Monthly Archives

April 2022

ଆମ୍ବୁଲାନ୍ସ ଲୋକାର୍ପିତ

ପୁରୀ: ଜିଲ୍ଲାପାଳ ସମର୍ଥ ବର୍ମା ଏକ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି । ଏହି ଆମ୍ବୁଲାନ୍ସକୁ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଥିଲା । ପରେ ଏହାକୁ ମୁଖ୍ୟ ଚିକିତ୍ସାଳୟକୁ ହସ୍ତାନ୍ତର କରାଯାଇଛି । ଏଥିରେ ବେସିକ ଲାଇଫ୍ ସପୋର୍ଟ ବ୍ୟବସ୍ଥା ରହିଛି । ଉକ୍ତ…
Read More...

ଗରମ ତାୱାରେ ସନ୍ତୁଳି ହେଉଛି ଦଶପଲ୍ଲା

ଦଶପଲ୍ଲା,୨୯/୪: - ପ୍ରବଳ ଖରା ତାତିରେ ଆଉଟୁ ପାଉଟୁ ହୋଇ ଦହଗଂଜ ହେଉଛନ୍ତି ଦଶପଲ୍ଲାବାସୀ । ଏଥିସହିତ ଅଘୋଷିତ ବିଦ୍ୟୁତକାଟ୍‌ ଓ ଜଙ୍ଗଲ ନିଆଁ ପରିସ୍ଥିତିକୁ ଆହୁରି ସଙ୍ଗୀନ କରୁଥିବାବେଳେ ପାନୀୟଜଳ ସମସ୍ୟା ନ କହିବା ଭଲ । ଦଶପଲ୍ଲାର ସର୍ବାଧିକ ତାପମାତ୍ରା ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଡିଗ୍ରୀ…
Read More...

କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନରେ ଗତ ୧୦ ଦିନ ଧରି ଚାଲିଥିବା କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମର ଉଦ୍‌ଯାପିତ ହୋଇଯାଇଛି । ଗତ ୧୮.୦୪.୨୦୨୨ ଠାରୁ ଆରମ୍ଭ ହୋଇଥିବା କୁକୁଡା ପାଳନ ତାଲିମ…
Read More...

ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷଙ୍କ ଗଜପତି ଗସ୍ତ

ପାରଳାଖେମୁଣ୍ଡି : ରାଜ୍ୟ ସରକାରଙ୍କ ଖାଦ୍ୟ କମିଶନ ଅଧ୍ୟକ୍ଷ ପି.କେ.ମେର୍କାପ ଗଜପତି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ସ୍ଥାନ ପରିଦର୍ଶନ ଓ ଆଲୋଚନା କରିଫେରିଥିବାର ଜଣାପଡିଛି । ଶ୍ରୀ ମେର୍କାପଙ୍କ ସହ ରାଜ୍ୟ ଖାଦ୍ୟ କମିଶନର ସଭ୍ୟ ଡିଏନ୍‌ ପାଢୀ ଓ ମେମ୍ବର ସେକ୍ରେଟାରୀ ସିିବାନୀ ମହାନ୍ତି…
Read More...

ସିଡିଏମ୍‌ଓଙ୍କ କଡା ନିର୍ଦ୍ଦେଶ, ବାସଭବନରେ ରୋଗୀ ଦେଖିପାରିବେନି ଡାକ୍ତର

ଦଶପଲ୍ଲା : ବହୁବର୍ଷ ଧରି ବାସଭବନରେ ରୋଗୀ ଦେଖି ଫିସ୍‌ ଆଦାୟ କରିବା ଭଳି ଚିରାଚରିତ ପ୍ରଥାରେ ଲାଗିଛି ଅଂକୁଶ । ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ କୌଣସି ଡାକ୍ତର ନିଜ ସରକାରୀ ବାସଭବନରେ ରୋଗୀଙ୍କଠାରୁ ଫି’ ଆଦାୟ କରି ଚିକିତ୍ସା ଯୋଗାଇବେ ନାହିଁ ବୋଲି ସିଡିଏମ୍‌ଓ ଡାକ୍ତର…
Read More...

