Monthly Archives

March 2022

ୟୁକ୍ରେନରେ ପ୍ରାଣ ହାରିଲେଣି ୫ହଜାର ନାଗରିକ

କିଭ୍: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଲଗାତାର ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ସାଧାରଣ ଲୋକଙ୍କୁ ଟାର୍ଗେଟ କରିବାରେ ଲାଗିଛି ଋଷ । ମାରିୟୁପୋଲ ସହରର ସ୍ଥିତି ସବୁଠାରୁ ଖରାପ ହେବାରେ ଲାଗିଛି । ଋଷର ଲଗାତର ବୋମା ଓ ରକେଟ ମାଡରେ
Read More...

ପୁରୁଷ କର୍ମଚାରୀଙ୍କ ପାଇଁ ନୂଆ ନିୟମ ଜାରି କଲା ତାଲିବାନ

କାବୁଲ : ଆଫଗାନିସ୍ତାନରେ ନୂଆ ନିୟମ ଜାରି କରିଛନ୍ତି ତାଲିବାନୀ । ଏଥର ତାଲିବାନ ସରକାରୀ କର୍ମଚାରୀଙ୍କୁ ବିଶେଷ ନିର୍ଦ୍ଦେଶ ଦିଆଯାଇଛି । ଏହା ଅଧୀନରେ, ଯଦି ଆପଣ ଦାଢି ବିନା ଅଫିସ ଯିବେ ତେବେ ଚାକିରୀ ହରାଇବାର ଭୟ ରହିଛି । ସମ୍ପ୍ରତି ବାଳିକାମାନଙ୍କ ପାଇଁ ସ୍କୁଲ ଖୋଲି ନ ଥିବାରୁ
Read More...

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କାଶ୍ମୀରର ଲେହ

ଶ୍ରୀନଗର: ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କାଶ୍ମୀରର ଲେହ। ମଙ୍ଗଳବାର ଏଠାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିବା ରେକର୍ଡ କରାଯାଇଛି। ସକାଳ ୭ଟା ୨୯ରେ ଭୂକମ୍ପର ଝଟକା ଲାଗିଥିଲା। ଏହାର କେନ୍ଦ୍ର ଅଲଚୀରୁ ୧୮୬ କିମି ଅର୍ଥାତ ଉତ୍ତର ଚୀନ୍ ବୋଲି
Read More...

ଦ୍ୱାଦଶ ପରୀକ୍ଷାକୁ ନେଇ ବଡ ଖବର

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୨୮ରୁ ଅଫଲାଇନ୍‌ ମୋଡରେ ଆରମ୍ଭ ହେବ ଦ୍ୱାଦଶ (+୨) ବୋର୍ଡ ପରୀକ୍ଷା । ସ୍କୁଲରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଷୟରେ ରାଜ୍ୟରେ ମୋଟ ୩ ଲକ୍ଷ ୨୦ ହଜାର ପିଲା ଚଳିତ ବର୍ଷ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବେ
Read More...

୧୩ବର୍ଷ ବଡ ଆଇଏଏସଙ୍କୁ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଟିନା, ପ୍ରେମ ବିବାହ ପରେ ହୋଇଥିଲା ତଲାକ

ନୂଆଦିଲ୍ଲୀ : ୨୦୧୫ ମସିଆ ୟୁପିଏସସି ପରୀକ୍ଷାରେ ପ୍ରଥମ ର‍୍ୟାଙ୍କ ହାସଲ ପ୍ରଥମ ଥର ପାଇଁ ଟିନା ଡାବି ଚର୍ଚ୍ଚାକୁ ଆସିଥିଲେ । ସେତେବେଳେ ତାଙ୍କୁ ୨୨ ବର୍ଷ ବୟସ ହୋଇଥିଲା । ଏହାପରେ ତାଙ୍କର ପ୍ରେମ ସଂପର୍କକୁ ନେଇ ସେ ଖୁବ ଚର୍ଚ୍ଚାରେ ରହିଥିଲେ । ଟିନା ପ୍ରତି ୨ ବର୍ଷ ଥରେ ତାଙ୍କ ସଂପର୍କକୁ
Read More...

