Monthly Archives

March 2022

ଆସନ୍ତାକାଲି ଆନ୍ତର୍ଜାତୀୟ ମହିଳା ଦିବସ, ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା

ପୁରୀ : ଆନ୍ତର୍ଜାତୀୟମହିଳା ଦିବସ ଅବସରରେ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଏକ ଚିତ୍ତାକର୍ଷକ ବାଲୁକା କଳା ନିର୍ମାଣ କରିଛନ୍ତି । ସମାଜରେ ନାରୀ ପୁରୁଷ ସମାନ । ତେଣୁ ନାରୀକୁ ଉଚିତ ସମ୍ମାନ ପ୍ରଦର୍ଶନ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ୧୫ଫୁଟ ଲମ୍ବ ଏହି ବାଲୁକା କଳା ନିର୍ମାଣ କରିବାରେ
Read More...

ଗ୍ଲୋଭ୍‌ସରେ ଲାଖିଗଲା ବଲ୍‌,ରନ-ଆଉଟରୁ ବର୍ତ୍ତିଗଲେ ବାଂଲା ବ୍ୟାଟର

ନୂଆଦିଲ୍ଲୀ,୭/୩ : କ୍ରିକେଟରେ ଅନେକ ସମୟରେ ପଡ଼ିଆରେ ବଡ଼ ଅଜବ ଘଟଣାସବୁ ଘଟିଥାଏ,ଯାହା ମ୍ୟାଚକୁ ଆହୁରି ରୋମାଞ୍ଚକର କରିଥାଏ । ଏଭଳି ଏକ ଘଟଣା ଘଟିଥିଲା ଆଇସିସି ମହିଳା ବିଶ୍ୱକପର ନ୍ୟୁଜିଲାଣ୍ଡ-ବାଂଲାଦେଶ ମ୍ୟାଚରେ । ଖେଳର ୨୬ତମ ଓଭରରେ ଦେଖିବାକୁ ମିଳିଥିଲା ଏକ ଆମୋଦଦାୟକ ଦୃଶ୍ୟ ।
Read More...

ପୌର ନିର୍ବାଚନ: ଅଧ୍ୟକ୍ଷ ପଦବୀ ପାଇଁ ବିଜେପିରୁ ଯୁଗଳ ସାମଲ, ବିଜେଡିରୁ ମୃତ୍ୟୁଞ୍ଜୟ ମିଶ୍ର ଓ କଂଗ୍ରେସରୁ ଗଣେଶ…

ବୌଦ୍ଧ,୭/୩: ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଅନ୍ତିମ ଦିବସ ଥିବାବେଳେ ସମସ୍ତଦଳ ତରଫରୁ ୧୭ଟି ୱାର୍ଡ ପାଇଁ କାଉନସିଲର ଓ ଅଧ୍ୟକ୍ଷ ପଦପାଇଁ ସମସ୍ତ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧ୍ୟକ୍ଷ ପଦ ପାଇଁ ବିଜେପି ଦଳ ତରଫରୁ ଯୁଗଳ କିଶୋର ସାମଲ
Read More...

୫ ରାଜ୍ୟ ବିଧାନସଭା ନିର୍ବାଚନ ନେଇ ଆସିଲା ଏକଜିଟ୍‌ ପୋଲ ରିପୋର୍ଟ, ଜାଣନ୍ତୁ ୟୁପିରେ କିଏ ଗଢିବ ସରକାର

ନୂଆଦିଲ୍ଲୀ : ୫ ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ଆଜି ଶେଷ ହୋଇଛି । ଉତ୍ତରପ୍ରଦେଶରେ ଚାଲିଥିବା ୭ ପର୍ଯ୍ୟାୟ ନିର୍ବାଚନ ମଧ୍ୟ ଆଜି ଶେଷ ହୋଇଛି । ଏହାପରେ ବିଭିନ୍ନ ଗଣମାଧ୍ୟମ ଓ ସଂସ୍ଥା ଦ୍ୱାରା ଏକଜିଟ ପୋଲ ଘୋଷଣା କରାଯାଇଛି । ଏଥିରେ କୁହାଯାଇଛି ଯେ, ଉତ୍ତରପ୍ରଦେଶରେ ପୁଣିଥରେ
Read More...

ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ବିମାନବନ୍ଦରରେ ଭେଟିଲେ ମୁଖ୍ୟମନ୍ତ୍ରୀ,ପାଠପଢା ନେଇ ଦେଲେ ଆଶ୍ୱାସନା

ଭୁବନେଶ୍ବର:ଦୀର୍ଘ ୧୨ ଦିନର ଉତ୍କଣ୍ଠା ଓ ଆଶଙ୍କାର ଆଜି ଅନ୍ତ ଘଟିଛି । ୟୁକ୍ରେନ୍‌ରେ ପଢୁଥିବା ଓଡିଆ ଛାତ୍ରଛାତ୍ରୀଙ୍କ ପରିବାର ପାଇଁ ଆଣିଛି ଆଶ୍ବସ୍ତି । ଯୁଦ୍ଧ ବିଧ୍ବସ୍ତ ୟୁକ୍ରେନ୍‌ରେ ପାଠ ପଢୁଥିବା ୭୭ ଓଡିଆ ଛାତ୍ରଛାତ୍ରୀ ଆଜି ରାଜ୍ୟ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା
Read More...

ପଞ୍ଜାବରେ କିଏ ଗଢିବ ସରକାର,ଆସିଲା ଏକଜିଟ ପୋଲ ରିପୋର୍ଟ

ଚଣ୍ଡିଗଡ ୦୭।୦୩: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଶେଷ ବା ସପ୍ତମ ପର୍ଯ୍ୟାୟ ମତଦାନ ସରିବା ପରେ ଅନେକ ଜାତୀୟ ଗଣମାଧ୍ୟମ ଦ୍ଵାରା ସାମ୍ନାକୁ ଆସିଛି ଏକଜିଟ୍ ପୋଲ୍। ଆଭ୍ୟନ୍ତରୀଣ କନ୍ଦଳ ଦେଇ ଗତି କରୁଥିବା ପଞ୍ଜାବରେ କଂଗ୍ରେସକୁ ଜୋରଦାର ଝଟକା ଲାଗିଛି। ଦିଲ୍ଲୀ ପରେ ପଞ୍ଜାବରେ ପ୍ରଥମ
Read More...

ଜାଣନ୍ତୁ,ଋଷ୍‌ର ଶତ୍ରୁ ଦେଶ ତାଲିକାରେ କେଉଁମାନେ ଅଛନ୍ତି

ବେଜିଂ,୭/୩ : ଋଷ୍‌ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ଆଜି ପ୍ରକାଶ ପାଇଛି ଏକ ଚାଞ୍ଚଲ୍ୟକର ରିପୋର୍ଟ । ଏହି ରିପୋର୍ଟରେ ରହିଛି ଋଷ୍‌ର ପରମ ଶତ୍ରୁ ଦେଶମାନଙ୍କର ତାଲିକା । ଏହି ତାଳିକାରେ ଅଛନ୍ତି ଆମେରିକା ସମେତ ମୋଟ ୩୦ଟି ଦେଶ । ଶୀର୍ଷରେ ଅଛି ଆମେରିକା । ଏହାଛଡ଼ା,ବ୍ରିଟେନ,ୟୁକ୍ରେନ
Read More...

ସରିଲା ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା, ଆରମ୍ଭ ହେଲା ଅଙ୍କକଷା

ବାଲିଗୁଡ଼ା,୭/୩: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ବାଜିଲା ପୈାର ନିର୍ବାଚନ ବିଗୁଲ୍‌ । ଏହାପରେ ପୈାର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଦଖଲ କରିବାକୁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ଯୋରଦାର ପ୍ରସ୍ତୁତି । ଆଜି ନାମାଙ୍କନ ପତ୍ର
Read More...

ପୌର ନିର୍ବାଚନ ପାଇଁ ଅନ୍ତିମ ଦିନରେ କଂଗ୍ରେସରୁ ଅଧ୍ୟକ୍ଷା ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ

ଗଜପତି,୭/୩:- ପାରଳା ପୌର ଅଧ୍ୟକ୍ଷା ପାଇଁ କଂଗ୍ରେସରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ କାଉନସିଲର ଖଗେଶ୍ୱରୀ ବେହେରା । ପାରଳା ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତଥା ଅନ୍ତିମ ଦିବସରେ ପୌର ଅଧ୍ୟକ୍ଷା ଆସନ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ
Read More...

ଆଦିବାସୀ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ପ୍ରମିଳାଙ୍କୁ ଏନସିଇଆରଟି ପକ୍ଷରୁ ଜାତୀୟ ଆଇସିଟି ପୁରସ୍କାର

ବାଲିଗୁଡା:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ପ୍ରମିଳା କୁମାରୀ ସାହୁଙ୍କୁ ନୂଆଦିଲ୍ଲୀରେ ଏନସିଇଆରଟି ପକ୍ଷରୁ ଜାତୀୟ ଆଇସିଟି ପୁରସ୍କାର ପ୍ରଦାନ କରାଯାଇଛି।ସେ ବର୍ତ୍ତମାନ ଜଗତସିଂହପୁର ଜବାହର ନବୋଦୟ ବିଦ୍ୟାଳୟରେ ଗଣିତ ଶିକ୍ଷୟିତ୍ରୀ ଭାବେ
Read More...