Monthly Archives

April 2022

ବୌଦ୍ଧ: କୋର୍ଟଛକରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ବୌଦ୍ଧ,୨୯/୪ - ଉତ୍‌କଳ ଗୌରବ ମଧୁସୂଦନ ଦାସଙ୍କ ୧୭୪ ତମ ଜନ୍ମଜୟନ୍ତୀ ପାଳନ ଅବସରରେ ବୌଦ୍ଧ ନୂଆସାହି ଛକ ଠାରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ମାନ୍ୟବର ଖଣି, ଇସ୍ପାତ ଓ ପୂର୍ତ୍ତବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ
Read More...

ଫୁଲବାଣୀ ବିଧାୟକ ଦେଉଛନ୍ତି ଦଶମ ପରୀକ୍ଷା

ବାଲିଗୁଡ଼ା: ଚଳିତ ବର୍ଷ ଫୁଲବାଣୀ ବିଧାୟ ଅଙ୍ଗଦ କହଁର ଦେଉଛନ୍ତି ମାଟ୍ରିକ ପରୀକ୍ଷା । ଏହାକୁ ନେଇ ଏବେ ଫୁଲବାଣୀରେ ବେସ୍‌ ଚର୍ଚ୍ଚା ଚାଲିଛି । ଏକଥା କିଛି ନୁଆ ନୁହେଁ । ପୂର୍ବରୁ ଏମିତି ଅନେକ ବିଧାୟକମାନେ ମଧ୍ୟ ଦଶମ ପରୀକ୍ଷା ଦେଇଛନ୍ତି ଏବଂ ଉତ୍ତୀର୍ଣ୍ଣ ମଧ୍ୟ ହୋଇଛନ୍ତି । ହେଲେ
Read More...

କପୁକୁଚା ଗ୍ରାମରେ ଜଳକଷ୍ଟ, ଅଧ କି.ମି. ଦୂରକୁ ଯାଇ ଆଣୁଛନ୍ତି ପାଣି

ବାଲିଗୁଡା : ବାଲିଗୁଡା ଉପଖଣ୍ଡ ଆଦିବାସୀ ବହୁଳ ଅଂଚଳ । ଏହି ଅଂଚଳର ବିକାଶ ନିମନ୍ତେ ଓ ଲୋକଙ୍କ ଉପକାର ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଏବଂ ଏଥିପାଇଁ ବହୁ ଅର୍ଥ ବ୍ୟୟ କରୁଛନ୍ତି । କିନ୍ତୁ ଆଜିବ ବହୁ ଲୋକ ମୌଳିକ ସମସ୍ୟାରୁ ବଂଚିତ ହେଉଛନ୍ତି । ନା ଅଛି ପାନୀୟ ଜଳ, ନା ଅଛି
Read More...

ବାଜିଲା ୫-ଟି ଛାଟ, ନାମନେଲେ ୨ ଗ୍ରାମ ରୋଜଗାର ସେବକ

ଦଶପଲ୍ଲା : ନୟାଗଡ଼ ଜିଲ୍ଲାର ୨ ଜଣ ଗ୍ରାମ ରୋଜଗାର ସେବକ (ଜିଆରସି)ଙ୍କୁ ଜିଲ୍ଲାପାଳ ଡା. ପୋମା ଟୁଡୁ ଚୁକ୍ତିଭିତ୍ତିକ ପଦବୀରୁ ବହିଷ୍କୃତ କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ରଣପୁର ବ୍ଲକ ଅନ୍ତର୍ଗତ କୁଲାସର ଗ୍ରାମ ପଞ୍ଚାୟତର ପୂର୍ବତନ ଗ୍ରାମ ରୋଜଗାର ସେବକ ସୁଶାନ୍ତ କୁମାର ଦାସ ଯିଏ
Read More...

ଆସନ୍ତାକାଲିଠୁ ୫ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯିବେ । ତାଙ୍କର ଏହି ୫ ଦିନିଆ ଗସ୍ତ କାଳରେ ସେ ଏକାଧିକ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିବେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଅପରାହ୍ନ ସାଢେ ୧ଟାରେ
Read More...

