Monthly Archives

March 2022

ଦାୟିତ୍ୱ ଗ୍ରହଣ କଲେ ଟାକରା ସରପଞ୍ଚ

ଦଶପଲ୍ଲା : ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ପଞ୍ଚାୟତର ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ମଦନ କୁମାର ଜାନୀ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ ଶେଷ ହେବା ପରେ ବିଜୟୀ ପ୍ରାର୍ଥୀ ମଦନ କୁମାର ଜାନୀ, ଟାକରା ଗ୍ରାମ ପଂଚାୟତର ଦାୟିତ୍ୱ ଗ୍ରହଣ କରିଛନ୍ତି । ଟାକରା ଗ୍ରାମ ପଞ୍ଚାୟତ
Read More...

ସଖୀ ୱାନ ଷ୍ଟପକେନ୍ଦ୍ର ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନବ ଜୀବନ ଅନ୍ଧ ଓ ଉପଶମ କେନ୍ଦ୍ରଠାରେ ସଖୀ ୱାନ ଷ୍ଟପ କେନ୍ଦ୍ର ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଖୀ ୱାନ ଷ୍ଟପ କେନ୍ଦ୍ରର ପ୍ରଶାସିକା ଭାଗ୍ୟ ଲକ୍ଷ୍ମୀ ନାୟକଙ୍କ ସଭା
Read More...

ପିଙ୍କ ବଲ ଟେଷ୍ଟରେ କୋହଲିଙ୍କ ଏମିତି ରହିଛି ରେକର୍ଡ

ବାଙ୍ଗାଲୁରୁ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ୍‌ ମାର୍ଚ୍ଚ ୧୨ ରୁ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ଏହି ଟେଷ୍ଟ ଗୋଲାପୀ ବଲ ସହିତ ଖେଳାଯିବ । ଭାରତରେ ତୃତୀୟ ଥର ପାଇଁ ପିଙ୍କ ଟେଷ୍ଟ ଖେଳାଯିବାକୁ
Read More...

ବଢୁଛି ତାତି, ଜଳଛତ୍ର ଖୋଲିବାକୁ ଦାବି

ଦଶପଲ୍ଲା : ଦିନକୁ ଦିନ ବଢ଼ିଲାଣି ତାପମାତ୍ରା । ମଧ୍ୟାହ୍ନରେ ବାହାରକୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି । ବିଭିନ୍ନ ବଜାରଘାଟ ଶୂନଶାନ୍‌ ହୋଇପଡୁଛି । ବିଭିନ୍ନ ସ୍ଥାନରେ ନଳକୂପଠାରୁ ଆରମ୍ଭ କରି ଅନେକ ସ୍ଥାନରେ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡ଼ିଥିବା ବେଳେ ଛକ ବଜାରରେ ବିଶୁଦ୍ଧ ପାନୀୟ ଜଳ
Read More...

ମାଲ୍‌ବାହୀ ଟ୍ରେନ୍‌ର ୬ ବଗୀ ଲାଇନ୍‌ଚ୍ୟୁତ

କୋରାପୁଟ: ଟ୍ରେନର ୬ ଟି ବଗି ଲାଇନ ଚ୍ୟୁତ । ରାତି ପ୍ରାୟ ୩ଟା ବେଳେ କୋରାପୁଟ ଷ୍ଟେସନଠାରୁ ୨୫ କିମି ଦୁ୍ରରେ ଘଟିଛି ଏହି ଘଟଣା । କିରଣ୍ଡୁଲରୁ ଲୁହା ପଥର ବୋଝେଇ ଟ୍ରେନଟି ବିଶାଖାପାଟଣା ଅଭିମୁଖେ ଯାଉଥିବାବେଳେ ଭେଜା ନିକଟରେ ଲାଇନଚ୍ୟୁତ ହୋଇଛି । ଫଳରେ କୋରାପୁଟ-ବିଶାଖାପାଟଣା ମଧ୍ୟରେ
Read More...

