Monthly Archives

April 2022

ସିରିଜ୍ ଦୁର୍ଘଟଣା : କାରକୁ ପଛ ପଟୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ଭୁବନେଶ୍ୱର : ପଳାଶୁଣିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ପଛରୁ ପିଟିଲା ହାଇୱା ଟ୍ରକ । ଏହି ଦୁର୍ଘଟଣାରେ କାର ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।ଖବର ଅନୁଯାୟୀ, ସୋମବାର ଦିନ ସକାଳ ସମୟରେ ପଳାଶୁଣି ଛକରେ ଘଟିଲା
Read More...

ରାଜ୍ୟସ୍ତରୀୟ କବାଡି ଚମ୍ପିୟନସିପରେ କଟକ ଚମ୍ପିୟନ

ପୁରୀ : ରାଜ୍ୟ ସ୍ତରୀୟ କବାଡି ଚମ୍ପିୟନସିପର ପୁରୁଷ ବିଭାଗ ଫାଇନାଲ ମ୍ୟାଚ ଢେଙ୍କାନାଳ ଓ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ କଟକ (୨୭ ପଏଣ୍ଟ) ଚମ୍ପିୟନ ହୋଇଥିବା ବେଳେ ଢେଙ୍କାନାଳ (୧୬ ପଏଣ୍ଟ) ରନର୍ସଅପ ହୋଇଛି । ଅନ୍ୟପକ୍ଷରେ ସେମି ଫାଇନାଲରେ କଟକ (୩୪ ପଏଣ୍ଟ) ଠାରୁ
Read More...

ପୂର୍ବାଞ୍ଚଳ ଜାତୀୟ ଆଇସ ଷ୍ଟୋକ ଚାମ୍ପିୟନସିପରେ ନବରଙ୍ଗପୁରକୁ ସଫଳତା

ନବରଙ୍ଗପୁର:କଲିକତାଠାରେ ଅନୁଷ୍ଠିତ ତୃତୀୟ ଜାତୀୟ ପୂର୍ବାଞ୍ଚଳ ଆଇଷ୍ଟକ ଚାମ୍ପିୟନସିପ ୨୦୨୨ ପ୍ରତିଯୋଗିତାରେ ବିଭନ୍ନ ରାଜ୍ୟର ଖେଳାଳିମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଓଡିଶାର ମୋଟ ପଚିଶଗୋଟି ପଦକ ମଧ୍ୟରୁ ନବରଙ୍ଗପୁର ଜିଲ୍ଲାର ଖେଳାଳିମାନେ ନଅ ଗୋଟି ସ୍ୱର୍ଣ୍ଣ, ତିନିଗୋଟି ରୋପ୍ୟ ଓ
Read More...

ଜନଜାତି କମିସନ ସଦସ୍ୟ ଅନନ୍ତ ନାୟକଙ୍କ କୁଜାମେଣ୍ଡି ପଞ୍ଚାୟତ ଗସ୍ତ

ଦଶପଲ୍ଲା : ଗତକାଲି ଜାତୀୟ ଜନଜାତି କମିସନ ସଦସ୍ୟ ଅନନ୍ତ ନାୟକ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ର ଆଦିବାସୀ ବହୁଳ କୁଜାମେଣ୍ଡି ପଞ୍ଚାୟତ ଗସ୍ତ କରି ଲୋକଙ୍କ ସମସ୍ୟା ପଚାରି ବୁଝିବା ସହ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରି ଫେରିଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟଠାରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ
Read More...

ସବୁ ଗୁହାରି ନିଷ୍ଫଳ,ଧାରଣାରେ ବସିବେ ଗ୍ରାମବାସୀ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଚଡେୟାପଲ୍ଲୀ ଗ୍ରାମ ପଞ୍ଚାୟତଟି ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମ ପଞ୍ଚାୟତ । ଛୋଟ ଛୋଟ ୧୨ଗୋଟି ୱାର୍ଡ ସହ କେତେଗୋଟି ପଡା ଗ୍ରାମକୁ ନେଇ ଗଠିତ ପଞ୍ଚାୟତ । କିନ୍ତୁ ଭୌଗୋଳିକ ପରିସୀମା ଦୃଷ୍ଟି କୋଣରୁ ଏହା ବ୍ୟାପକ ଅଞ୍ଚଳ ପର୍ଯ୍ୟନ୍ତ
Read More...

