ଅମାନ ଗୁପ୍ତାଙ୍କୁ ବିଜିନେସ୍‌ ଅଫ୍‌ ଦି ଇୟର ପୁରସ୍କାର

0 59

ନୂଆଦିଲ୍ଲୀ – ମଲ୍ଟି ପର୍ପୋଜ୍‌ ହଲ୍‌ ଅଫ୍‌ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ନୂଆଦିଲ୍ଲୀରେ ଏସପିଟି ଡଟ୍‌ କମ୍‌ କାମ୍ପରେଟିଭ ଏକ୍ସଲେନ୍ସ କନକ୍ଲେଭ ଆୟୋଜିତ ହୋଇଥିଲା । ଏଥିରେ ସାଂସଦ ରାମଚନ୍ଦ୍ର ଜାଙ୍ଗଡ ଏବଂ ସାଂସଦ ପ୍ରତାପ ଚନ୍ଦ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଭାରତର ଆଇଏସ୍‌ଆଇ ଏବଂ ବିଏସ୍‌ ସାର୍ଟିଫିକେଟ୍‌ କମ୍ପାନୀ ଉଷା କେବୁଲ୍‌ ଇଣ୍ଡଷ୍ଟ୍ରିଜ୍‌ର ନିର୍ଦ୍ଦେଶକ ଅମାନ୍‌ ଗୁପ୍ତାଙ୍କୁ ବ୍ୟବସାୟ ଅଫ୍‌ ଦି ଇୟର ପୁରସ୍କାରରେ ମୁଖ୍ୟ ଅତିଥିମାନେ ସମ୍ମାନିତ କରିଥିଲେ ।

hiranchal ad1
Leave A Reply

Your email address will not be published.

one × 5 =