Monthly Archives

April 2022

୭୦୦ ପର୍ବତାରୋହୀଙ୍କୁ ମିଳିଲା ଏଭେରେଷ୍ଟ ଆରୋହଣ ଅନୁମତି

ନୂଆଦିଲ୍ଲୀ: ହିମାଳୟର ମାଉଣ୍ଟ ଏଭରେଷ୍ଟ ଆରୋହଣ ପାଇଁ ବିଶ୍ୱର ୭୦ଟି ଦେଶର ୭୦୦ରୁ ଅଧିକ ପର୍ବତାରୋହୀଙ୍କୁ ଅନୁମତି ମିଳିଛି । ମଙ୍ଗଳବାର ନେପାଳ ସରକାର ୭୦ଟି ଦେଶର ୧୫୫ ଜଣ ମହିଳାଙ୍କ ସମେତ ୭୪୦ ଜଣ ପର୍ବତାରୋହୀଙ୍କୁ ଅନୁମତି ଦେଇଛନ୍ତି, ଯେଉଁଥିରେ ସର୍ବାଧିକ ସଂଖ୍ୟକ ଆବେଦନକାରୀ ଆମେରିକାରୁ
Read More...

ଓଡ଼ଗାଁ ରଘୁନାଥ ମନ୍ଦିରରେ ଅଣ ସେବାୟତଙ୍କ ଦାଦାଗିରି

ଦଶପଲ୍ଲା : ନୟାଗଡ ଜିଲ୍ଲା ଓଡଗାଁ ଠାରେ ଶ୍ରୀ ଶ୍ରୀ ରଘୁନାଥ ଜୀଉ ମନ୍ଦିରରେ ଚାଲିଥିବା ଓଡିଶା ପ୍ରସିଦ୍ଧ ରାମନବମୀ ଯାତ୍ରା ସମୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମନ୍ଦିର ଭିତରେ ଥିବା ଅର୍ଗଳୀର ଭିତର ପାଖରେ ଏକ ବାହାରର ବ୍ୟକ୍ତି ଉପସ୍ଥିତ ରହି ଦର୍ଶନ କରିବାକୁ ଯାଉଥିବା ଭକ୍ତ
Read More...

ଲଛିପୁରଠାରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳା ଆୟୋଜିତ

ସୁବର୍ଣ୍ଣପୁର : ସଦର ବ୍ଲକର ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ତଥା ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସହାୟତାରେ ଲଛିପୁର ଠାରେ ଏକ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳା ସଫଳ ଭାବେ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆୟୋଜିତ ଏହି ସ୍ୱାସ୍ଥ୍ୟମେଳାରେ
Read More...

ଗଙ୍ଗାସାଗର ନିକଟରେ ନିର୍ମାଣଧିନ ଡାକ୍ତରଖାନା କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ ଚଞ୍ଚଳ ରାଣା

ପାଟଣାଗଡ,୧୯/୪: ପାଟଣାଗଡର ଗଙ୍ଗାସାଗର ଗ୍ରାମ ନିକଟରେ ନିର୍ମାଣଧୀନ ଡାକ୍ତରଖାନା କୋଠାର ତଦାରଖ କରିଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା । ତେବେ ଜିଲ୍ଲାପାଳ ଶ୍ରୀ ରାଣା ପାଟଣାଗଡ ଉପଖଣ୍ଡସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବରରେ ଯୋଗ ଦେବାକୁ ଆସି ସେ ଏହି କୋଠାର ତଦାରଖ କରିବା ପାଇଁ
Read More...

ସରସ୍ୱତୀ ଶିଶୁ ମନ୍ଦିରରେ ଅଗ୍ନିଶମ ବାହିନୀ ପକ୍ଷରୁ ଅଗ୍ନି ସୁରକ୍ଷା ତାଲିମ ଅନୁଷ୍ଠିତ

ଘୁ.ଉଦୟଗିରି,୧୯/୪: ଘୁ.ଉଦୟଗିରି ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଆଜି ସ୍ଥାନୀୟ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁଠାରୁ କିପରି ନିଜକୁ ସୁରକ୍ଷିତ କରିବା ସେ ବିଷୟରେ ତାଲିମ ପ୍ରଦାନ କରିଥିଲେ । କିପରି ନିଆଁକୁ ଆୟତ୍ତ କରିବା ଓ ଏହା କି ପ୍ରକାରର ନିଆଁ ତାହା ଜାଣିବା ପରେ କେଉଁପ୍ରକାର
Read More...

