Monthly Archives

March 2022

ଶ୍ରୁତି ମହାପାତ୍ରଙ୍କୁ ନାରୀ ଶକ୍ତି ପୁରସ୍କାର

ଭୁବନେଶ୍ୱର: ଓଡ଼ିଶାର ସମାଜସେବୀ ଶ୍ରୁତି ମହାପାତ୍ରଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରାଯାଇଛି । ଶ୍ରୁତିଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶ୍ରୁତି ମହାପାତ୍ରଙ୍କୁ ସମ୍ମାନିତ କରାଯାଇଛି । ତେବେ ଆଜି
Read More...

ବର୍ଷା ଜଳ ସଂଗ୍ରହ ଓ ସଂରକ୍ଷଣ ଉପରେ ଭର୍ଚୁଆଲ ଆଲୋଚନା

ପାରଳାଖେମୁଣ୍ଡି : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ନେହୁରୁ ଯୁବ କେନ୍ଦ୍ର ଗଜପତି ଦ୍ୱାରା ବର୍ଷା ଜଳକୁ କିପରି ସଂରକ୍ଷଣ ସହ ପୁନଃବ୍ୟବହାର କରାଯିବ ସେନେଇ ଭର୍ଚ଼ୁଆଲରେ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି ।ଏହି କାର୍ଯ୍ୟକ୍ରମରେ ନେହୁରୁ ଯୁବ
Read More...

ପେଟ୍ରୋଲ ଦର ୨୦୦ ଟଙ୍କା ଟପିବ !

ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ଶକ୍ତି କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଛି । ବିଶେଷକରି ରୁଷ ଉପରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ଏବେ ସ୍ଥିତି ସଂଗୀନ ହେବାରେ ଲାଗିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ
Read More...

ବିଜେପି ପୌରାଧ୍ୟକ୍ଷା ପ୍ରାର୍ଥିନୀ ଏମ୍‌ ରାଜେଶ୍ୱରୀଙ୍କ ନାମାଙ୍କନପତ୍ର ଦାଖଲ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଆଜି ବିଜେପି ପକ୍ଷରୁ ଏମ୍‌ ରାଜେଶ୍ୱରୀ ପୌରାଧ୍ୟକ୍ଷା ପାର୍ଥିନୀ ଭାବେ ଉପ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣାଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରି ଥିବାର ଜଣା ପଡ଼ିଛି । ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରୁ ଜିଲ୍ଲା
Read More...

ପଛଘୁଞ୍ଚା ଦେଲେ ଇରାନୀ ରାୟ !

ଦଶପଲ୍ଲା :ନୟାଗଡ ପୌରପରିଷଦର ପୌରାଧ୍ୟକ୍ଷା ପ୍ରାର୍ଥୀ ହେବା ପାଇଁ ଫର୍ମ କିଣି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବିଜେପି ବିଧାୟିକା ପ୍ରାର୍ଥିନୀ ଇରାନୀ ରାୟ ପୌରାଧ୍ୟକ୍ଷ ଦୌଡ଼ରୁ ଓହରି ଯାଇଥିବା ଦେଖାଯାଇଛି । ଫର୍ମ କିଣି ସହରବାସୀଙ୍କୁ ଚକମା ଦେଖାଇବା ପରେ ନାମାଙ୍କନ କରି ନାହାନ୍ତି ।
Read More...

ସେବା ଓ ସମର୍ପଣ ଦିବସ ପାଳିତ; ଦୁଇ ବିଶିଷ୍ଟ ବ୍ୟକ୍ତିଙ୍କୁ ସେବା ସମ୍ମାନ

ସୁବର୍ଣ୍ଣପୁର: ସୋନପୁର ଶିକ୍ଷା ବିକାଶ ସମିତି ପକ୍ଷରୁ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରଠାରେ ସେବା ଓ ସମର୍ପଣ ଦିବସ ପାଳିତ ହୋଇଛି । ଶିକ୍ଷା ବିକାଶ ସମିତିର ମୁଖ୍ୟ ଉପଦେଷ୍ଟା ଦିବଂଗତ ଈଶ୍ୱର ବିଭାରଙ୍କ ପୁଣ୍ୟ ତିଥି ଅବସରରେ ତାଙ୍କ ତ୍ୟାଗ ଭାବକୁ ସ୍ମରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ
Read More...