ସୋନପୁର ପ୍ରିମିୟର ଲିଗ-୨୦୨୨ ଉଦଘାଟିତ

ସୁବର୍ଣ୍ଣପୁର :ସ୍ଥାନୀୟ ଗାନ୍ଧୀ ପଡିଆଠାରେ ଉଦଘାଟିତ ହୋଇଯାଇଛି ସୋନପୁର ପ୍ରିମିୟର ଲିଗ । ସୋନପୁର ପ୍ରିମିୟର ଲିଗର ପ୍ରଥମ ମ୍ୟାଚରେ ନାଇସେଟ କିଙ୍ଗସ ସମଲେଶ୍ୱରୀ ଟିମ ବିରୁଦ୍ଧରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ଟିମ ସମଲେଶ୍ୱରୀ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୭୯ରନ
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଫୁଲବାଣୀଠାରେ ବିଦ୍ୟାରମ୍ଭ ସଂସ୍କାର ଉତ୍ସବ ପାଳିତ

ଫୁଲବାଣୀ : ପବିତ୍ର ଉତ୍କଳ ଦିବସ ଅବସରରେ ବିଦ୍ୟାରମ୍ଭ ସଂସ୍କାର ଉତ୍ସବ ପାଳନ କରାଯାଇଛି । ଉକ୍ତ ଦିବସରେ ପ୍ରାରମ୍ଭ ଶ୍ରେଣୀଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିଶୁ ନୂତନଭାବେ ଯୋଗଦାନ କରି ବିଦ୍ୟାଳୟକୁ ଉତ୍ସବମୁଖର କରିବା ସଙ୍ଗେ ସଙ୍ଗେ ବନ୍ଦନା ପ୍ରାର୍ଥନା କରି ଚଳିତ ବର୍ଷ
Read More...

ଚିତାବାଘ ପରି ଡେଇଁ ଭାନୁକାଙ୍କୁ ରନଆଉଟ କଲେ ମାହି

ମୁମ୍ବାଇ,୩/୪: ବୟସ ୪୦,କିନ୍ତୁ ଦମ୍‌ ଚିତାବାଘ ଭଳି । ଟିକେ ବି ଥକ୍କାପଣ ନାହିଁ । ସେ ହେଲେ ଚେନ୍ନାଇ ସୁୁପରକିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ଆଜି ଅନୁଷ୍ଠିତ ପଞ୍ଜାବ କିଙ୍ଗସ ବିପକ୍ଷ ଆଇପିଏଲ ମ୍ୟାଚରେ ଧୋନିଙ୍କୁ ଏଭଳିଭାବରେ ଦେଖିବାକୁ ମିଳିଥିଲା । ସେ ଏଭଳିଭାବରେ
Read More...

ଦଶପଲ୍ଲା ଅଙ୍ଗନୱାଡି କର୍ମୀଙ୍କ ବୈଠକ

ଦଶପଲ୍ଲା : ରବିବାର ଅଲ୍‌ ଓଡିଶା ଅଙ୍ଗନୱାଡି କର୍ମଚାରୀ ସଂଘ ଦଶପଲ୍ଲା ଶାଖାର ଏକ ବୈଠକ ସଂଘର ସଭାନେତ୍ରୀ ବିନୋଦିନୀ ଦେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଗାଁ କଲ୍ୟାଣ ସମିତିର କୌଣସି କାର୍ଯ୍ୟକ୍ରମରେ କର୍ମୀମାନେ ସାମିଲ ନ ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ଏଥିସହ
Read More...

ରିଲିଜ ହେଲା କତ୍ତାର ଫିଫା ବିଶ୍ୱକପର ଗୀତ

ଲଣ୍ଡନ : ଫିଫା ବିଶ୍ୱ କପ-୨୦୨୨ କତ୍ତାରରେ ଖେଳାଯିବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଜି ଫିଫା ଏହାର ଅଫିିଆଲ ଗୀତ ରିଲିଜ କରିଛି । ଏହାର ଟାଇଟଲ ରହିଛି-ହୟା ହୟା(ବେଟର ଟୁଗେଦର) । ଏହି କୋରସ ଗୀତରେ କଣ୍ଠଦାନ କରିଛନ୍ତି କାର୍ଡୋନା,ଡାଭିଡୋ ଓ ଆଇଶା । ପ୍ରଥମଥର ପାଇଁ ଫିଫା
Read More...