Monthly Archives

April 2022

ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ଶ୍ରାଦ୍ଧଦିବସ ପାଳିତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୌରପରିଷଦ ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଧୂଳିମାଟିର ସ୍ଥାନ ଗୋପବନ୍ଧୁ ଚୌଧୁରୀଙ୍କ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ…
Read More...

ଅମାନ ଗୁପ୍ତାଙ୍କୁ ବିଜିନେସ୍‌ ଅଫ୍‌ ଦି ଇୟର ପୁରସ୍କାର

ନୂଆଦିଲ୍ଲୀ - ମଲ୍ଟି ପର୍ପୋଜ୍‌ ହଲ୍‌ ଅଫ୍‌ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ନୂଆଦିଲ୍ଲୀରେ ଏସପିଟି ଡଟ୍‌ କମ୍‌ କାମ୍ପରେଟିଭ ଏକ୍ସଲେନ୍ସ କନକ୍ଲେଭ ଆୟୋଜିତ ହୋଇଥିଲା । ଏଥିରେ ସାଂସଦ ରାମଚନ୍ଦ୍ର ଜାଙ୍ଗଡ ଏବଂ ସାଂସଦ ପ୍ରତାପ ଚନ୍ଦ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଭାରତର…
Read More...

ଭିଏସ୍‌ଏସ୍‌ ନଗରରେ ଜଳଛତ୍ର ଶିବିର ଆୟୋଜନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଥିବାରୁ ଓ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରୀପ୍ରେକ୍ଷୀରେ ଭିଏସସନଗର ସରକାରୀ ହାଇସ୍କୁଲ୍‌ ନିକଟରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ଜଳଛତ୍ର ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ…
Read More...

ଆଇପିଏସସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଆଇପିଏସସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଆଇପିଏସ ଡକ୍ଟର ମନୋଜ କୁମାର ଛାବ୍ରାଙ୍କୁ ଡିଜି ପ୍ରିଜନ ଭାବେ ବଦଳି କରାଯାଇଛି । ସେହିପରି ଆଇପିଏସ ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଡିଜି ଫାୟାର ସର୍ଭିସ ଭାବେ ଅବସ୍ଥାପିତ କରାଯାଇଛି …
Read More...

ଆହୁରି ସହଜ ହେଲା ଜଗା ଦର୍ଶନ, ଭକ୍ତଙ୍କ ପାଇଁ ଖୋଲିଲା ପଶ୍ଚିମ ଦ୍ୱାର

ପୁରୀ : ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ପଟେ ଭକ୍ତଙ୍କୁ ପ୍ରବେଶ ଅନୁମତି ଆଜି ଠାରୁ ଦିଆଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ପଶ୍ଚିମ ଦ୍ୱାର ଖୋଲାଯାଇଛି ଭକ୍ତଙ୍କ ପାଇଁ । ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଚାଲିବା ପାଇଁ ଏବଂ ଚନ୍ଦନଯାତ୍ରାରେ ଠାକୁରଙ୍କ ବିମାନ ବଡ଼ଦାଣ୍ଡ ରେ ଯିବା…
Read More...

ସମ୍ବଲପୁରର ବିକାଶ ହସ୍ପିଟାଲରେ ପ୍ରଥମ କ୍ୟାଥଲ୍ୟାବ ଉଦଘାଟିତ

ସମ୍ବଲପୁର: ବିକାଶ ସମୂହର ୨୧ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ଏଠାକାର ପ୍ରଥମ କ୍ୟାଥଲ୍ୟାବ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟ ଅତିଥି ରୂପେ ଆମନ୍ତ୍ରିତ ହୋଇ ଏହାର ଉଦଘାଟନ କରିଥିଲେ ଓ ତାଙ୍କୁ ମନରେ ସମ୍ବର୍ଦ୍ଧିତ କରାଯାଇଥିଲା ।…
Read More...

ଜାତୀୟ ଶିଶୁ ସୁରକ୍ଷା ଆୟୋଗ ପରୀକ୍ଷା ପର୍ବରେ ପ୍ରେରଣାଦାୟୀ ବକ୍ତାଭାବେ ବନୀତା ମନୋନୀତ

ନବରଙ୍ଗପୁର,୨୯/୪- ପ୍ରଧାନମନ୍ତ୍ରୀ ବାଲ ପୁରସ୍କାର ବିଜୟିନୀ ନବରଙ୍ଗପୁର ମାଟିର ଝିଅ ବନୀତା ଆଉ ଏକ ସଫଳତା ହାସଲ କରିଛନ୍ତି । ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ନୂଆଦିଲ୍ଲୀ, ଜାତୀୟ ସ୍ତରରେ ଆୟୋଜିତ କରୁଥିବା ପରୀକ୍ଷା ପର୍ବ (୪୦) କାର୍ଯ୍ୟକ୍ରମରେ ପ୍ରେରଣାଦାୟୀ ବକ୍ତାଭାବେ ମନୋନୀତ ହୋଇ…
Read More...

ବୌଦ୍ଧ: ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା, ଇଂରାଜୀ ବିଷୟ ପରୀକ୍ଷା ଦେଲେ ୭୨୦୭ ଜଣ ଛାତ୍ରଛାତ୍ରୀ

ବୌଦ୍ଧ,୨୯/୪:- ଆଜିଠାରୁ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ବୌଦ୍ଧଜିଲ୍ଲାରେ ୭୯୯୪ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୨୦୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ୭୮୭ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ଜଣାପଡିଛି । ଜିଲ୍ଲାରେ ୩୩ଟି ପରୀକ୍ଷା କେନ୍ଦ୍ରରେ ଏହି…
Read More...

ବୌଦ୍ଧ: କୋର୍ଟଛକରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ବୌଦ୍ଧ,୨୯/୪-ଉତ୍‌କଳ ଗୌରବ ମଧୁସୂଦନ ଦାସଙ୍କ ୧୭୪ ତମ ଜନ୍ମଜୟନ୍ତୀ ପାଳନ ଅବସରରେ ବୌଦ୍ଧ ନୂଆସାହି ଛକ ଠାରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ମାନ୍ୟବର ଖଣି, ଇସ୍ପାତ ଓ ପୂର୍ତ୍ତବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ…
Read More...

ପାନୀୟ ଜଳ ଓ ବିଦ୍ୟୁତ ସମସ୍ୟା ନେଇ ଆଲୋଚନା

ପାଟଣାଗଡ,୨୯/୪- ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକରେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବାବେଳେ ଖପ୍ରାଖୋଲ ପଞ୍ଚାୟତ ସମିତିର ପ୍ରଥମ ବୈ÷ଠକ ଖପ୍ରାଖୋଲ ବ୍ଲକ ସଭାଗୃହ ଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ନିରୂପମା ପଟେଲଙ୍କ ଅଧ୍ୟକ୍ଷତାରେ…
Read More...