‘ନାଟ୍ୟ ଦିବସ କଳାକାର ସଂହତି ଓ ଅସ୍ମିତାର ପରିଚାୟକ’

ଗଞ୍ଜାମ /ବ୍ରହ୍ମପୁର :ରାଜ୍ୟର ଏକ ଅନନ୍ୟ ସାଂସ୍କୃତିକ ପ୍ରତିଷ୍ଠାନ ମଞ୍ଚଜ୍ୟୋତି ଏବଂ ଜାତୀୟ ସଙ୍ଗୀତ କଳା କେନ୍ଦ୍ରର ସମ୍ମିଳିତ ଉଦ୍ୟମରେ କଳା କେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ବିଶ୍ୱ ନାଟ୍ୟ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଶିକ୍ଷା ପ୍ରଦୀପ ଦେବୀ ପ୍ରସାଦ ସାହୁଙ୍କ
Read More...

୪ ନମ୍ବରରେ କାହିଁକି ବ୍ୟାଟିଂ କଲେ ହାର୍ଦ୍ଦିକ, ଜାଣନ୍ତୁ କାରଣ

ମୁମ୍ବାଇ : ଆଇପିଏଲ-୧୫ତମ ସିଜିନରେ ପ୍ରଥମ ଥର ପାଇଁ ସାମିଲ ହୋଇଥିବା ଦୁଇ ନୂତନ ଟିମ ଗୁଜରାଟ ଟାଇଟନ୍ସ ଓ Lucknow Supergiants ମଧ୍ୟରେ ଗତକାଲି ମ୍ୟାଚ୍‌ ଖେଳାଯାଇଥିଲା । ଏଥିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଟିମ୍‌ କେଏଲ ରାହୁଲଙ୍କ ଟିମକୁ ୫ ଉଇକେଟ ହରାଇ ଆଇପିଏଲରେ ନିଜର
Read More...

ମାନସ ସ୍ୱାଇଁ ହତ୍ୟା ଉପରୁ ଉଠିବ ପରଦା, ଶର୍ମିଷ୍ଠାଙ୍କ ସମେତ ୪ଜଣଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ଭଦ୍ରକ: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଉପରୁ ଉଠିବ ପରଦା । ଆଜିଠୁ ମାଷ୍ଟର ମାଇଣ୍ଡ ଶର୍ମିଷ୍ଠାଙ୍କ ସମେତ ୪ ଜଣଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠାଙ୍କ ସହ ଝୁନା, ନିରଞ୍ଜନ ଓ ରଞ୍ଜନଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ଚାନ୍ଦବାଲି କୋର୍ଟ ଅନୁମତି
Read More...

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ

ଭୁବନେଶ୍ୱର: ଗିରଫ ଚିଲିକା ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ । ବିଳମ୍ବିତ ରାତିରେ ଅସୁସ୍ଥ କାରଣରୁ ତାଙ୍କୁ ବାଣପୁର ସବଜେଲରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଏଥିପାଇଁ ତାଙ୍କୁ ଭୁବନେଶ୍ୱର ଅଣାଯାଇ
Read More...

ଆଇପିଏଲ : ଆଜି ମୁହାମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ

ପୁନେ : ଚଳିତ ଆଇପିଏଲ୍‌ର ପଞ୍ଚମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ । ଉଭୟ ଦଳ ଇତି ମଧ୍ୟରେ ପ୍ରସ୍ତୁତି ପର୍ବ ଶେଷ କରିଛନ୍ତି । ମେଗା ନିଲାମ ପରେ ଉଭୟ ଦଳରେ ଅନେକ ଖେଳାଳି ପରିବର୍ତ୍ତନ ହୋଇଛି । ଫଳରେ ମଙ୍ଗଳବାର ମ୍ୟାଚ୍‌କୁ ନେଇ
Read More...