Monthly Archives

April 2022

ଆଡେଣୀଗଡରେ ପଞ୍ଚଶମ୍ଭୁ ମିଳନ

ହରଭଙ୍ଗା :ଗତକାଲି ହରଭଙ୍ଗା ବ୍ଲକ ଆଡେଣୀଗଡ଼ ଗ୍ରାମର ତେଲିସାହି ଠାରେ ପଞ୍ଚଶମ୍ଭୁ ମିଳନ ଦେଖିବାକୁ ମିଳିଥିଲା । ସୂଚନା ମତେ ଆଜକୁ ପାଞ୍ଚ ବର୍ଷ ହେବ ଏହି ମିଳନ ହୋଇଆସୁଅଛି । ଚଳିତ ବର୍ଷ ରାଣୀଗଞ୍ଜର ଗୁପ୍ତେଶ୍ୱର ବାବା, ମାଲିକ ଗାଁ ର ବାଲୁଙ୍କେଶ୍ୱର ବାବା, ଶରଧାପୁରର ମହେଶ୍ୱର ବାବା,
Read More...

ବସ-ଟ୍ରକ ମୁହାଁ ମୁହିଁ ଧକ୍କା, ୭ ଆହତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ତାରାତାରିଣୀ ମନ୍ଦିରର ପାହାଡ଼ ରାସ୍ତାରେ ଦୁର୍ଘଟଣା । ଯାତ୍ରୀବାହୀ ବସ ସହ ଏକ ଟ୍ରକ ମୁହାଁ ମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଛନ୍ତି । ୨ ଗୁରୁତର ହେଲେ ଟ୍ରକ ଡ୍ରାଇଭର ଓ ଜଣେ ବସ୍
Read More...

ସୀତା ସାଗର ପୁନଃରୁଦ୍ଧାର ହେବ କେବେ?

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ସୀତା ସାଗରଟି ଦୀର୍ଘ ବର୍ଷ ହେଲା ପୁନଃଉଦ୍ଧାର ହୋଇପାରୁ ନାହିଁ । ଯାହା ଫଳରେ ଚାଷୀଙ୍କ କ୍ଷେତକୁ ଜଳସେଚନର ସୁବିଧା ହୋଇପାରୁନାହିଁ । ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାରାଜାଙ୍କ ଅମଳରେ ଖୋଳା ଯାଇଥିବା ବୃହତ
Read More...

ଶ୍ରୀମନ୍ଦିରରେ ରାମ ନବମୀ ନୀତି

ପୁରୀ : ଆଜି ପବିତ୍ର ରାମ ନବମୀ ଅବସରରେ ଶ୍ରୀମନ୍ଦିରରେ ପାଳିତ ହେଉଛି ରାମନବମୀ ନିତି । ପରମ୍ପରା ଅନୁଯାୟୀ ଚୈତ୍ର ଶୁକ୍ଲ ନବମୀ ଦିନ ମଧ୍ୟାହ୍ନ ଧୂପ ଉଠିଲେ ଜୟବିଜୟ ଦ୍ୱାର ବନ୍ଦ ହୁଏ । ସୁଧ ସୁଆର ଭଣ୍ଡାର ଘର ଆଗରେ ପୋଛାମାରିବା ପରେ ପୂଜାପଣ୍ଡା ଆସି ଜନ୍ମମଣ୍ଡଳ କାଟନ୍ତି । ମଧ୍ୟାହ୍ନ ଧୂପ
Read More...

ଆରମ୍ଭ ହେଲା ବୌଦ୍ଧର ପ୍ରସିଦ୍ଧ ଶ୍ରୀରାମଲୀଳା ଯାତ୍ରା

ବୌଦ୍ଧ,୧୦/୪: ଆଜି ଶ୍ରୀରାମନବମୀରୁ ବୌଦ୍ଧର ପ୍ରସିଦ୍ଧ ଗଣପର୍ବ ଶ୍ରୀରାମଲୀଳା ଯାତ୍ରା ଆରମ୍ଭ ହୋଇଛି । ଏନେଇ ଆଜି ସକାଳୁ ହନୁମାନ ମନ୍ଦିର ଘାଟ ମହାନଦୀରୁ ୧୦୮ କଳସରେ ଜଳ ବୁଡାଇ ଶତାଧିକ ମହିଳା ଓ ପୁରୁଷ ସହର ପରିକ୍ରମାକରି ଯଜ୍ଞସ୍ଥାନରେ ସ୍ଥାପିତ କରିଥିଲେ । ଦୀର୍ଘ ୧୮ ଦିନ ଧରି ହେବାକୁ
Read More...

