ଅଲେଖ ପହି ହେଲେ ନୟାଗଡର ନୂତନ ଏସପି

0 156

ଦଶପଲ୍ଲା : – ଗୃହ ବିଭାଗର ନିଷ୍ପତ୍ତି କ୍ରମେ ନୟାଗଡ଼ ଏସ୍‌ ପି ସିଦ୍ଧାର୍ଥ କଟାରିଆଙ୍କୁ ଖୋର୍ଦ୍ଧା ଏସପି ଭାବେ ବଦଳି କରାଯାଇଥିବା ବେଳେ ଖୋର୍ଦ୍ଧା ଏସ୍‌ପି ଅଲେଖ ପହିଙ୍କୁ ନୟାଗଡ଼କୁ ବଦଳି କରାଯାଇଛି । ଶ୍ରୀ ପହିଙ୍କ ଯୋଗଦାନ ପରେ ନୟାଗଡ ଆଇନ୍‌ ଶୃଂଖଳା ପରିସ୍ଥିତିରେ ବହୁ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

14 + seventeen =