Monthly Archives

March 2022

ମଧୁସ୍ମିତା ବିଏମସି କଂଗ୍ରେସର ମେୟର ପ୍ରାର୍ଥୀ

ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ମେୟର ପଦବୀ ପାଇଁ ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଚଳିତ ଥର କଡା ଟକ୍କର ହେବ । ତେବେ କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ କଡା ଅଗ୍ନିପରୀକ୍ଷାର ସମ୍ମୁଖୀନ ହେଉଛନ୍ତି ସମସ୍ତ ଦଳ । ତେବେ ଏହା ମଧ୍ୟରେ କଂଗ୍ରେସର ମେୟର ପ୍ରାର୍ଥୀଙ୍କ
Read More...

ପୋଲ ତଳକୁ ଖସିଲା ବାଇକ, ଦୁଇ ମୃତ

ଢେଙ୍କାନାଳ : କପିଳାସ ରାସ୍ତାର କାଇମାଟି ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ଏକ ବାଇକ ରାସ୍ତା ପାର୍ଶ୍ଵ ପୋଲ ତଳକୁ ଖସି ପଡିଛି । ଫଳରେ ପୋଲ ତଳେ ପାଣିରେ ପଡି ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ସଦର ଥାନା ଅନ୍ତର୍ଗତ ସାରିଆପଡା ଗ୍ରାମର
Read More...

ୟୁକ୍ରେନରେ ଫଶିଛନ୍ତି ପୁରୀର ଅବିନାଶ

ପୁରୀ : ପୁରୀର ଅବିନାଶ ନାୟକ । ୟୁକ୍ରେନରେ ମେଡିକାଲ ପଢୁଥିଲେ । ରୁଷ୍‌ - ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗିବାରୁ ସେ ଓ ତାଙ୍କ ସହ ଅନେକ ମେଡିକାଲ ଛାତ୍ରଛାତ୍ରୀ ଏବେ ସଂକଟରେ ସମ୍ମୁଖୀନ ହୋଇଛନ୍ତି । ତାଙ୍କର କହିବା କଥା ହେଲା ୟୁକ୍ରେନରେ ତୁହାକୁ ତୁହା ଗ୍ରେନେଡ ମାଡ ସହିତ ଗୁଳିଗୁଳା ବର୍ଷଣ
Read More...

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ସୁବର୍ଣ୍ଣପୁର ଜିଲ୍ଲାର ଭିନ୍ନକ୍ଷମ ବାସୁଦେବ

ପୁରୀ : ସେ ହେଉଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ । ସେ ଅନ୍ତର୍ଯ୍ୟାମୀ । ଭକ୍ତଟିଏ ଦୂର ରହି ଡାକିଲେ ମଧ୍ୟ ସେ ଶୁଣିଥାନ୍ତି ଓ ମନୋକାମନା ପୂର୍ଣ୍ଣ କରନ୍ତି । ଏହାର ପ୍ରକୃଷ୍ଟ ଉଦାହରଣ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଡେଙ୍ଗୁପଦର ଗ୍ରାମର ବାସିନ୍ଦା ଭିନ୍ନକ୍ଷମ ବ୍ୟକ୍ତି ବାସୁଦେବ ଗଡୁଆ ।
Read More...

ଗୋଟିଏ ଜୁଇରେ ଜଳିଲା ସ୍ୱାମୀସ୍ତ୍ରୀଙ୍କ ଶବ

ଖୋର୍ଦ୍ଧା : ଗତ 2 ତାରିଖ ବୁଧବାର ଦିନ ପ୍ରାୟ ସନ୍ଧ୍ୟା 6 ଘଣ୍ଟା ସମୟରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଓରମୀ ଗ୍ରାମର ଅବସରପ୍ରାପ୍ତ ଅର୍ଦ୍ଧ ସାମରିକ ବାହିନୀ ର କର୍ମଚାରୀ ବିକାଶ ଚନ୍ଦ୍ର ଶ୍ରୀଚନ୍ଦନ ଓ ତାଙ୍କ ଧର୍ମ ପତ୍ନୀ ନଳିନୀ ସାହୁ ମୋଟର ସାଇକେଲ ଯୋଗେ ଖୋର୍ଦ୍ଧା ରୁ ନିଜ
Read More...