୫ ଜିଲ୍ଲାକୁ କାଳବୈଶାଖୀ ପାଇଁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି କାଳବୈଶାଖୀ ଜନିତ ବିଜୁଳି ଘଡଘଡ଼ି । ଆଜି ୫ ଜିଲ୍ଲାକୁ କାଳବୈଶାଖୀ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ପ୍ରଭାବ ଥିବାରୁ ଏହି ଜିଲ୍ଲାକୁ
Read More...

ମ୍ୟାଚ୍‌ ଖେଳୁଥିଲେ ହର୍ଷଲ ପଟେଲ, ଆସିଲା ଦୁଃଖଦ ଖବର

ମୁମ୍ବାଇ : ପୁଣେର ଏମସିଏ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଆଇପିଏଲ୍‌ ୨୦୨୨ ର ୧୮ ତମ ମ୍ୟାଚ୍‌ ଖେଳାଯାଉଥିଲା । ଏହି ମ୍ୟାଚ୍‌ ସମୟରେ ଆରସିବି ଦ୍ରୁତ ବୋଲର ହର୍ଷଲ ପଟେଲଙ୍କ ପାଇଁ ଏକ ଖରାପ ଖବର ଆସିଥିଲା । ମ୍ୟାଚ ସମୟରେ ତାଙ୍କ ଭଉଣୀଙ୍କ
Read More...

ଅମରିନ୍ଦର ସିଂ ବରାର ପଞ୍ଜାବ କଂଗ୍ରେସର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ,: ପଞ୍ଜାବ ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ରାଜ୍ୟ ସଗଂଠନରେ ବଡ଼ ପରିବର୍ତ୍ତନ କରିଛି। ଅମରିନ୍ଦର ସିଂ ବରାରଙ୍କୁ ନୂଆ ପ୍ରଦେଶ ଅଧ୍ୟକ୍ଷ ନିଯୁକ୍ତ କରିଛି କଂଗ୍ରେସ। ପଞ୍ଜାବ ନିର୍ବାଚନରେ ଶୋଚନୀୟ ପରାଜାୟ ପରେ ନବଜୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ ପ୍ରଦେଶ ଅଧ୍ୟକ୍ଷ
Read More...

ଆବର୍ଜନାମୟ ହୋଇପଡିଛି ପାଇକମାଲ :ଅବହେଳିତ ନୃସିଂହନାଥ ପୀଠ

ପଦ୍ମପୁର,୧୦/୪- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ସଦର ଗ୍ରାମ ରାଜ୍ୟ ତଥା ରାଜ୍ୟ ବାହାରେ ଏକ ଚିରପରିଚିତ ନାମ କାରଣ ଏହି ସହର ସହ ଯୋଡ଼ିହୋଇ ରହିଛି ପଶ୍ଚିମ ଓଡ଼ିଶାର ଅନନ୍ୟ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର । ଏହି ଅନନ୍ୟ ପର୍ଯ୍ୟଟନସ୍ଥଳୀକୁ ନିତିଦିନ ରାଜ୍ୟ ତଥା ରାଜ୍ୟ
Read More...

କମଳପୁର ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ବୈଠକ

ବୌଦ୍ଧ,୧୦/୪- ବୌଦ୍ଧବ୍ଲକ ତେଲିବନ୍ଧ ଗ୍ରାମପଞ୍ଚାୟତ ଅନ୍ତର୍ଗତ କମଳପୁର ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ବେହେରା ଅତିଥି ପରିଚୟ ସହିତ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଉକ୍ତ ବିଦ୍ୟାଳୟରେ ଶ୍ରେଣୀ
Read More...