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ସୁବର୍ଣ୍ଣପୁର: ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ଜୁନିୟର ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଅଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଣ୍ଡୋଘାଟ ସରପଞ୍ଚ କେସନ୍‌ ଜଗଦଲା ମୁଖ୍ୟ ଅତିଥି ଭାବରେ
Read More...

ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଆଦିବାସୀ ମହିଳା ଗୁରୁତର

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଟାକରା ଗ୍ରାମପାୟତ ଅନ୍ତର୍ଗତ ପାହାଡି ଗ୍ରାମ ପାନାବାରୀର କୋକିଳ ପ୍ରଧାନ ( ୬୫ ) ଆଜି ପୂର୍ବାହ୍ନ ୧୧ ଘଟିକା ସମୟେ ନିଜ ଗ୍ରାମ ନିକଟସ୍ଥ ନାଳକୁ ଗାଧୋଇ ଯିବା ସମୟରେ ଏକ ଜଙ୍ଗଲୀ ଦନ୍ତା ବାର୍‌ହା ( ପୁରୁଷ ବାର୍‌ହା ) ମହିଳାଙ୍କୁ ଆକ୍ରମଣ କରି
Read More...

ଗୁଡ଼୍‌ ସେଫର୍ଡ ଇଂରାଜୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ଉଦଘାଟିତ

ଘୁ ଉଦୟଗିରି: ଘୁ ଉଦୟଗିରି ଶ୍ରୀରାମପଦା ସ୍ଥିତ ଗୁଡ଼୍‌ ସେଫର୍ଡ ଇଂରାଜୀ ବିଦ୍ୟାଳୟେରେ ଆଜି ଅତିରିକ୍ତ ଶ୍ରେଣୀ ଗୃହର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହିଁ କାର୍ଯ୍ୟକ୍ରମରେ ସ୍ଥାନୀୟ ଥାନା ଅଧିକାରୀ ଶ୍ରୀମତି ରେବତୀ ଶବର ଓ ଅତିରିକ୍ତ ବ୍ଲକ୍‌ ଶିକ୍ଷା ଅଧିକାରୀ ବନି ଚରଣ ରଥ
Read More...

କଣ୍ଟାମାଳ କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର

କଣ୍ଟାମାଳ : କଣ୍ଟାମାଳ ପଞ୍ଚାୟତ କଲେଜ ପରିସରରେ ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ଆଠ ଦିନିଆ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି । ଆଜିର ଉଦଯାପନୀ ଉତ୍ସବ କଲେଜ ଅଧ୍ୟକ୍ଷା ପ୍ରଭାସିନୀ ଖଟୁଆଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ମୁଖ୍ୟ ଅତିଥିଭାବେ ସଂସ୍କୃତ
Read More...

ପ୍ରବଳପ୍ରତାପୀ ରାବଣ ନିଧନ ସହ ବନ୍ଧପାଲି ପୁରାତନ ରାମଲୀଳା ଶେଷ

କଣ୍ଟାମାଳ: କଣ୍ଟାମାଳର ସର୍ବପୁରାତନ ବନ୍ଧପାଲି ରାମଲୀଳା ଗତକାଲି ବିଳମ୍ବିତ ରାତ୍ରୀରେ ଶେଷ ହୋଇଥିବା ଜଣାଯାଇଛି । କଣ୍ଟାମାଳ ସଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବନ୍ଧପାଲି ରାମଲୀଳା ଚଳିତ ବର୍ଷ ୪୨ ବର୍ଷରେ ପଦାର୍ପଣ କରିଥିବା ବେଳେ ମୋଟ ୯ ଦିନ ଧରି ପାଳିତ ହେଉଥିବା ଏହି ଲୋକନାଟକକୁ ଗ୍ରାମର
Read More...