ଅଲେଖ ପହି ହେଲେ ନୟାଗଡର ନୂତନ ଏସପି

ଦଶପଲ୍ଲା : - ଗୃହ ବିଭାଗର ନିଷ୍ପତ୍ତି କ୍ରମେ ନୟାଗଡ଼ ଏସ୍‌ ପି ସିଦ୍ଧାର୍ଥ କଟାରିଆଙ୍କୁ ଖୋର୍ଦ୍ଧା ଏସପି ଭାବେ ବଦଳି କରାଯାଇଥିବା ବେଳେ ଖୋର୍ଦ୍ଧା ଏସ୍‌ପି ଅଲେଖ ପହିଙ୍କୁ ନୟାଗଡ଼କୁ ବଦଳି କରାଯାଇଛି । ଶ୍ରୀ ପହିଙ୍କ ଯୋଗଦାନ ପରେ ନୟାଗଡ ଆଇନ୍‌ ଶୃଂଖଳା ପରିସ୍ଥିତିରେ ବହୁ ପରିବର୍ତ୍ତନ…
Read More...

ମିଳିତ ନାଗରିକ କମିଟି ପକ୍ଷରୁ ଉତ୍କଳ ଗୌରବଙ୍କ ଜୟନ୍ତୀ ପାଳିତ

ଫୁଲବାଣୀ:ଏପ୍ରିଲ ୨୮ତାରିଖ ଉତ୍କଳ ଗୌରବ ମଧୁସୂଦନଙ୍କୁ ଜନ୍ମ ଜୟନ୍ତୀ ଭାବେ ସମଗ୍ର ରାଜ୍ୟରେ ପାଳନ କରାଯାଇଛି । ମିଳିତ ନାଗରିକ କମିଟି ପକ୍ଷରୁ ସାମ୍ବାଦିକ ଭବନଠାରେ ଉତ୍କଳ ଗୌରବଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ସଦସ୍ୟମାନେ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଜଣେ ସଚା…
Read More...

କିଶୋରଙ୍କୁ କୋଭୋଭାକ୍ସ ଟିକା ଦେବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ : ଦେଶରେ କିଶୋରମାନଙ୍କୁ କରୋନା ନିରୋଧୀ ଟିକାକରଣ କ୍ଷେତ୍ରରେ ଆଉ ଏକ ସଫଳତା ମିଳିଛି । ୧୨-୧୭ ବର୍ଷର ପିଲାଙ୍କୁ ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭୋଭାକ୍ସ ଟିକା ଦେବାକୁ ଏନଟିଏଜିଆଇ ମଞ୍ଜୁରୀ ପ୍ରଦାନ କରିଛନ୍ତି । କୋଭୋଭାକ୍ସକୁ ଅନୁମତି ମିଳିବା ପରେ କିଶୋରଙ୍କୁ…
Read More...

ବାଟକୁ ଆସିଲା ଚୀନ : ପଢା ଶେଷ ପାଇଁ ଫେରିବାକୁ ଭାରତୀୟ ଛାତ୍ରଙ୍କୁ ଦେଲା ଅନୁମତି

ନୂଆଦିଲ୍ଲୀ,୨୯/୪ : ଭାରତର ଯେସାକୁ ତେସା ନୀତି କାମ ଦେଇଛି ଏବଂ ବାଟକୁ ଆସିଛି ଚୀନ । କରୋନା ସମୟରେ ଭାରତୀୟ ଛାତ୍ରଛାତ୍ରୀମାନେ ପାଠପଢା ଅଧାରୁ ଭାରତ ଚାଲିଆସିଥିଲେ । କିନ୍ତୁ ପରିସ୍ଥିତି ସୁଧୁରିବାରୁ ସେମାନେ ଯେତେବେଳେ ପାଠପଢା ଶେଷ କରିବା ଲାଗି ଚୀନ ଫେରିଯିବାକୁ ଚାହିଁଲେ,ସେତେବେଳେ…
Read More...

ଗୌତମ ଗମ୍ଭୀରଙ୍କ କାର ଦୁର୍ଘଟଣାଗ୍ରସ୍ତ

ମୁମ୍ବାଇ : ଆଇପିଏଲ ଫ୍ରାଞ୍ଚାଇଜ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଟିମ୍‌ ବସ ମୁମ୍ବାଇରୁ ପୁଣେ ଯାଉଥିଲା । ବସ୍‌ ପଛେ ପଛେ ଗୌତମ ଗମ୍ଭୀରଙ୍କ କାର ମଧ୍ୟ ଯାଉଥିଲା । ଏହି କାରଟି ଦୁର୍ଘଟଣା ହୋଇଥିବା ଖବର ଆସୁଛି । ସୌଭାଗ୍ୟବଶତଃ ଗୌତମ ଗମ୍ଭୀର ଏହି କାର ନଥିଲେ । କାରରେ ଲକ୍ଷ୍ନୌ ଟିମର ସିଇଓ ଓ…
Read More...