Monthly Archives

April 2022

ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ କରିଛନ୍ତି। ମୋଟ୍‌ ୧୧ ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଥିବା ବେଳେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଓଏସଡି ଥିବା ବରିଷ୍ଠ ଓଏଏସ୍ ଦେବାଶୀଷ ପଟ୍ଟନାୟକଙ୍କୁ କ୍ଷୁଦ୍ର ଖଣିଜ ନିର୍ଦ୍ଦେଶାଳୟର ଯୁଗ୍ମ ପ୍ରଶାସନିକ ନିର୍ଦ୍ଦେଶକ
Read More...

“ହୁ’ ମୁଖ୍ୟଙ୍କ ଏହି ନୂଆ ନାଁ ରଖିଲେ ମୋଦୀ

ନୂଆଦିଲ୍ଲୀ,୨୦/୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଶୈଳୀ ଯେମିତି ସ୍ୱତନ୍ତ୍ର,ତାଙ୍କର କଥା କହିବାର ଢଙ୍ଗ ମଧ୍ୟ ସେମିତି ଚମତ୍କାର ଓ ଅନନ୍ୟ । ତାଙ୍କର ବିଚାରଧାରା ଓ ଭାଷଣ ବହୁ ବିଶ୍ୱ ନେତାଙ୍କୁ ମୁଗ୍ଧ ଓ ପ୍ରଭାବିତ କରିଛି । ତାହାର ଆଉ ଏକ ନିଦର୍ଶନ ଏବେ ଦେଖିବାକୁ ମିଳିଛି ।
Read More...

ସୁବର୍ଣ୍ଣପୁର ପୌର ପରିଷଦ ପକ୍ଷରୁ ଜମି ପ୍ରମାଣ ପତ୍ର ଓ ପ୍ରଧାନମନ୍ତ୍ରୀ ଆବାସ ଗୃହ କାର୍ଯ୍ୟାଦେଶନାମା ବଣ୍ଟନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ପୌର ପରିଷଦ ଦ୍ୱାରା ଆଜି ସ୍ଥାନୀୟ ଟାଉନ ହଲଠାରେ ଜମି ପ୍ରମାଣପତ୍ର ଓ ପ୍ରଧାନମନ୍ତ୍ରୀ ଆବାସ ଗୃହ କାର୍ଯ୍ୟାଦେଶନାମା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଥାଉକି ଦୁଇ ବର୍ଷ ହେବ ଏହି ହିତାଧିକାରୀ ମାନେ ଉକ୍ତ ସୁବିଧା ରୁ ବଂଚିତ ଥିଲେ । କାରଣ
Read More...

କମାଲ କଲେ ଭାରତୀୟ ଇଞ୍ଜିନିୟର : ମାତ୍ର ୨୬ ଦିନରେ ନିର୍ମାଣ କଲେ ୧ କି.ମି.ର ସୁଡଙ୍ଗ

ନୂଆଦିଲ୍ଲୀ,୨୦/୪: ଭାରତୀୟ ଇଞ୍ଜିନିୟରମାନଙ୍କ ଦକ୍ଷତା କିଛି କମ ନୁହେଁ । ବିଭିନ୍ନ କ୍ଷେତ୍ରରେ ସେମାନେ ସେମାନଙ୍କର ଦକ୍ଷତାର ପ୍ରମାଣ ଦେଇ ପ୍ରଶଂସିତ ହୋଇଛନ୍ତି । ଏବେ ସେମାନଙ୍କର ଆଉ ଏକ କମାଲ ଦେଖିବାକୁ ମିଳିଛି । ସେମାନେ ମାତ୍ର ୨୬ ଦିନରେ ଏକ ସୁଡ଼କ ନିର୍ମାଣ କରିବାରେ ସଫଳ ହୋଇଛନ୍ତି
Read More...

ଆରପାରିରେ ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ଟି.ରାମାରାଓ

ମୁମ୍ବାଇ,୨୦/୪: ବଲିଉଡ ଜଗତର ପ୍ରଖ୍ୟାତ ସିନେ ନିର୍ଦ୍ଦେଶକ ଟି ରାମାରାଓଙ୍କ ପରଲୋକ ହୋଇଯାଇଛି । ଚେନ୍ନାଇ ସ୍ଥିତ ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ଅଭିନେତା ଅନୁପମ ଖେର ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିବା ବେଳେ ବୟସାଧିକ୍ୟ
Read More...

