Monthly Archives

March 2022

ନାହିଁ ନାହିଁରେ ଚାଲିଛି ଘୁ ଉଦୟଗିରି ଉପ ଡାକଘର

ଘୁ ଉଦୟଗିରି,୨/୩ – ଘୁ.ଉଦୟଗିରିସ୍ଥିତ ବହୁ ପୁରାତନ ଉପ ଡାକଘର ଯାହା କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ । ଏହି ଡାକଘର ଦ୍ୱାରା ଅନେକ ସୁବିଧା ଲୋକମାନେ ପାଉଛନ୍ତି ଯେପରିକି ଚିଠି, ପାର୍ଶଲ ପଠେଇବା, ଟଙ୍କା ନେଣ ଦେଣ ଭଳି ଜରୁରୀ କାର୍ଯ୍ୟ । ଆଜିକାଲି ମୋବାଇଲ ଯୁଗରେ ବା ଅତ୍ୟାନୁଧିନିକ
Read More...

ଆଇପିଏଲ ପ୍ରସ୍ତୁତି ପାଇଁ ସୁରତରେ ପହଞ୍ଚିଲେ ଧୋନୀ, ଖେଳିବେ ଅଭ୍ୟାସ ମ୍ୟାଚ

ସୁରତ : ଡିଫେଣ୍ଡିଂ ଆଇପିଏଲ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ) ୧୫ ତମ ସିଜନ୍‌ ପାଇଁ ଗୁଜୁରାଟର ସୁରଟରେ ତାଲିମ ଶିବିର ଆୟୋଜନ କରୁଛି । ଏଥିପାଇଁ ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ସୁରଟରେ ପହଞ୍ଚିଛନ୍ତି । ସିଏସକେର ଅଫିସିଆଲ୍‌ ଟ୍ୱିଟର ଆକାଉଣ୍ଟରେ ଧୋନୀଙ୍କ ଏକଫଟୋ ସେୟାର କରି
Read More...

ଡ୍ରଗ୍ସ ମାମଲାରେ ଶାହରୁଖ ଖାନ୍‌ଙ୍କ ପୁଅଙ୍କୁ କ୍ଲିନ୍‌ ଚିଟ୍‌!

ମୁମ୍ବାଇ, ୨/୩: ଡ୍ରଗ୍ସ ଲିଙ୍କ ମାମଲାରେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନଙ୍କୁ ମିଳିଛି କ୍ଲିନ ଚିଟ୍‌! ଜାତୀୟ ଗଣମାଧ୍ୟମରେ ଏଭଳି ଏକ ଖବର ଏବେ ଆସିଛି । ମାମଲାର ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌କୁ ଆର୍ଯ୍ୟନଙ୍କ
Read More...

ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨/୩: ୟୁକ୍ରେନରେ ପରିସ୍ଥିତି ବେଲକୁ ବେଳ ଆହୁରି ଭୟଙ୍କର ହେଉଛି । ଭାରତୀୟମାନଙ୍କ ଅବସ୍ଥା ଅତି ବିପଦପୂର୍ଣ୍ଣ ହୋଇ ଉଠିଲାଣି । ସେଠାରେ ଋଷ୍‌ ଯେକୌଣସି ସମୟରେ ପରମାଣୁ ବୋମା ପକାଇ ଦେଇପାରେ । ଗତକାଲି ଜଣେ ଭାରତୀୟ ଡାକ୍ତରୀ ଛାତ୍ରଙ୍କର ବୋମାମାଡ଼ରେ ମୃତ୍ୟୁ ଘଟିଥିଲା । ଏହଶର
Read More...

କନ୍ଧମାଳ ଜିଲ୍ଲାରୁ ଫାଇଲେରିଆ ନିରାକରଣ ନିମନ୍ତେ ଔଷଧ ସେବନ କାର୍ଯ୍ୟକ୍ରମ

ଫୁଲବାଣୀ,୨/୩:- ମ୍ୟାଲେରିଆ ପରି ଫାଇଲେରିଆ ମଧ୍ୟ ଏକ ମଶାବାହିତ ରୋଗ । ଏହି ରୋଗ ଏକ କ୍ଷୁଦ୍ର ପରଜୀବୀ କୀଟାଣୁର ସଂକ୍ରମଣ ଯୋଗୁଁ ହୋଇଥାଏ । ମାଈ କ୍ୟୁଲେକ୍ସ ମଶା କାମୁଡ଼ିବା ଦ୍ୱାରା ଏହି କୀଟାଣୁ ଜଣଙ୍କ ଦେହରୁ ଅନ୍ୟଜଣଙ୍କୁ ସଂକ୍ରମଣ ହୋଇଥାଏ । ଫାଇଲେରିଆ ହେଲେ ଗୋଡ଼, ହାତ ଫୁଲିଯାଏ ।
Read More...

