Monthly Archives

March 2022

କଡ଼ା ଟକ୍କର ଭିତରେ ଜିତିଗଲେ ଗୋଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଗୋଆ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ କଡ଼ା ଟକ୍କର ମଧ୍ୟରେ ବାଜିମାତ କରିଛନ୍ତି । ଭୋଟ ଗଣତି ଆରମ୍ଭରୁ ସାଙ୍କେଲିମ ଆସନ ଉପରେ ସମସ୍ତଙ୍କ ନଜର ରହିଥିଲା । ପ୍ରତି ରାଉଣ୍ଡରେ କିଏ ଜିତିବ ନେଇ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା । କେଉଁ
Read More...

ବିଜୟ ଶୋଭାଯାତ୍ରାକୁ ଅନୁମତି ଦେଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଜାରି ରହିଛି ୫ ରାଜ୍ୟର ବିଧାନସଭା ନିର୍ବାଚନ ଭୋଟ ଗଣତି । ହାର ଜିତର ଫଳାଫଳ ଧୀରେ ଧୀରେ ସ୍ପଷ୍ଟ ହେଉଛି । ଏହାରି ଭିତରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ନିର୍ବାଚନ କମିଶନ। ମହାମାରୀ କୋରୋନା ପାଇଁ ବିଜୟ ଶୋଭାଯାତ୍ରା ଉପରେ ଲଗାଯାଇଥିବା ବ୍ୟାନକୁ ଆଜି କମିଶନ ହଟାଇ
Read More...

ହାରିଲେ ସିଦ୍ଧୁ, ଆପକୁ ଅଭିନନ୍ଦନ ଜଣାଇଲେ

ନୂଆଦିଲ୍ଲୀ : ପଞ୍ଜାବରେ ଖେଳ ସରିଯାଇଛି । ଆମ ଆଦମୀ ପାର୍ଟିର ସରକାର ଗଢ଼ିବା ନିଶ୍ଚିତ ହୋଇଯାଇଛି । କଂଗ୍ରେସରେ ଅସ୍ଥିରତା ସୃଷ୍ଟି କରି ଆସୁଥିବା ନବଜୋତ ସିଂ ସିଦ୍ଧୁ ମଧ୍ୟ ପରାଜୟର ସମ୍ମୁଖୀନ ହୋଇଛନ୍ତି ।ଅପରପକ୍ଷରେ ସିଦ୍ଧୁ ପରାଜୟ ସ୍ୱୀକାର କରିଛନ୍ତି । ଟ୍ୱିଟ କରି ସେ ଆପକୁ ଅଭିନନ୍ଦନ
Read More...

ଆଗକୁ ମୋଦିଜୀଙ୍କ ସ୍ଥାନ ନେବେ କେଜ୍ରିୱାଲ : ଆପ୍‌

ନୂଆଦିଲ୍ଲୀ : ଦିଲ୍ଲୀରେ ବାରବାର ସରକାର କରିବାରେ ସଫଳ ହୋଇଥିବା ଆମ ଆଦମୀ ପାର୍ଟି ଏବେ ପଞ୍ଜାବରେ ସରକାର ଗଢ଼ିବାକୁ ଯାଉଛି । ଫଳରେ ଆପର ଆତ୍ମବିଶ୍ୱାସ ସ୍ୱାଭାବିକ ଭାବେ ବଢ଼ିଯାଇଛି । ଆଗକୁ ମୋଦିଜୀଙ୍କ ସ୍ଥାନ କେଜ୍ରିୱାଲ ନେବେ ବୋଲି ଆପ ପକ୍ଷରୁ କୁହାଯାଇଛି । ଆପ
Read More...

ହାରିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମିରନ୍ଦର ସିଂ

ନୂଆଦିଲ୍ଲୀ : ପଞ୍ଜାବରେ ଆପର ଧମାକାଦାର ପ୍ରଦର୍ଶନ ବହୁ ବଡ଼ ବଡ଼ ନେତାଙ୍କ ସ୍ୱପ୍ନକୁ ଧୂଳିସାତ କରିଦେଇଛି । କଂଗ୍ରେସରୁ ବାହାରିବା ପରେ ନୂଆ ଦଳ ଗଢ଼ିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଅମିରନ୍ଦର ସିଂ ପଟିଆଲା ଅର୍ବାନ ବିଧାନସଭା ଆସନରୁ ହାରି ଯାଇଛନ୍ତି । ଆପ ପ୍ରାର୍ଥୀ ଅଜିତ
Read More...