ଜାଣନ୍ତୁ,ଦୋଷ ମାନି କ’ଣ କହିଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୨୦/୪ : ଦେଶରେ ଆଜି ଯେଉଁ ଭୟଙ୍କର ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଖାଦେଇଛି,ସେଥିପାଇଁ କେବଳ ସରକାର ହିଁ ଦାୟୀ । ସରକାରଙ୍କ ଦୂରଦୃଷ୍ଟିର ଅଭାବ ଏବଂ ଭୁଲ ନୀତି ଯୋଗୁ ଦେଶ ଦେବାଳିଆ ସ୍ଥିତିକୁ ଚାଲିଯାଇଛି । ଏହି ଭୁଲକୁ ଆମେ ମୁଣ୍ଡପାତି ସ୍ୱୀକାର କରୁଛୁ । ପ୍ରଥମ ଥର ପାଇଁ
Read More...

ହରଭଙ୍ଗା କଲେଜରେ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ତାଲିମ ଶିବିର ଉଦଯାପିତ

ହରଭଙ୍ଗା: ବୌଦ୍ଧ ହରଭଙ୍ଗା ବ୍ଲକ ଜିଲ୍ଲା ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ହରଭଙ୍ଗାରେ ଅପ୍ରେଲ ୮ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିଥିବା ହରଭଙ୍ଗା କଲେଜରେ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ତାଲିମ ଶିବିର ବରିଷ୍ଠ ଅଧ୍ୟାପକ ସୁଦାମ ଚରଣ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଉଦଯାପିତ
Read More...

ଏହି ଦୁଇ ଦେଶର ଖେଳାଳିଙ୍କୁ ବ୍ୟାନ କଲା ୱିମ୍ବଲଡନ୍‌

ଲଣ୍ଡନ: ବିଶ୍ୱ ଟେନିସର ଦୁଇ ନମ୍ବର ଖେଳାଳି ଡାନିଏଲ ମେଦଭେଦେଭଙ୍କୁ ଚଳିତ ବର୍ଷ ୱିମ୍ବଲଡନ ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିବ ନାହିଁ । ରୁଷ ଓ ବେଲାରୁଷ ଖେଳାଳିଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ୱିମ୍ବଲଡନ୍‌ । ଏହି ଦୁଇ ଦେଶର ଖେଳାଳି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ପାରିବେ ନାହିଁ । ରୁଷ
Read More...

ପୁରୀ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି, ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଲେ ପୁରୀ ନିବାସୀ

ପୁରୀ : ପୁରୀ ଏମପି ପିନାକୀ ମିଶ୍ରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି ନେଇ ରାଷ୍ଟ୍ରପତିଙ୍କୁ ଅଭିଯୋଗ ପତ୍ର ଲେଖିଛନ୍ତି ପୁରୀର ବଳିଆପଣ୍ଡା ନିବାସୀ ସରୋଜ କୁମାର ମିଶ୍ର । ଉକ୍ତ ଚିଠିରେ ସେ ଦର୍ଶାଇଛନ୍ତି ସଂସଦରେ ଯେଭଳି ପୁରୀ ଏମପି ପିନାକୀ ମିଶ୍ର ଶ୍ରୀମନ୍ଦିର ପରିକ୍ରମା ମାର୍ଗ
Read More...

ଗଜପତି: ୮୪ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନେତୃତ୍ୱ ବିକାଶ ଓ ଡିଜିଟାଲ କୌଶଳ ଭିତ୍ତିକ ତାଲିମ ପ୍ରଦାନ

ପାରଳାଖେମୁଣ୍ଡି । ଆଜିଠାରୁ ଆସନ୍ତା ୨୫ ତାରିଖ ଯାଏଁ ୫ ଦିନିଆ ତାଲିମ ଶିବିର ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଓସେପା ଆନୁକୂଲ୍ୟରେ ଆୟୋଜନ କରାଯାଇଅଛି । ଆଜିର ପ୍ରାରମ୍ଭିକ ପର୍ଯ୍ୟାୟରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ
Read More...