ଝାଟିପାବଲିର ଅବହେଳିତ ଶୈବପୀଠ କପିଳେଶ୍ୱର ମନ୍ଦିର
ବାଉଁଶୁଣି,୨୭/୫- ବୌଦ୍ଧବ୍ଲକ ମନୁପାଲି ପଞ୍ଚାୟତର ମହୁଲିଗ୍ରାମ ବାଘନଦୀ କୂଳ ନିକଟ ଝାଟିପାବଲି ପାହାଡ଼ ଉପରେ ଅବସ୍ଥିତ କପିଳେଶ୍ୱର ଶିବ ମନ୍ଦିର । ମନ୍ଦିର ନିର୍ମାଣର ସଠିକ ସମୟ ବିଷୟରେ କିଛି ଜଣାପଡିନଥିଲେହେଁ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଘନ ବନାନୀ ମଧ୍ୟରେ ଅବସ୍ଥିତ ଏହି ମନ୍ଦିରକୁ ଦର୍ଶନ!-->…
Read More...
Read More...