ଘୁ.ଉଦୟଗିରି ଏନଏସି : ପ୍ରଥମ ଦିନରେ ପଡିଲାନି ଗୋଟିଏ ବି ନାମାଙ୍କନ ପତ୍ର

ଘୁ.ଉଦୟଗିରି,୨/୩- ପୌର ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଥିବାବେଳେ ଘୁ.ଉଦୟଗିରି ଏନଏସିରେ ଆଜି ଜଣେ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିନଥିବା ସୂଚନା ମିଳିଛି । ୪ଜଣ ନାମାଙ୍କନ ପତ୍ର କିଣିଥିବା ସୂଚନା ମିଳିଛି । ୭ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ସମୟ
Read More...

ଋଷ୍‌ ବିରୋଧରେ ବାହାରିଲା ଜାପାନ

ନୂଆଦିଲ୍ଲୀ,୨/୩; ଋଷ୍‌ ବିରୋଧରେ ବାହାରୁଥିବା ଦେଶଙ୍କ ସଂଖ୍ୟା କ୍ରମଶଃ ବଢୁଛି । ଆମେରିକା,ବ୍ରିଟେନ,ଫ୍ରାନ୍ସ ଆଦି ରାଷ୍ଟ୍ର ପରେ ଏବେ ଜାପାନ ଋଷ୍‌ ବିରୋଧରେ ମୁଣ୍ଡ ଟେକିଛି । ଋଷ୍‌ ବିରୋଧରେ ୟୁକ୍ରେନ ଏକ ବିଶାଳ ଅନ୍ତର୍ଜାତୀୟ ସ୍ତରୀୟ ସ୍ୱେଚ୍ଛାସେବୀ ବାହିନୀ ଗଠନ କରୁଛି । ଏଦିଗରେ
Read More...

ଶିଶୁଙ୍କ ପ୍ରବେଶରେ ହସି ଉଠିଲା ବିଦ୍ୟାଳୟ

ଫୁଲବାଣୀ: କଥାରେ ଅଛି ଶିଶୁ ହସିଲେ ଜଗତ ହସେ । ଦୀର୍ଘ ଦୁଇବର୍ଷ ପରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସୋମବାର ଠାରୁ ଶିକ୍ଷା ଅନୁଷ୍ଠାନ ଖୋଲିଛି । ଛାତ୍ରଛାତ୍ରୀ ନିଜ ନିଜ ବିଦ୍ୟାଳୟକୁ ନିୟମିତ ଯାଇ ଅଫ ଲାଇନରେ ପାଠ ପଢ଼ିବେ, ସାଙ୍ଗସାଥୀଙ୍କ ସହ ଖେଳକୁଦ କରିବେ ନିଜ
Read More...

ଏହି ବ୍ୟକ୍ତିଙ୍କୁ ୟୁକ୍ରେନର ରାଷ୍ଟ୍ରପତି କରିବାକୁ ଚାହୁଁଛନ୍ତି ପୁଟିନ୍‌

ନୂଆଦିଲ୍ଲୀ,୨/୩: ୟୁକ୍ରେନ ଉପରେ ଋଷ୍‌ କାହିଁକି ଆକ୍ରମଣ କରୁଛି,ତାହାର କାରଣ ଏକାଧିକ । ତା ଭିତରୁ ଗୋଟିଏ ହେଲା,ଭେଲୋଦିମିର ଜେଲେନସ୍କିଙ୍କୁ କ୍ଷମତାଚ୍ୟୁତ କରି ତାଙ୍କ ସ୍ଥାନରେ ନିଜ ମନପସନ୍ଦର ବ୍ୟକ୍ତିଙ୍କୁ ୟୁକ୍ରେନର ରାଷ୍ଟ୍ରପତି କରାଇବା । ଯେଉଁ ବ୍ୟକ୍ତିଙ୍କୁ ଋଷ୍‌ ରାଷ୍ଟ୍ରପତି
Read More...

ବଜ୍ରକାପ୍ତା ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନ ବିଭାଗ ଅଧୀନରେ ଥିବା ଡୁଙ୍ଗୁରିପାଲି ବ୍ଲକ ଚନ୍ଦଲି ଗାଁର ଯୋଗୀନ୍ଦ୍ର ଭୋଇଙ୍କ ଘରୁ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଏହି ବଜ୍ରକାପ୍ତାଟି ଚନ୍ଦଲି ଗାଁର ଯୋଗୀନ୍ଦ୍ରଙ୍କ ଘର ପାଖରେ ବୁଲୁଥିବା ଦେଖି ସେ ବଜ୍ରକାପ୍ତାକୁ ନିଜ ଘରକୁ ନେଇ ରଖିଥିଲେ
Read More...