Monthly Archives

March 2022

ଶ୍ରୀକ୍ଷେତ୍ର ଐତିହ୍ୟ କରିଡର ନିର୍ମାଣ ନେଇ ଜିଲ୍ଲାପାଳଙ୍କ ସୂଚନା,ଏନଏମଏ ଓ ଏଏସଆଇର ଅନୁମତିରେ ହେଉଛି କାର୍ଯ୍ୟ

ପୁରୀ,୭/୩ : ଶ୍ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ପାଇଁ ଐତିହ୍ୟ କରିଡ଼ର ନିମନ୍ତେ ଏନଏମଏ ଓ ଏଏସଆଇର ଅନୁମତି ମିଳିସାରିଛି । ଫଳରେ ଐତିହ୍ୟ କରିଡ଼ର ନିର୍ମାଣ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିଛି । ଯାତ୍ରୀଙ୍କ ପାଇଁ ଶୌଚାଳୟ,କ୍ଲୋକ ରୁମ୍‌,ଫାଷ୍ଟ-ଏଡ ସେଣ୍ଟର,ପୋଲିସ
Read More...

ପୁଟିନଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ଭିତରେ ଅନେକ ଭାରତୀୟ ଫସି ରହିଛନ୍ତି। ୟୁକ୍ରେନରେ ଫସିଥିବା ଭାରତୀୟମାନେ କେମିତି ସୁରକ୍ଷିତ ଭାବେ ଉଦ୍ଧାର ହୋଇପାରିବେ ସେଥିପାଇଁ ସମସ୍ତେ ପ୍ରୟାସ କରୁଛନ୍ତ। ଏ ସବୁ ଭିତିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ଓ
Read More...

ଆହୁରି ମହଙ୍ଗା ହେବ ପେଟ୍ରୋଲ-ଡିଜେଲ!

ନୂଆଦିଲ୍ଲୀ: ଆହୁରି ମହଙ୍ଗା ହୋଇପାରେ ପେଟ୍ରୋଲ ଡିଜେଲ ଦର। ରୁଷ-ୟୁକ୍ରେନ୍‌ ଯୁଦ୍ଧ ଭିତରେ ପୁଣି ବଢ଼ିଲା ଅଶୋଧିତ ତୈଳ ଦର। ବ୍ୟାରେଲ ପିଛା ୧୩୦ ଡଲାର ଅତିକ୍ରମ କରିଛି କ୍ରୁଡ୍‌ ଅଏଲ୍‌। ଦୁଇ ଦିନ ଭିତରେ ଅଶୋଧିତ ତଳ ଦର ୧୦ ପ୍ରତିଶତ ବୃଦ୍ଧି ପାଇ ୧୩୦ ଡଲାର ପାର କରିଛି। ୨୦୧୪ ପରେ ପ୍ରଥମ ଥର
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହେଲା ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର : ସୋନପୁର ସଦର ବ୍ଲକ ଅଧିନସ୍ଥ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଆଜି ସାଗରପାଲି ଶ୍ରୀରାମ ପାଠାଗାରଠାରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ଉପସ୍ଥିତ ରହି ଏହି
Read More...

ଗଞ୍ଜାମ ଜିଲ୍ଲାର ୨୧୫ ଗୋଟି ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ପଟ୍ଟା ପ୍ରଦାନ

ଗଞ୍ଜାମ :ଗଞ୍ଜାମ ଜିଲ୍ଲାର ସରକାରୀ ଏବଂ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକର ନିଜସ୍ୱ ଖତିଆନ ସକାଶେ ୨୧୫ ଗୋଟି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ପଟ୍ଟା ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ ପ୍ରକାରେ ସମସ୍ତ ସରକାରୀ ଏବଂ ଅନୁଦାନ
Read More...

