ରାସ୍ତାରେ ଛିଡା ହୋଇଥିଲା ଟ୍ରକ, ପଛରୁ ପିଟିଲା କାର ; ଚାଲିଗଲା ୫ ଜୀବନ
ଅନୁଗୋଳ : ଗତକାଲି ବିଳମ୍ବିତ ରାତିରେ ଅନୁଗୋଳ ଜିଲ୍ଲା ଖମାର ଥାନା କଣ୍ଟିଆପଶି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ ଦ୍ରୁତ ଗତିରେ ଯାଉଥିବା ଏକ କାର୍ ପିଟି ହେବାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ ଖମାର ଥାନା!-->…
Read More...
Read More...