Monthly Archives

March 2022

ରୋଚକ ସ୍ଥିତିରେ ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା ନିର୍ବାଚନ

ଦଶପଲ୍ଲା : ଦଶପଲ୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ଆସନ ପାଇଁ ନିର୍ବାଚନ ଏବେ,ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଆଜି ଅଧ୍ୟକ୍ଷା ନିର୍ବାଚନ ଅନୁଷ୍ଠିତ ହେବ । ଇତିମଧ୍ୟରେ ବ୍ଲକ୍ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ଏହି ଆସନଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ୨୦
Read More...

ଜିଲ୍ଲା କ୍ରିକେଟ ସଂଘ ତରଫରୁ ଅପ୍ରେଲ ପ୍ରଥମ ସପ୍ତାହରେ ସୋନପୁର ପ୍ରିମିୟର କ୍ରିକେଟ ଲିଗ୍‌

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ୍‌ ଆସୋସିଏସନ ପକ୍ଷରୁ ଆସନ୍ତା ଅପ୍ରେଲ ୩ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଗାନ୍ଧି ପଡିଆଠାରେ "ସୋନପୁର ପ୍ରିମିୟର ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ' ଆରମ୍ଭ ହେବ । ୬୦ ଜଣ ଖେଳାଳିଙ୍କୁ ନେଇ ୪ଟି ଫ୍ରାଞ୍ଚାଇଜ ଗଠନ କରାଯାଇଥିବାବେଳେ
Read More...

ଜିଲ୍ଲାସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଏଏମ୍‌ସିଏସ୍‌ କଲେଜରେ ଫୁଲବାଣୀ ନେହରୁ ଯୁବକେନ୍ଦ୍ର ପକ୍ଷରୁ ଯୁବକଯୁବତୀ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ଏ ଉପରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଛି । କଲେଜ ଅଧ୍ୟକ୍ଷ ଦିନବନ୍ଧୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ
Read More...

ଦଶପଲ୍ଲା ପ୍ରିମିୟର୍‌ ଲିଗ୍‌, ଆଜି ଅନୁଷ୍ଠିତ ହେଲା ଦୁଇଟି ମ୍ୟାଚ୍‌

ଦଶପଲ୍ଲା : ଆଜି ଦଶପଲ୍ଲା ପ୍ରିମିୟର୍‌ ଲିଗ୍‌ର ନବମ ଦିବସ ରେ ଦୁଇଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ୍‌ ବୈଶାଳୀ ଓ ଈଶାନୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବୈଶାଳୀ ପ୍ରଥମେ ବ୍ୟାଟିଂ କରି ୧୫ ଓଭର ରେ ସମସ୍ତ ୱିକେଟ ହରାଇ ୧୦୮ ରନ୍‌ କରିଥିଲା । ଈଶାନୀ ୧୪.୩ ଓଭର ରେ ବିଜୟ
Read More...

ହିଞ୍ଜିଳି, ଶେରଗଡର ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ହିଞ୍ଜିଳି ଓ ଶେରଗଡ ବ୍ଲକ୍‌ର ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦଳମତରୁ ଉର୍ଦ୍ଧ୍ବରେ ରହି ଲୋକଙ୍କ ସେବା କରିବା ପାଇଁ
Read More...

ସେନା ହେଲିକପ୍ଟର କ୍ରାଶ୍‌: ପାଇଲଟ ମୃତ

ଜମ୍ମୁ: ଉତ୍ତର କଶ୍ମୀରର ବନ୍ଦୀପୋରା ଜିଲ୍ଲାର ତୁଲୈଲ୍‌ ଅଞ୍ଚଳ ଅନ୍ତର୍ଗତ ଗୁରେଜ୍‌ରେ ଆଜି ଘଟିଥିବା ସେନା ହେଲିକପ୍ଟର ଦୁର୍ଘଟଣାରେ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଛି। ତେବେ କୋ ପାଇଲଟ ଜଣଙ୍କ ଗୁରୁତର ଅଛନ୍ତି। ସେନା ହସପିଟାଲାରେ ତାଙ୍କର ଚିକିତ୍ସା ଚାଲିଛି। ସୂଚନା ମୁତାବକ, ଆଜି
Read More...

ପୌର ପରିଷଦ ନିର୍ବାଚନକୁ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ:- ଚଳିତ ମାସରେ କନ୍ଧମାଳ ଜିଲ୍ଲାର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପରିଷଦରେ ହେବାକୁ ଥିବା ସାଧାରଣ ନିର୍ବାଚନ ସଂକ୍ରାନ୍ତରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଆବଶ୍ୟକ ତଥ୍ୟ ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ଶକ୍ତି
Read More...

ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣସ୍ଥଳ ପରିଦର୍ଶନ କଲେ ପୁରୀ ଜିଲ୍ଲା ଓକିଲ ସଂଘ

ପୁରୀ : ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣକୁ ନେଇ ବିବାଦ ବଢିବା ପରେ ପୁରୀ ଜିଲ୍ଲା ଓକିଲ ସଙ୍ଘ ଆଜି ଘଟଣା ସ୍ଥଳ ପରିଦର୍ଶନ କରିଛି । ବିଶେଷ କରି ଐତିହ୍ୟ କରିଡର ନିର୍ମାଣ ନେଇ ଶ୍ରୀମନ୍ଦିର ଚାରିପାଖରେ ୩୦ ଫୁଟର ଗର୍ତ ଖୋଳିବା ଓ ନିର୍ମାଣ କାର୍ଯ୍ୟକୁ ନେଇ ପୁରୀ ଜିଲ୍ଲା ଓକିଲ ସଂଘ
Read More...

ଲାଞ୍ଚନେଇ ଭିଜିଲାନ୍ସ ହାତରେ ବନ୍ଧା ହେଲେ ସେବା ସମବାୟ ସମିତିର ୨ କର୍ମଚାରୀ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଶିବତୁଲା ସେବା ସମବାୟ ସମିତିର ୨ଜଣ କର୍ମଚାରୀ ଲାଞ୍ଚନେବାବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଶିବତୁଲା ସେବା ସମବାୟ ସମିତିର ସମ୍ପାଦକ କୁନା ନାୟକ ଏବଂ ଡାଟା ଏଣ୍ଟ୍ରି ଅପରେଟର ଦେବାନନ୍ଦ ନାଏକ
Read More...

ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କଲେ ଯୋଗୀ ଆଦିତ୍ୟନାଥ, ହୋଲି ପୂର୍ବରୁ ନେଇପାରନ୍ତି ଶପଥ

ନୂଆଦିଲ୍ଲୀ : ନୂତନ ସରକାର ଗଠନ ପୂର୍ବରୁ ପରମ୍ପରା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଶୁକ୍ରବାର ଅପରାହ୍ନରେ ମନ୍ତ୍ରୀ ପରିଷଦର ବୈଠକ ପରେ ଯୋଗୀ ଆଦିତ୍ୟନାଥ ରାଜଭବନରେ ପହଞ୍ଚି ରାଜ୍ୟପାଳ ଆନନ୍ଦିବାନ୍‌ ପଟେଲଙ୍କୁ ଭେଟି ଇସ୍ତଫା ପତ୍ର ଦାଖଲ
Read More...