ସ୍ୱାସ୍ଥ୍ୟକର୍ମୀଙ୍କ ହାତରେ ସ୍ୱାସ୍ଥ୍ୟ କେନ୍ଦ୍ର

ଦଶପଲ୍ଲା : ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ସରକାର ଡିଣ୍ଡିମ ପିଟୁଥିଲାବେଳେ, ସ୍ୱାସ୍ଥ୍ୟକେନ୍ଦ୍ରରେ ଭିତିଭୂମି ବିକାଶ ସାଙ୍ଗକୁ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ କର୍ମଚାରୀ ନିଯୁକ୍ତି କରାଯାଉଛି । ହେଲେ ବର୍ଷବର୍ଷ ଧରି ଦଶପଲ୍ଲା ବ୍ଲକର ସୀମାନ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୁଜାମେଣ୍ଢିରେ
Read More...

ପୌର ନିର୍ବାଚନ : ପ୍ରଚାର ପାଇଁ କୋଭିଡ କଟକଣା ନାହିଁ

ଭୁବନେଶ୍ବର: ବିନା କୋଭିଡ କଟକଣାରେ ପୌର ନିର୍ବାଚନ ପ୍ରଚାର ହୋଇପାରିବ। ଏନେଇ ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ କୋଭିଡ ପଜିଟିଭିଟି ହାର ହ୍ରାସ ପାଇଥିବାରୁ ପୌର ନିର୍ବାଚନ ପ୍ରଚାରରେ କୌଣସ କରୋନା କଟକଣା ନାହିଁ। ସାଧାରଣ ଭାବେ
Read More...

ପୁଣି ବାଘ ଛାଲ ଜବତ, ୩ ଗିରଫ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଜଙ୍ଗଲ ମାଫିଆଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଲୋପ ପାଇବାରେ ବସିଲାଣି ବନ୍ୟପ୍ରାଣୀଙ୍କ ସଂଖ୍ୟା । ନିରିହ ବନ୍ୟଜନ୍ତୁ ଶିକାରରେ ମଜିଛି ଶିକାରୀ । ୧୯୭୨ ବନ୍ୟପ୍ରାଣୀ ଆଇନରେ ବନ୍ୟଜନ୍ତୁ ଶିକାର ଉପରେ ବଭିନ୍ନ ଦଣ୍ଡବିଧାନ ଥିଲେ ମଧ୍ୟ ଶିକାରୀ
Read More...

ଜେଲେନସ୍କିଙ୍କ ସହ କଥା ହେଲେ ମୋଦି, ଏହି କାମ ପାଇଁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀ ଆଜି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଛନ୍ତି । ଏହି ଫୋନ୍‌ କଲ୍‌ ପ୍ରାୟ ୩୫ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିଲା । ଉଭୟ ନେତା ୟୁକ୍ରେନର ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ଭାରତ ସରକାର ସୂତ୍ରରୁ ପ୍ରକାଶ ଯେ ଋଷ ଏବଂ
Read More...

ଜର୍ସି ଗିଫ୍ଟ ଦେଇ ପ୍ରଶଂସକଙ୍କ ହୃଦୟ ଜିତିଲେ ବିରାଟ, ଦେଖନ୍ତୁ ଭିଡିଓ

ମୋହାଲି : ବିରାଟ କୋହଲି ପଡିଆରେ ଯେତିକି ଆକ୍ରମଣାତ୍ମକ ଦେଖାଯାଆନ୍ତି, ସେ ପଡ଼ିଆ ବାହାରେ ମଧ୍ୟ ସମାନ ଭାବରେ ଉଦାର ଅଟନ୍ତି । ମୋହାଲି ଟେଷ୍ଟ ଆରମ୍ଭ ପୂର୍ବରୁ କୋହଲି ଜଣେ ଯୁବ ପ୍ରଶଂସକଙ୍କୁ ଅଟୋଗ୍ରାଫ୍‌ ଦେଇ ନିଜର ଦିନ ଆରମ୍ଭ କରିଥିଲେ ଏବଂ ମ୍ୟାଚ୍‌ ଶେଷ ହେବା ପରେ ସେ ତାଙ୍କର ଜଣେ
Read More...