Monthly Archives

March 2022

ଜୁନରେ ଆୟର୍ଲାଣ୍ଡ ଗସ୍ତ କରିବ ଭାରତୀୟ ଟିମ୍‌, ଖେଳିବେନି ରୋହିତ, ବିରାଟଙ୍କ ସମେତ ବହୁ ଷ୍ଟାର ଖେଳାଳି

ନୂଆଦିଲ୍ଲୀ : ଭାରତୀୟ ଦଳ ଆସନ୍ତା ୪ ତାରିଖ ଠାରୁ ଶ୍ରୀଲଙ୍କା ବିପକ୍ଷରେ ଏକ ଟେଷ୍ଟ ସିରିଜ୍‌ ଖେଳିବ । ଏହା ପରେ ସମସ୍ତ ଖେଳାଳି ଆଇପିଏଲ୍‌ ରେ ବ୍ୟସ୍ତ ରହିବେ । ମେ ମାସ ଶେଷ ସୁଦ୍ଧା ଆଇପିଏଲ୍‌ ୨୦୨୨ ଆୟୋଜିତ ହେବ ଏବଂ କିଛି ସମୟ ବିରତି ପରେ ଟିମ୍‌ ଇଣ୍ଡିଆର ଖେଳାଳିମାନେ ଇଂଲଣ୍ଡ ଯିବେ,
Read More...

ମହାଶିବରାତ୍ରି ଉପଲକ୍ଷେ ଭଜନ ସମାରୋହ

ଗଜପତି,୨/୩- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଷ୍ଟାଡିୟମ ନିକଟସ୍ଥ କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ମହାଶିବରାତ୍ରି ଉପଲକ୍ଷେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦ ପକ୍ଷରୁ ଏକ ଭଜନ ସନ୍ଧ୍ୟା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ଗୁରୁ
Read More...

ରାଜଧାନୀରୁ ୭ଲକ୍ଷ ଟଙ୍କାର ଜାଲ ନୋଟ ଜବତ, ୨ ଗିରଫ

ଭୁବନେଶ୍ୱର: ଦିନକୁ ଦିନ ବିଶୃଙ୍ଖଳା ହେଉଛି ପରିବେଶ । ଲୁଟ, ହତ୍ୟା, ଦୁର୍ନୀତି, ଦୁଷ୍କର୍ମର ମାତ୍ରା ବଢିଚାଲିଛି । ଆଜି ଭୁବନେଶ୍ୱରରୁ ୭ଲକ୍ଷ ଟଙ୍କାର ଜାଲ ନୋଟ ଜବତ ହୋଇଛି । ଜାଲନୋଟ ଗୁଡିକ ଖାରବେଳନଗର ଅଂଚଳରୁ ଜବତ ହୋଇଥିବା ସୂଚନା ମିଳିଛି । ଜବତ ହୋଇଥିବା ସମସ୍ତ ଜାଲ ନୋଟ ୨ଶହ ଟଙ୍କିଆ
Read More...

ପୌର ନିର୍ବାଚନ: ଆଜିଠୁ ନାମାଙ୍କନ ପତ୍ର ଦାଖଲ

ଭୁବନେଶ୍ୱର: ଆଜିଠୁ ପୌର ନିର୍ବାଚନ ପାଇଁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ । ଆଜିଠୁ ୭ ତାରିଖ ଯାଏଁ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ । ଏଥର ପଞ୍ଚାୟତ ଭଳି ପୌର ନିର୍ବାଚନରେ ମଧ୍ୟ ପ୍ରାର୍ଥୀଙ୍କୁ ସତ୍ୟପାଠ ଦେବାକୁ ପଡ଼ିବ । ଆଶାୟୀ ପ୍ରାର୍ଥୀ ଚଳିତ ଥର ଦୁଇଟି ସତ୍ୟପାଠ ଦେବାକୁ
Read More...

ଲଡୁକେଶ ମହେଶଙ୍କ ପୀଠରେ ୫୦ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଭିଡ

ଦଶପଲ୍ଲା :ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍‌, ଶରଣକୁଳର ଲଡୁକେଶ ମହେଶ (ଲଡୁବାବା)ଶୈବପୀଠରେ ମହାଶିବରାତ୍ରୀ ଓ ଜାଗରଯାତ୍ରା ଅନୁଷ୍ଠିତ ହୋଯାଇଛି । ଏଠାରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଭକ୍ତମାନେ ପ୍ରଶାସନ ଦ୍ୱାରା ନିର୍ମିତ
Read More...

