Monthly Archives

March 2022

ବ୍ଲକସ୍ତରୀୟ ଶିଶୁପାଇଁ ଦିନଟିଏ କାର୍ଯ୍ୟକ୍ରମ

ବୌଦ୍ଧ,୨୯/୩- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟର ବୈଠକ ଗୃହରେ ଆଜି ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମର ତ୍ରୟମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସ୍ନେହଲତା ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ
Read More...

ଜିଲ୍ଲାପାଳଙ୍କୁ ଫେରାଦ ଦେଲେ କ୍ଷତିଗ୍ରସ୍ତ ଗ୍ରାମବାସୀ

ଦଶପଲ୍ଲା,୨୯/୩ : - ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ଦୀର୍ଘବର୍ଷ ଧରି ଚାଲିଥିବା ଅଧିଗ୍ରହଣ ପ୍ରକିୟା ଶେଷ ହେବାର ନାଁ ଧରୁନାହିଁ । ଆଦିବାସୀଙ୍କ ଚାଷ ଜମି ରେଳପଥ ନିର୍ମାଣ ପାଇଁ ବ୍ୟବହାର ହେଉଥିବା ବେଳେ ସେମାନଙ୍କୁ ଅନ୍ଧାରରେ ରଖାଯାଇଛି । ଜମି ବାବଦ ସହାୟତା ରାଶି ସେମାନଙ୍କୁ
Read More...

ନବ ନିର୍ବାଚିତ ବ୍ଲକ ଓ ଏନଏସି ଅଧ୍ୟକ୍ଷଙ୍କୁ ଶିକ୍ଷକ ସଂଘ ତରଫରୁ ସମ୍ବର୍ଦ୍ଧନା

ବୌଦ୍ଧ,୨୯/୩ - ବୌଦ୍ଧଜିଲ୍ଲାର ବୌଦ୍ଧ ଓ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ଏବଂ ବୌଦ୍ଧଗଡ ଏନ.ଏ.ସିର ନୂତନ ଅଧ୍ୟକ୍ଷଙ୍କୁ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସ୍ୱାଗତ କରାଯାଇ ପୁଷ୍ପଗୁଚ୍ଛ, ଉପଢୌକନ ଓ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ନବ ନିର୍ବାଚିତ ବୌଦ୍ଧବ୍ଲକ ଅଧ୍ୟକ୍ଷ
Read More...

ବ୍ୟାଘ୍ର ସଂରକ୍ଷଣରେ ଭୟଙ୍କର ଅଗ୍ନିକାଣ୍ଡ

ଜୟପୁର,୨୯/୩ : ରାଜସ୍ଥାନର ପ୍ରସିଦ୍ଧ ସାରିସ୍କା ବ୍ୟାଘ୍ର ସଂରକ୍ଷଣରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଏତେ ଭୟଙ୍କର ବେଗରେ ବ୍ୟାପୁଛି ଯେ ତାହାକୁ ନିୟନ୍ତ୍ରଣ କରିବା ସମ୍ଭବପର ହୋଇପାରୁ ନାହିଁ । ବାୟୁସେନାର ଏକାଧିକ ହେଲିକପ୍ଟର ପାଣି ପକାଯାଉଛି । କର୍ମଚାରୀମାନେ ଦିନରାତି ଲାଗିଛନ୍ତି ।
Read More...

ତୁଟିଲା ଆସାମ- ମେଘାଳୟ ସୀମା ବିବାଦ : ଅମିତ ଶାହଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହେଲା ଚୁକ୍ତି

ନୂଆଦିଲ୍ଲୀ,୨୯/୩ : ଆସାମ ଓ ମେଘାଳୟ ମଧ୍ୟରେ ଦୀର୍ଘ ୫୦ ବର୍ଷ ହେଲା ଜାରି ରହିଥିବା ସୀମା ବିବାଦର ଅବସାନ ଘଟିଛି । ଆଜି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏକ ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ
Read More...

ପ୍ରଚଣ୍ଡ ରୌଦ୍ର ତାପରେ ସରିଲା ମା ତାରାତାରିଣୀଙ୍କ ୨ୟ ପାଳି ଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ଭିଡ଼

ଗଞ୍ଜାମ,୨୯/୩ : ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ରାଇପୁର ଗ୍ରାମର ପାହାଡ଼ରେ ବିଜେ ମା ତାରାତାରିଣୀଙ୍କ ୨ୟ ପାଳି ଯାତ୍ରା ଦିନ ପ୍ରଚଣ୍ଡ ରୌଦ୍ରତାପରେ ମଧ୍ୟ ୨ରୁ ୩ଲକ୍ଷ ଭକ୍ତଙ୍କ ଭିଡ଼ ଲାଗିଥିଲା । କାଳେ ୩ୟ ପାଳି ଗତବର୍ଷ ପରି କୋଭିଡ ନିମନ୍ତେ ବନ୍ଦ ହୋଇଯିବ ସେଥିପାଇଁ ମାନସିକଧାରୀ
Read More...

ଭାଲୁ ଛୁଆଙ୍କୁ ପିଠିରେ ବସାଇ ରାସ୍ତା ପାରିହେଲା ମାଁ ଭାଲୁ

ନବରଙ୍ଗପୁର,୨୯/୩ - ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକର ସିନ୍ଧିଗୁଡା ରାସ୍ତାରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ । ଦୁଇ ଭାଲୁ ଛୁଆଙ୍କୁ ପିଠିରେ ବସାଇ ଏକ ମା’ ଭାଲୁ ରାସ୍ତା ପାରି ହେବାର ଦୃଶ୍ୟ ଥିଲା ନିଆରା । ପିଠି ଉପରେ ଦୁଇଟି ଛୁଆ ଭାଲୁ ମା'କୁ ଜାବୁଡି ଧରି ବସିଥିଲେ ଏବଂ ମା
Read More...

ଜିଲ୍ଲାସ୍ତରୀୟ ଆଶା ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ
Read More...

ପାଟଣାଗଡରେ “ଭାରତ ବନ୍ଦ’କୁ ବିପୁଳ ସମର୍ଥନ

ପାଟଣାଗଡ଼: କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ଦ୍ୱାରା ଆହୂତ ଦୁଇଦିନିଆ ଭାରତ ବନ୍ଦକୁ ମଙ୍ଗଳବାର ପାଟଣାଗଡରେ ବିପୁଳ ଜନସମର୍ଥନ ମିଳିଛି । ବନ୍ଦ ପ୍ରଭାବରେ ପାଟଣାଗଡର ସମସ୍ତ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ବୀମା, ପୋଷ୍ଟ ଅଫିସ, କୋର୍ଟ କଚେରୀ, ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା ।
Read More...

ଗୁଳିମାଡରେ ସମିତି ସଭ୍ୟାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟଣା; ୨ ସନ୍ଦିଗ୍ଧ ଅଟକ,ତଦନ୍ତ ଜାରି

ପାଟଣାଗଡ : ପାଟଣାଗଡ ଉପଖଣ୍ଡ ବେଲପଡା ଥାନା ଅନ୍ତର୍ଗତ ବନମାଲ ଗ୍ରାମରେ ଗତକାଲି ରାତ୍ରିରେ କେତେକ ଦୁର୍ବୃତ୍ତଙ୍କ ଗୁଳି ମାଡରେ ସମିତି ସଭ୍ୟାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାର ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ୨ଜଣ ସନ୍ଦିଗ୍ଧ ଅଟକ ରଖି ପଚରାଉଚରା କରୁଥିବାର ଜଣାପଡିଛି ।
Read More...