ଦଶପଲ୍ଲା ପ୍ରିମିୟର ଲିଗ୍‌ : ବ୍ଲାକ୍‌ ହାର୍ଟକୁ ହରାଇ ଇଶାନି ବିଜୟୀ

ଦଶପଲ୍ଲା : ଦଶପଲ୍ଲା ପ୍ରିମିୟର୍‌ ଲିଗ୍‌ ଅଷ୍ଟମ ଦିବସର ଖେଳ ବ୍ଲାକ୍‌ ହାର୍ଟ ଓ ଇଶାନ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବ୍ଲାକ୍‌ ହାର୍ଟ ଟସ ଜିଣି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ୧୫ ଓଭର୍‌ରେ ୯ ୱିକେଟ୍‌ ହରାଇ ୯୯ ରନ୍‌ ସଂଗ୍ରହ କରିଥିଲା । ଜବାନରେ ଇଶାନି ଦଳ ୧୧.୩ ଓଭର୍‌ରେ ୬
Read More...

ଭିଜିଲାନ୍ସ ଜାଲରେ ଟିପିଡବ୍ଲ୍ୟୁଓଡିଏଲ୍ ଜେନେରାଲ୍ ମ୍ୟାନେଜର

ସମ୍ବଲପୁର : ଭିଜିଲାନ୍ସ ଜାଲରେ ଟିପିଡବ୍ଲ୍ୟୁଓଡିଏଲ୍ ଜେନେରାଲ୍ ମ୍ୟାନେଜର ସନ୍ତୋଷ କୁମାର ଦର୍ଜୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ। ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ଦର୍ଜୀ ବୁର୍ଲା କର୍ପୋରେଟ ଅଫିସରେ କାର୍ୟ୍ୟରତ ଅଛନ୍ତି। ଏହି ଚଢାଉରେ ଜଣେ ଡିଏସପି ୬ଜଣ
Read More...

ଜାଣନ୍ତୁ,ଯୋଗୀଙ୍କ ଆଧ୍ୟାତ୍ମିକ ଓ ରାଜନୈତିକ ଜୀବନ ସଂପର୍କରେ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ପୁଣି ଅଭୂତପୂର୍ବ ସଫଳତା ପାଇଛି । ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହ ଦଳ କ୍ରମାଗତଭାବେ ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି । ସେହିପରି,ଯୋଗୀ ଆଦିତ୍ୟନାଥ ପୁନର୍ବାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଦଳ ଏହି
Read More...

ମୂଲ୍ୟବାନ ଚନ୍ଦନ କାଠ ଜବତ,୪ ଗିରଫ

ଫୁଲବାଣୀ -କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ପୋଲିସ ଚନ୍ଦନ କାଠ ସହ ଚାରି ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକମାନେ ହେଲେ ରାଇକିଆ ଥାନା ଅନ୍ତର୍ଗତ ଶିଶାପାଙ୍ଗ ଗ୍ରାମର ଅଭୟ ଡିଗାଲ, ଜଗନ ପ୍ରଧାନ, ଲାମୁଙ୍ଗିଆ ଗ୍ରାମର ଆଦିତ୍ୟ ନାୟକ ଓ ନାରାୟଣ ପ୍ରଧାନ । ସୂଚନାଯୋଗ୍ୟ ଯେ, ଗାନ୍ଧିଗାଁ
Read More...

ଟାଟା କମ୍ପାନୀ ନାମରେ ସାଂଘାତିକ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହେଲେ ଚାଷୀ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଭଜବଳପୁର, ଲଙ୍କାବାହାଲ, ପତ୍ରାପାଲି, ହିକୁଡି ଓ ଅନେକ ବ୍ୟକ୍ତିଗତ ଡିପ ବୋରୱେଲରୁ ଚାଷ କରିଥିବା ଚାଷୀମାନଙ୍କଠାରୁ ଟାଟା ପାୱାର କମ୍ପାନୀ ତରଫରୁ ଜୋର ଜବରଦସ୍ତ ବେଆଇନ ଭାବରେ ଚାନ୍ଦା ଆଦାୟ କରାଯାଉଥିବା ଅଭିଯୋଗ
Read More...