ଜଳିଗଲା ମୋବାଇଲ ଦୋକାନ,୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ଅଘଟଣ । ସର୍ଟ ସର୍କିଟ ଯୋଗୁଁ ଜଳିଗଲା ମୋବାଇଲ ଦୋକାନ । ପାଞ୍ଚ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି । ସୂଚନା ପ୍ରକାରେ ଦାରିଙ୍ଗବାଡି ଥାନା ତିନିଛକ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ
Read More...

ଲିଙ୍ଗରାଜଙ୍କ ମହାଦୀପ ଉଠିଲା

ଭୁବନେଶ୍ୱର: ଭୁବନେଶ୍ୱରର ମହାପ୍ରଭୁ ଶ୍ରୀଲିଙ୍ଗରାଜ ସମେତ ରାଜ୍ୟର ବିଭିନ୍ନ ଶୈବ ପୀଠଗୁଡ଼ିକରେ ଆଜି ଶାନ୍ତିଶୃଙ୍ଖଳାର ସହ ଏବଂ କୋଭିଡ କଟକଣା ମଧ୍ୟରେ ମହାଶିବରାତ୍ରି ତଥା ଜାଗର ପାଳିତ ହୋଇଯାଇଛି । ମହାଶିବରାତ୍ରି ପାଇଁ ଶୈବପୀଠଗୁକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।
Read More...

ସଡକ ଦୁର୍ଘଟଣାରେ ନବବିବାହିତାଙ୍କ ମୃତ୍ୟୁ

ଭଦ୍ରକ: ଆଜି ମହାଶିବରାତ୍ରୀ ଉପଲକ୍ଷେ ମହାବିନାୟକ ଦର୍ଶନ ପାଇଁ ବାଇକରେ ଯାଉଥିବା ନବବିବାହିତ ଦମ୍ପତି ସଡକ ଦୁର୍ଘଟଣାର ଶିକାର ହୋଇଥିବା ଜଣାଯାଇଛି । ବୟାବନାପୁର ପଞ୍ଚାୟତ ଅନ୍ତର୍ଗତ ସରପଦା ଗ୍ରାମର ନିରୋଦ ପଣ୍ଡା ବାଇକ ଯୋଗେ ମହାବିନାୟକ ଦର୍ଶନ ପାଇଁ ଯାଉଥିବା ବେଳେ ୧୬ ନଂ ଜାତୀୟ ରାଜପଥର
Read More...

ବିଜେଡି ପାଳିବ ‘ବିଜୟ ଉତ୍ସବ’

ଭୁବନେଶ୍ୱର: ପଂଚାୟତ ନିର୍ବାଚନରେ ଏକତରଫା ବିଜୟକୁ ନେଇ ଉତ୍ସାହିତ ବିଜେଡି ଆସନ୍ତା ୫ ଓ ୮ତାରିଖରେ ନିର୍ବାଚନମଣ୍ଡଳୀସ୍ତରରେ ବିଶାଳ ସମାବେଶର ଆୟୋଜନ କରିବ । ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ଓ ମାର୍ଚ୍ଚ ୮ରେ ଆନ୍ତର୍ଜାତିକ ମହିଳା ଦିବସକୁ ନିର୍ବାଚନମଣ୍ଡଳୀସ୍ତରରେ ସାଧାରଣ
Read More...

ପଞ୍ଚାୟତ ନିର୍ବାଚନରେ ସିଟ୍‌ ସଂଖ୍ୟା କମିଛି କିନ୍ତୁ ଦଳ ପ୍ରତି ଜନସମର୍ଥନ କମିନାହିଁ : ସମୀର ମହାନ୍ତି

ଭୁବନେଶ୍ୱର: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଘୋଷଣା ହୋଇଥିବା ଫଳାଫଳକୁ ଆମେ ନମ୍ରତାର ସହ ସ୍ୱୀକାର କରୁଛୁ ବୋଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।ପଂଚାୟତ ନିର୍ବାଚନ ଫଳାଫଳ ଘୋଷଣା ପରିପ୍ରେକ୍ଷୀରେ
Read More...