Monthly Archives

March 2022

ବହୁ ଅସନ୍ତୁଷ୍ଟ ବିଜେଡି କର୍ମୀ କଂଗ୍ରେସରେ ମିଶିଲେ

ଫୁଲବାଣୀ: ବିଜେଡିର ଅଧିକାଂଶ ବରିଷ୍ଠ କର୍ମୀଙ୍କୁ ଦଳ ତରଫରୁ ଚଳିତ ପୌର ନିର୍ବାଚନରେ ଟିକେଟ ନମିଳିବା ନେତାମାନଙ୍କ ଅଣଦେଖା କରାଯାଇଥିବାରୁ ବିଜେଡ଼ି ଦଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଫଳରେ ସହରର ବହୁ ବିଜେଡି ନେତା ଓ କର୍ମୀ ବୁଧବାର ଦିନ ବିଜେଡି ଦଳ ଛାଡି କଂଗ୍ରେସରେ ମିଶିଛନ୍ତି
Read More...

୧୪ବର୍ଷରୁ କମ ଜାତୀୟସ୍ତରୀୟ ରଗବୀ ଖେଳାଳିଙ୍କୁ ପ୍ରେସ କ୍ଳବ ପକ୍ଷରୁ ସମ୍ବର୍ଦ୍ଧନା

ଫୁଲବାଣୀ:-ହାଇଦ୍ରାବାଦରେ ଅନୁଷ୍ଠିତ ୧୪ ବର୍ଷରୁ କମ ଖେଳାଳିଙ୍କୁ ନେଇ ହୋଇଥିବା ଟଚ ରଗବି ପ୍ରତିଯୋଗିତାରେ କନ୍ଧମାଳ ଜିଲା ଜି. ଉଦୟଗିରିର ଚାରି ଜଣ ଟଚ ରଗବି ଜାତୀୟ ସ୍ତରୀୟ କୁନୀ ଖେଳାଳୀଙ୍କୁ ଜିଲା ପ୍ରେସକ୍କବ୍‌ ପକ୍ଷରୁ ବୁଧବାର ସମ୍ବର୍ଦ୍ଧିତ କରାଯାଇଛି ।ଏହି ଅବସରରେ ସ୍ଥାନୀୟ ପ୍ରେସ
Read More...

ଛତ୍ରବଜାର ପୋଲ ଭୁଶିଡିଲା, କିଛି ଲୋକ ଚାପି ହୋଇଥିବା ସୂଚନା

କଟକ : ଭୁଶୁଡିଲା ଛତ୍ରବଜାର ପୋଲ । କଟକ ଛତ୍ରବଜାର ପରିବା ମାର୍କେଟ ନିକଟ ପୋଲ ଭୁଶୁଡି ପଡିଥିବା ଜଣାପଡିି । ପୋଲଟି ନିର୍ମାଣଧୀନ ଅବସ୍ଥାରେ ଭୁଶୁଡି ପଡିଥିବା ସୂଚନା ମିଳିଛି । ପୋଲ ତଳେ କିଛି ଲୋକ ଚାପି ହୋଇଥିବା ସୂଚନା ମିଳିଛି । ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ
Read More...

ମହିଳା ସ୍ନାତକ ମହା ବିଦ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହା ବିଦ୍ୟାଳୟ ପରିସରରେ ଏନଏସଏସ ବିଭାଗ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ମହା ବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ରୀନା ସାହୁଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ଓଡ଼ିଶା
Read More...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

ନବରଙ୍ଗପୁର: ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୨ ଅନଲାଇନ ମାଧ୍ୟମରେ (YouTube Live) ଜିଲ୍ଲା ଅଦାଲତର ଭିଡିଓ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ
Read More...

ବିହାରୀ ମିସ୍ତ୍ରୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ପୁଲିସ

କଟକ: ବିଡାନାସି ଭୁଆଶୁଣି ପଠାରେ ଘଟିଥିବା ବିହାରୀ ମିସ୍ତ୍ରୀ ଆଜାଦ ଯାଦବ ହତ୍ୟାକାଣ୍ଡ ମାମଲାର ପର୍ଦ୍ଦାଫାସ କରିଛି ପୋଲିସ । ପରକିଆ ପ୍ରୀତିରୁ ହତ୍ୟା ହୋଇଥିବା ସୂଚନା ଦେଇଛନ୍ତି କଟକ ଡିସିପି । ଏହି ମାମଲାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି
Read More...

