ କଟକଣା ଯୋଗୁ ଶ୍ରୀମନ୍ଦିର ସାନିଟାଇଜ ପାଇଁ କରିବା ପାଇଁ ଗତ ଦୁଇବର୍ଷ ଧରି ରବିବାର ଦିନ ଦର୍ଶନ ବନ୍ଦ ରହିଥିଲା । ଏବେ କୋଭିଡର ଗାଇଡ ଲାଇନକୁ ଶ୍ରୀମନ୍ଦିର ପ୍ରଶାସନ କୋହଳ କରିଛି ।
Read More...

ଘୁ.ଉଦୟଗିରି ବ୍ଲକ ଅଧ୍ୟକ୍ଷ ହେଲେ ସୁଷମା ପ୍ରଧାନ

ଘୁ ଉଦୟଗିରି:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରାୟ ଶେଷ ପର୍ଯ୍ୟାୟ ସମିତି ଅଧ୍ୟକ୍ଷ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି । ଗତ ପାଞ୍ଚଟି ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ପଞ୍ଚାୟତ ନିର୍ବାଚନ ହୋଇଥିଲା । ଘୁ ଉଦୟଗିରି ବ୍ଲକରେ ଗତ ୨୨ତାରିଖ ଦିନ ନିର୍ବାଚନ ହୋଇଥିଲା ଓ ଏହାର ଭୋଟ ଗଣତି ଘୁ
Read More...

ସୁବର୍ଣ୍ଣପୁର ଜିଲ୍ଲାର ୬ଟି ବ୍ଲକରେ ବିଜେଡି ଦଳର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ଦ୍ୱନ୍ଦରେ ନିର୍ବାଚିତ

ସୁବର୍ଣ୍ଣପୁର :ସୁବର୍ଣ୍ଣପୁର ଜିଲ୍ଲାରେ ନିକଟରେ ଅନୁଷ୍ଠିତ ହୋଇଯାଇଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ଆଜି ୬ଟି ବ୍ଲକ ଅଧ୍ୟକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ ସମୟରେ ନବ ନିର୍ବାଚିତ ସମିତି ସଭ୍ୟ ଓ ସଭ୍ୟାମାନେ ୬ଟି ଯାକ ବ୍ଲକରେ
Read More...

ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳାରୁ ଦୁଇ ମାସର ଶିଶୁର ମୃତ୍ୟୁ ଅଭିଯୋଗ

ଫୁଲବାଣୀ :-ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳାରୁ ଦୁଇ ମାସର ଶିଶୁର ମୃତ୍ୟୁ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ଶିଶୁର ପିତା ଶିବୁ ଦିଗାଲ ଓ ମା ସୋନାଲି ବେହେରା । କନ୍ଧମାଳ ଜିଲ୍ଲା ଦୁତିମେଣ୍ଡି ପଞ୍ଚାୟତ ବୈଇକୁମ୍ପାରୁ ଶିଶୁକୁ ନେଇ ଚିକିତ୍ସା ପାଇଁ ଫୁଲବାଣୀ ସଦର
Read More...

ଜଗଦଳପୁର ପଞ୍ଚାୟତର ସରପଞ୍ଚ ଭାବେ କ୍ରାନ୍ତୀ କୁମାରୀ ଦେବୀଙ୍କ ଦାୟିତ୍ୱ ଗ୍ରହଣ

ଗଞ୍ଜାମ : କୁକୁଡ଼ାଖଣ୍ଡି ବ୍ଲକର ଜଗଦଳପୁର ପଞ୍ଚାୟତରେ ଗୁରୁବାର ଦିନ ନୂତନ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଉଚ୍ଚ ଶିକ୍ଷିତା ତଥା ମହିଳା ସମାଜସେବୀ କ୍ରାନ୍ତୀ କୁମାରୀ ଦେବୀ । ଜଗଦଳପୁର ପାଞ୍ଚୟତରେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିବାରେ ତାଙ୍କର ମୁଖ୍ୟ ଭୂମିକା
Read More...