ଦୀର୍ଘ ଦିନ ପରେ ନନ୍ଦିନୀ ରୂପରେ ରୁପେଲୀ ପରଦାକୁ ଫେରୁଛନ୍ତି ଐଶ୍ୱର୍ଯ୍ୟା

ମୁମ୍ବାଇ: ଦୀର୍ଘ ବର୍ଷ ଚଳଚ୍ଚିତ୍ର ଜଗତକୁ ପୁଣି ଫେରିଛନ୍ତି ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ପ୍ରଖ୍ୟାତ ନିର୍ଦ୍ଦଶକ ମଣି ରତ୍ନମଙ୍କ ପୋନ୍ନୟିନ ସେଲଭନରେ ତାଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ନିର୍ଦ୍ଦେଶକ ମଣିରତ୍ନମଙ୍କ ଚଳଚ୍‌ଚିତ୍ର ‘ପୋନ୍ନିୟିନ୍‌ ସେଲଭନ’ର ପୋଷ୍ଟର ଗୁୁରୁବାର
Read More...

ଏମସିଏସ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଦୀନବନ୍ଧୁ ମହାନ୍ତିଙ୍କ ଦାୟିତ୍ୱ ଗ୍ରହଣ

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଏମସିଏସ ମହାବିଦ୍ୟାଳୟରେ ପ୍ରାଧ୍ୟାପକ ଦୀନବନ୍ଧୁ ମହାନ୍ତି ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏନେଇ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ପ୍ରାଧ୍ୟାପକ ମହାନ୍ତି ଦାୟିତ୍ୱ ଗ୍ରହଣ ପରେ ଟିକାବାଲି
Read More...

ତ୍ରିରଙ୍ଗାକୁ ଛାଡ଼ି ଋଷ୍‌ ରକେଟରୁ ହଟିଲା ଅନ୍ୟ ସବୁ ଦେଶର ପତାକା

ନୂଆଦିଲ୍ଲୀ : ଋଷ୍‌ ଓ ୟୁକ୍ରେନ ଯୁଦ୍ଧ ଚାଲିଥିବା ଭିତରେ ଏଭଳି କେତକ ଘଟଣା ଘଟୁଛି,ଯାହା ବେଶ୍‌ ରୋଚକ । ସେହିଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଋଷ୍‌ ତାର ରକେଟରୁ ସବୁଦେଶର ଜାତୀୟ ପତାକାର ଚିହ୍ନକୁ ହଟାଇ ଦେଇଛି । କେବଳ ରହିଛି ଗୋଟିଏ ଦେଶର ପତାକା,ତାହା ହେଉଛି ତ୍ରିରଙ୍ଗା । ଭାରତର
Read More...

ଋଷ୍‌ ଉପରେ ଆକ୍ରମଣ କରିବ ୟୁକ୍ରେନ

ନୂଆଦିଲ୍ଲୀ: ଏବେ ଆଠ ଦିନ ହେଲା ୟୁକ୍ରେନ ଉପରେ ଆକ୍ରମଣ ଚଳାଇଛି ଋଷ୍‌ । ଆଉ ୟୁକ୍ରେନ ତାହାର ମୁକାବିଲା କରୁଛି । କିନ୍ତୁ ଏଣିକି ଆଉ ଆତ୍ମରକ୍ଷା ନୁହେଁ,ଋଷ୍‌ ଉପରେ ଆକ୍ରମଣ କରିବ ୟୁକ୍ରେନ । ଆଜି ଏଭଳି ଘୋଷଣା କରିଛି ୟୁକ୍ରେନ । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଆଜି କହିଛନ୍ତି, ଏବେ
Read More...

ମେଡିକାଲ ପଢିବାକୁ ଆଉ ଯିବାକୁ ପଡ଼ିବନି ୟୁକ୍ରେନ,ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଯେତେ ଭାରତୀୟ ଛାତ୍ରଛାତ୍ରୀ ଅଛନ୍ତି,ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମେଡିକାଲ ବିଦ୍ୟାର୍ଥୀ । ଭାରତରେ ମେଡିକାଲ ପାଠପଢା ବ୍ୟୟବହୁଳ ହେଉଥିବାରୁ ଏବଂ ୟୁକ୍ରେନରେ ଏହି ଖର୍ଚ୍ଚ ବହୁତ କମ ଥିବା ସାଙ୍ଗକୁ ଆଉ କେତେକ ଭଲ ସୁବିଧା ଥିବାରୁ ଭାରତରୁ
Read More...