ଜାଣନ୍ତୁ,ରାଷ୍ଟ୍ରପତି ପଦକୁ ନେଇ କ’ଣ କହିଲେ ମାୟାବତୀ

ନୂଆଦିଲ୍ଲୀ,୨୮/୪ : ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ,ତାହାକୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । କାରଣ ନିର୍ବାଚନ ଆଉ ଅଳ୍ପ ଦିନ ବାକି ଅଛି । ଏଭଳି ସମୟରେ ବିଏସପି ନେତ୍ରୀ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଏମିତି କିଛି ମନ୍ତବ୍ୟ ଦେଇଛନ୍ତି,ଯାହା
Read More...

ଗତ ୮ ବର୍ଷରେ ଦେଶରେ ନିର୍ମାଣ ହୋଇଛି ୧୫୯ଟି କେନ୍ଦ୍ରୀୟ ବିଦ୍ୟାଳୟ

ନୂଆଦିଲ୍ଲୀ,୨୮/୪ : ଗତ ଆଠ ବର୍ଷ ମଧ୍ୟରେ ଦେଶରେ ୧୫୯ଟି କେନ୍ଦ୍ରୀୟ ବିଦ୍ୟାଳୟ ଖେଲାଯାଇଛି । ଆରଟିଆଇରେ ମଗାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି । ଏ ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେଇ ସରକାର ଯେଉଁ ସୂଚନା ଦେଇଛନ୍ତି ସେହି ସୂଚନା ମୁତାବକ, ନରେନ୍ଦ୍ର ମୋଦୀଙ୍କ ୮ ବର୍ଷ ଶାସନକାଳରେ ଦେଶରେ ମୋଟ
Read More...

ଖୁବଶୀଘ୍ର ଲାଗୁ ହେବ ନୂଆ ଶ୍ରମ ଆଇନ : ସପ୍ତାହକୁ ମିଳିବ ୩ ଦିନ ଛୁଟି

ନୂୂଆଦିଲ୍ଲୀ,୨୮/୪ : ଦେଶରେ ଖୁବଶୀଘ୍ର ୪ଟି ନୂଆ ଶ୍ରମ ଆଇନ ଲାଗୁ ହେବାକୁ ଯାଉଛି । ଏହା ଲାଗହେବା ପରେ ପ୍ରତି ସପ୍ତାହରେ ଗୋଟିଏ ନୁହେଁ ବରଂ ୩ଟି ସାପ୍ତାହିକ ଛୁଟି ମିଳିବ । ଏହି ସୂଚନା ଦେଇ କେନ୍ଦ୍ର ସରକାର କହିଛନ୍ତି ଯେ ଏହି ଆଇନ ଲାଗୁ କରିବାକୁ ଦେଶର ୯୦ ପ୍ରତିଶତ ରାଜ୍ୟ ପ୍ରସ୍ତୁତ ।
Read More...

ଦେଶରେ ୩ ହଜାର ଟପିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨୮/୪ : ବିଶେଷଜ୍ଞମାନେ ଯାହା ଆଶଙ୍କା କରୁଛନ୍ତି,ଧୀରେ ଧୀରେ ତାହା ଘଟୁଛି । କରୋନା ସଂକ୍ରମଣ ଉଦବେଗଜନକଭାବେ ବଢୁଛି । ଗତ ଦଶ ଦିନ ଧରି ଦୈନିକ ସଂକ୍ରମଣ ଅଢେଇ ହଜାର ଉପରେ ରହିଆସିଥିବା ବେଳେ ଆଜି ପ୍ରଥମ ଥର ପାଇଁ ୩ ହଜାର ଅତିକ୍ରମ କରିଛି । ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା
Read More...

ଆସନ୍ତାକାଲିଠାରୁ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ଭକ୍ତ

ପୁରୀ : ସେବାୟତ ଓ ଭକ୍ତଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି । କେବଳ ସିଂହଦ୍ୱାର ନୁହେଁ ପଶ୍ଚିମ ଦ୍ୱାର ବାଟେ ଶ୍ରୀମନ୍ଦିର ଯାଇ ଭକ୍ତ ମାନେ ଆସନ୍ତାକାଲି ଠାରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଏଥିସହ ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ । ପବିତ୍ର ଅକ୍ଷୟ ତୃତୀୟା
Read More...