ଆଠମଲ୍ଲିକ ବ୍ଲକ ଅଧ୍ୟକ୍ଷ ହେଲେ ଦୁଃଶାସନ ରାଉଳ

କିଆକଟା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଇତି ମଧ୍ୟରେ ଶେଷ ହେବା ସହ ଫଳାଫଳ ମଧ୍ୟ ଘୋଷଣା ହୋଇଛି । ଗତକାଲି ନାଏବ ସରପଞ୍ଚ ନିର୍ବାଚନ ଥିବା ବେଳେ ଆଜି ବ୍ଲକ ଅଧ୍ୟକ୍ଷ ପଦପାଇଁ ରାଜ୍ୟର ସମସ୍ତ ବ୍ଲକରେ ନିର୍ବାଚନ ହୋଇଥିଲା । ଏହି ଅବସରରେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକରେ ମଧ୍ୟ ବ୍ଲକ ଅଧ୍ୟକ୍ଷ
Read More...

ଚିଲିକା ବିଧାୟକଙ୍କୁ ଛେଚିଲେ ଜନତା, ରକ୍ତ ଜୁଡୁବୁଡୁ ହୋଇ ମେଡିକାଲ ଗଲେ

ଭୁବନେଶ୍ୱର : ଉତ୍ପାତ ହେଲେ, ମାଡ ଖାଇଲେ , ରକ୍ତ ଜୁଡୁବୁଡୁ ହୋଇ ମେଡିକାଲ ଗଲେ । ଶନିବାର ଏମିତି କିଛି ଘଟଣା ଘଟିଥିଲା ବାଣପୁର ବ୍ଲକ ସମ୍ମୁଖରେ । ୨୦ଜଣରୁ ଅଧିକ ଲୋକଙ୍କ ଉପରେ ଚଢାଇଦେଲେ ଗାଡି । ଏଥିରୁ ବାଦ୍‌ ପଡିଲେନି ଥାନାଅଧିକାରୀ କି ସାଧାରଣଲୋକ ।  ପରିସ୍ଥିତି ଏପରି ହେଲା କି
Read More...

ଟୀକାକରଣ ସଚେତନତା ରଥ ଉଦଘାଟିତ

ବୌଦ୍ଧ,୧୨/୩- ବୌଦ୍ଧ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଟୀକାକାରଣ ସଚେତନତା ରଥ ଉଦଘାଟିତ ହୋଇଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଅଭୟ କୁମାର ଦାଶ ସବୁଜ ପତାକା ଦେଖାଇ ଏହାର ଉଦଘାଟନ କରିଥିଲେ । ଜିଲ୍ଲା ମ୍ୟାଲେରିଆ ନିରାକରଣ
Read More...

ଅତିରିକ୍ତ ଜିଲ୍ଲାପାଳଙ୍କ ରାମକୃଷ୍ଣବାଳାଶ୍ରମ ପରିଦର୍ଶନ

ବୌଦ୍ଧ,୧୨/୩- ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତା ରାଣୀ ଦଳବେହେରା, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ସାକ୍ଷୀଗୋପାଳ ପ୍ରଧାନ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରାହୁଲ ପ୍ରଧାନ ବୀରନରସିଂହପୁର ସ୍ଥିତ ରାମକୃଷ୍ଣବାଳାଶ୍ରମ ତ୍ରୟମାସିକ ପରିଦର୍ଶନରେ ଯାଇଥିଲେ ।
Read More...

ଗଜପତି ଜିଲ୍ଲା ଆମ୍‌ ଆଦମୀ ପାର୍ଟି ମନାଇଲା ବିଜୟ ଉତ୍ସବ

ପାରଳାଖେମୁଣ୍ଡି : ପଞ୍ଜାବରେ ଆମ୍‌ ଆଦମୀ ପାର୍ଟିର ଐତିହାସିକ ବିଜୟ ଓ ଗୋଆରେ ଆପ୍‌ର ୨ ଜଣ ବିଧାୟକଙ୍କ ବିଜୟ ଅବସରରେ ଆପ୍‌ ଗଜପତି ତରଫରୁ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କରଣ ସାହିରେ ଥିବା ଜିଲ୍ଲା କାର୍ଯ୍ୟାଳୟଠାରେ ଏକ ବୈଠକ
Read More...