Monthly Archives

April 2022

କୁଣ୍ଡା ବୋଝେଇ ଟ୍ରକରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ, ୨ ଅଟକ

ବୌଦ୍ଧ,୪/୪- ବୌଦ୍ଧ ସହରର ବାଇପାସ ରାସ୍ତାରୁ ଏକ କୁଣ୍ଡା ବୋଝେଇ ଟ୍ରକରୁ ଆଜି ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି । ଏକ କୁଣ୍ଡା ବୋଝେଇ ଟ୍ରକ ନଂ ଏମଏଚ୪୦ୱାଇ ୪୩୧୯ରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ପୁଲିସ ସୂଚନା ପାଇ ଟ୍ରକକୁ ଅଟକ ରଖିଥିଲା । ଏହାପରେ ଟ୍ରକକୁ…
Read More...

ଜିଲ୍ଲାସ୍ତରୀୟ ଅଂଶୁଘାତ ଓ ଜଳକଷ୍ଟ ନିବାରଣ ପ୍ରଶିକ୍ଷଣ ଶିବିର

ନବରଙ୍ଗପୁର,୪/୪- ଜିଲ୍ଲାସ୍ତରୀୟ ଅଂଶୁଘାତ ଓ ଜଳକଷ୍ଟ ନିବାରଣ ଲାଗି ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କର ଏକଦିବସୀୟ ପ୍ରଶିକ୍ଷଣ ଶିବିର ଆଜି ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ରୋଟାରୀ କ୍ଳବ ଇଷ୍ଟ ସଭାପତି କାମରାଜୁ ମହାରଣା ସମ୍ମାନିତ

ଗଞ୍ଜାମ : ପଶ୍ଚିମବଙ୍ଗର ଦିଘାଠାରେ ରୋଟାରୀ ଜିଲ୍ଲା ୩୨୬୨ର ପରିବାର ସମାବେଶ ପରିବର୍ତ୍ତନର ଦୁଇ ଦିନିଆ ସମ୍ମିଳନୀରେ ରୋଟାରୀ କ୍ଳବ ଅଫ୍‌ ବ୍ରହ୍ମପୁର ଇଷ୍ଟର ସଭାପତି କାମରାଜୁ ମହାରଣା ଉଲ୍ଲେଖନୀୟ ସମାଜ କଲ୍ୟାଣ କାର୍ଯ୍ୟ ପାଇଁ ସମ୍ମାନିତ ହୋଇଛନ୍ତି । ରୋଟାରୀ ଆନ୍ତର୍ଜାତୀୟ ସଭାପତି ଶେଖର…
Read More...

ସୋପାନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା

ଗଜପତି,୪/୪- ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚାୟତର ବି.ସୀତାପୁର ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ର ଠାରେ ସୋପାନ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ଫିତା କାଟି ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଲା ପୁଷ୍ଟି…
Read More...

ବୌଦ୍ଧ ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ, ୭୩ଟି ପ୍ରକଳ୍ପ ପ୍ରଦର୍ଶିତ

ବୌଦ୍ଧ,୪/୪:- ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବୌଦ୍ଧ ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଥିଲେ ଯେ ଦୈନନ୍ଦିନ ଜୀବନରେ ବିଜ୍ଞାନର ଆବଶ୍ୟକତା…
Read More...

କୋରଡ଼ା ନିକଟରେ ସଡ଼କ ଦୁର୍ଘଟଣା, ଗଛରେ ପିଟିହୋଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ଦଶପଲ୍ଲା,୪/୪: - ନୟାଗଡ଼ ଜିଲ୍ଲା ଖୋର୍ଦ୍ଧା- ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର କୋରଡ଼ା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, କୋରଡ଼ା ଢିପସାହି ନିକଟରେ ଏକ ଆପାଚି ବାଇକ୍‌ରେ ଜଣେ ଯୁବକ ଦଶପଲ୍ଲାରୁ ନୟାଗଡ଼ ଅଭିମୁଖେ…
Read More...

ଅଦ୍ୱିତା କାର୍ଯ୍ୟକ୍ରମରେ କିଶୋରୀମାନଙ୍କୁ ଅଣ୍ଡା ବଣ୍ଟନର ଶୁଭାରମ୍ଭ କଲେ ସରପଞ୍ଚ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚାୟତ ବି.ସୀତାପୁରର ଅଙ୍ଗନବାଡି କେନ୍ଦ୍ରରେ ଅଦ୍ୱିତା କାର୍ଯ୍ୟକ୍ରମ ଦ୍ୱାରା କିଶୋରୀ ବାଳିକା (୧୫ ବର୍ଷରୁ ୧୯ ବର୍ଷ) ବୟସର କିଶୋରୀମାନଙ୍କୁ ସପ୍ତାହକୁ ତିନି ଗୋଟି ଅଣ୍ଡା ଦେବାର ବ୍ୟବସ୍ଥା ରହିଛି । ଅଦ୍ୱିତା…
Read More...

ବାଣୀଗୋଛା ରୁଦ୍ରକାଳୀଙ୍କ ଦଣ୍ଡଯାତ୍ରା ଆରମ୍ଭ

ଦଶପଲ୍ଲା: ଦଶପଲ୍ଲା ବ୍ଲକ୍‌ ବାଣୀଗୋଛା ଗ୍ରାମରେ ବିରାଜିତ ଦଶପଲ୍ଲା ପଶ୍ଚିମାଞ୍ଚଳର ପ୍ରସିଦ୍ଧ ରୁଦ୍ରକାଳୀଙ୍କ ପୀଠରେ ଆଜିଠାରୁ ୧୧ ଦିନାତ୍ମକ ଦଣ୍ଡଯାତ୍ରା ବା ଝାମୁଯାତ୍ରା ଆରମ୍ଭ ହୋଇଛି । ଗତ ରାତ୍ର ୧୧ ଘଟିକା ସମୟେ ପାରଂପାରିକ ବିଧିମତେ କାମନା ମନ୍ଦିରରୁ ଦଣ୍ଡକାଳୀଙ୍କୁ ଜଳତୋଠକୁ ନେଇ…
Read More...

ମନ୍ତ୍ରୀପଦ ଯାଚିଲେ ଶ୍ରୀଲଙ୍କା ରାଷ୍ଟ୍ରପତି

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଏବେ ଆର୍ଥିକ ସହ ରାଜନୈତିକ ସଙ୍କଟ ଦେଖିବାକୁ ମିଳିଛି । ତେବେ ଏଭଳି ସଙ୍କଟର ସମାଧାନ ପାଇଁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଉଦ୍ୟମ କରିଛନ୍ତି । ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ମନ୍ତ୍ରୀପଦ ଗ୍ରହଣ କରିବାକୁ ରାଷ୍ଟ୍ରପତି ଅନୁରୋଧ କରିଛନ୍ତି…
Read More...

ମା’ରୁଦ୍ରକାଳୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ କଳସ ଯାତ୍ରା

ହରଭଙ୍ଗା : ହରଭଙ୍ଗା ଅଂଚଳର ଆରାଧ୍ୟଦେବୀ ମା ରୁଦ୍ରକାଳୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ଆଜି ଏକ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ସକାଳେ ୮ଟା ସମୟରେ ହରଭଙ୍ଗା ଗ୍ରାମର ଶହଶହ ସଂଖ୍ୟାରେ ମହିଳା ଓ ପୁରୁଷ ମହାନଦୀରେ ପୂଜା ଅର୍ଚ୍ଚନା କରି ଏବଂ କଳସ ଧରି…
Read More...