ଇସ୍ତଫା ଦେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନି

ଅମୃତସର: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଚରଣଜିତ ସିଂହ ଚନ୍ନି ଖୁବଶୀଘ୍ର ଇସ୍ତଫା ଦେବେ। ଗୋଟିଏ ପଟେ ଭୋଟ ଗଣତି ଚାଲିଥିବା ବେଳେ ଅନ୍ୟପଟେ ଚନ୍ନି ଇସ୍ତଫା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ସେ ଚଣ୍ଡିଗଡ଼ ସ୍ଥିତ ନିଜ ସରକାରୀ ବାସଭବନରେ ପହଞ୍ଚିଛନ୍ତି। ସେଠାରେ ରାଜଭବନ ଯାଇ
Read More...

ପାଢେଲ ବନବିଭାଗ ସେକ୍ସନ ପକ୍ଷରୁ ଜଙ୍ଗଲ ନିଆଁ ବିରୋଧରେ ସଚେତନତା କାର୍ଯ୍ୟକ୍ରମ

ପାଟଣାଗଡ଼ : ବାକୋଡ ଜଙ୍ଗଲରେ ପ୍ରାକୃତିକ ଓ କୃତ୍ରିମ ଉପାୟରେ ଖରା ଦିନ ଜଙ୍ଗଲରେ ନିଆଁ ଲାଗି ଥାଏ, ଦିନକୁ ଦିନ ଜଙ୍ଗଲ ହ୍ରାସ ପାଇଥିବାବେଳେ ଖରାଦିନେ ଜଙ୍ଗଲରେ ନିଆଁ ଲାଗିବା ଏକ ମୁଖ୍ୟ କାରଣ । ଏଣୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ପାଢେଲ ସର୍କଲ ବନବିଭାଗ ପକ୍ଷରୁ ଜଙ୍ଗଲ ତଳି
Read More...

ଅମୃତସର ଇଷ୍ଟ ଆସନ: ସିଦ୍ଧୁ ପଛରେ, ଜୀବନ ଜୋତ କୌର ଆଗରେ

ନୂଆଦିଲ୍ଲୀ : ନିର୍ବାଚନ ପୂର୍ବରୁ ପଞ୍ଜାବ ରାଜନୀତିକୁ ଅସ୍ଥିର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ନବଜୋତ ସିଂ ସିଦ୍ଧୁ  । ତାଙ୍କ ବିଦ୍ରୋହ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଅମିରନ୍ଦର ସିଂ ହଟିଥିଲେ  । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ମଧ୍ୟ ବିରୋଧ କରିବାକୁ
Read More...

ନାବାଳକର ମୃତଦେହ ଠାବ

ପିପିଲି: ନିଖୋଜ ହେବାର ୩ ଦିନ ପରେ ଜଣେ ନାବାଳକଙ୍କ ମୃତଦେହ ମିଳିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଟିଉସନକୁ ଯାଇ ଘରକୁ ଫେରି ନଥିବା ଗୋବିନ୍ଦପୁରର ମାଟିଆପଡ଼ାର ଉକ୍ତ ନାବାଳକର ମୃତଦେହ ଉଦ୍ଧାର ହୋଇଛି। ସଂପୃକ୍ତ ନାବାଳକକୁ ହତ୍ୟା ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବିରେ ଅଞ୍ଚଳବାସୀ
Read More...

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୩ ବର୍ଷ ଜେଲ

ଫୁଲବାଣୀ : ଫୁଲବାଣୀ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ତଥା ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ୍‌ ଭାସ୍କରଚନ୍ଦ୍ର ସାହୁ ଏକ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୧୦ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ପପୁନା ମଲ୍ଲିକକୁ
Read More...