ଆଇସିସି ଟେଷ୍ଟ ମାନ୍ୟତା : ଜାଡେଜା ହେଲେ ନମ୍ବରୱାନ ଟେଷ୍ଟ ଅଲରାଉଣ୍ଡର

ଦୁବାଇ : ମୋହାଲିରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ ପରେ ଆଇସିସି ଟେଷ୍ଟ ଅଲରାଉଣ୍ଡର ମାନ୍ୟତାରେ ଭାରତର ରବିନ୍ଦ୍ର ଜାଡେଜା ଏକ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ କୋହଲି ଏବଂ ପନ୍ତ ସେମାନଙ୍କ ମାନ୍ୟତାରେ ଉନ୍ନତି ଆଣିଛନ୍ତି ।ସେହିପରି ରବିନ୍ଦ୍ର ଜାଡେଜା ୧୭୫
Read More...

ଅଟୋକୁ ଧକ୍କା ଦେଲା ଟ୍ରକ୍‌, ଜଣେ ମୃତ

ଦଶପଲ୍ଲା : ଆଜି ସକାଳ ୯.୩୦ ସମୟରେ ନୟାଗଡ଼ ରଣପୁର ରାସ୍ତାର ବଜ୍ରକୋଟ୍‌ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏକ ପାସେଞ୍ଜର ଅଟୋକୁ ଧକ୍କା ଦେଇଛି ମାଲବୋଝେଇ ଟ୍ରକ । ଅଟୋଟି ପାସେଞ୍ଜେର ଧରି ଦର୍ପନାରାୟଣପୁରୁରୁ ରଣପୁର ଅଭିମୁଖେ ଯାଉଥିଲାବେଳେ ଟ୍ରକଟି ରଣପୁରରୁ ନୟାଗଡ଼
Read More...

ସୁବାସ ସିଂ ଧୋନୀ ମେୟର ପ୍ରାର୍ଥୀ, ଜାଣନ୍ତୁ ତାଙ୍କର ସଂପତ୍ତି ପରିମାଣ

କଟକ: ସିଲିଭର ସିଟି କଟକରେ  ମେୟର ପଦ ପାଇଁ ବିଜେଡି, କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ  ଶାସକ ବିଜେଡି ପକ୍ଷରୁ ମଇଦାନକୁ ଓହ୍ଲାଇଥିବା କଟକର ଶ୍ରମିକ ନେତା ତଥା ରାଜ୍ୟସଭା ସାଂସଦ ସୁବାସ ସିଂ ସବୁଠୁ ଧନୀ । ସମ୍ପତ୍ତି ତାଲିକାରେ କଂଗ୍ରେସର ଗିରିବାଳା ବେହେରା ଓ ବିଜେପିର ଶ୍ରୀତମ
Read More...

୫ରୁ ୧୨ବର୍ଷ ପିଲାଙ୍କୁ କାର୍ବୋଭାକ୍ସ ଟିକା!

ନୂଆଦିଲ୍ଲୀ: ସାରା ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି । କରୋନା ସଂକ୍ରମଣର ହାର ମଧ୍ୟ ଦିନକୁ ଦିନ କମିବାରେ ଲାଗିଛି । ଏହାସହିତ ମୃତୁ୍ୟ ସଂଖ୍ୟାରେ ମଧ୍ୟ ସମାନ ସ୍ଥିତି ପରିଲକ୍ଷିତ ହେଉଛି । ତେବେ ଦେଣରେ ଏଯାଏ ୧୭୯କୋଟି ୩୦ଲକ୍ଷ ଟପିଛି । ସେମାନଙ୍କ ମଧ୍ୟରୁ ୯୧କୋଟି ୧୦ଲକ୍ଷରୁ ଅଧିକ
Read More...