ମାଓପ୍ରବଣ ଅଞ୍ଚଳରେ ସିଆରପିଏଫ୍‌ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ମାଓପ୍ରବଣ ବେଲଘର ଥାନା ଅଞ୍ଚଳରେ ସିଆରପିଏଫ୍‌ ଇ/୧୨୭ ବାଟାଲିୟନ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ମାନବିକ ସିଭିକ୍‌ ଆକ୍ସନ୍‌ ଗୃହ ମନ୍ତ୍ରଣାଳୟର ତତ୍ତ୍ୱବଧାନରେ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଏବଂ ଏସ୍‌ କେ
Read More...

ଓକିଲ ସଂଘ ନିର୍ବାଚନ : ସଭାପତି ହେବେ ନରସିଂହ

ନବରଙ୍ଗପୁର,୭/୩- ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ନିର୍ବାଚନ ପ୍ରକ୍ରିୟାରେ ନାମାଙ୍କନ ଦାଖଲର ଅନ୍ତିମ ଦିବସରେ ନରସିଂହ ତ୍ରିପାଠୀ ସଭାପତି ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ନାମାଙ୍କନର ଅନ୍ତିମ ଦିବସ ସୁଦ୍ଧା କେବଳ ଜଣେମାତ୍ର ସଭାପତି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ ।
Read More...

ସରିଲା ପ୍ରାର୍ଥୀ ପତ୍ର ଦାଖଲ, କାଉନସିଲର ପାଇଁ ୩୭ ଓ ଅଧ୍ୟକ୍ଷ ପାଇଁ ୮ଜଣ କଲେ ନାମାଙ୍କନ ପତ୍ର ଦାଖଲ

ଘୁ.ଉଦୟଗିରି,୭/୩- ପୌର ନିର୍ବାଚନ ନିମନ୍ତେ ଘୁ ଉଦୟଗିରି ରାଜନୀତି ସରଗରମ ହୋଇଥିବା ଦେଖିବାକୁ ମିଳିଛି । ଆଜି ନାମାଙ୍କନ ପତ୍ର ଦାଖଲ କରିବା ଶେଷ ଦିନ । ଶେଷ ଦିନରେ ବିଜେଡି ପକ୍ଷରୁ ଶତାଧିକ ସମର୍ଥକ ଉପସ୍ଥିତ ରହି ସ୍ଥାନୀୟ କାଳୀ ମନ୍ଦିରରେ ସମସ୍ତ କର୍ମୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା
Read More...

ପୌରାଧ୍ୟକ୍ଷ ପାଇଁ ବିଜେପି ଓ ବିଜେଡି ମଧ୍ୟରେ ହେବ କଡା ଟକ୍କର

ନବରଙ୍ଗପୁର : ନବରଙ୍ଗପୁର ପୌର ନିର୍ବାଚନ ନିମନ୍ତେ ଆଜି ନାନା କଳ୍ପନା ଜଳ୍ପନାର ପୂର୍ଣଚ୍ଛେଦ ପଡି ଶେଷରେ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ପୌରାଧ୍ୟକ୍ଷ ପାର୍ଥି ସମତେ ନବରଙ୍ଗପୁର ପୌରପାଳିକାର ୧୭ ଗୋଟି ୱାର୍ଡ ପାଇଁ ୧୭ ଗୋଟି କାଉନସିଲର ପାର୍ଥି ଔପଚାରିକ ଭାବେ ଘୋଷଣା କରିବା ସହ
Read More...