ପାଶ୍ଚାତ୍ୟ ପ୍ରତିବନ୍ଧକ ଯୋଗୁ ସଙ୍କଟରେ ଋଷିଆର ଅର୍ଥ ବ୍ୟବସ୍ଥା
ନୂଆଦିଲ୍ଲୀ : ଋଷିଆ ଯେତେଯାହା କହିଲେ ମଧ୍ୟ ଏହାର ଅର୍ଥ ବ୍ୟବସ୍ଥା ଯେ ସଙ୍କଟ ଭିତରକୁ ଠଲି ହୋଇଗଲାଣି,ସେଥିରେ ଆଉ ସନ୍ଦେହ ନାହିଁ । ପାଶ୍ଚାତ୍ୟ ଦେଶମାନଙ୍କର କଠୋର ପ୍ରତିବନ୍ଧକ ଯୋଗୁ ଏହାର ଅର୍ଥନୈତିକ ସ୍ଥିତି ଦୋହଲିବାକୁ ବସିଲାଣି । ମୁଡିଜ୍ରେ ଋଷିଆର କ୍ରେଡିଟ ରେଟିଂ ହ୍ରାସ ହୋଇଛି ।!-->…
Read More...
Read More...