Monthly Archives

May 2022

ବିରାଟ ଓ ରୋହିତଙ୍କ ଫର୍ମକୁ ନେଇ ଏମିତି କହିଲେ ସୌରଭ ଗାଙ୍ଗୁଲି

ମୁମ୍ବାଇ : ବିରାଟ କୋହଲି ଏବଂ ରୋହିତ ଶର୍ମା ଆଇପିଏଲ ୨୦୨୨ ରେ ବ୍ୟାଟ ସହିତ ସଂଘର୍ଷ କରୁଛନ୍ତି । ଅକ୍ଟୋବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଭାରତକୁ ଖେଳିବାକୁ ପଡିବ । ଏଭଳି ପରିସ୍ଥିତି ଏହି ଦୁଇ ଖେଳାଳିଙ୍କ ଫର୍ମ ଚିନ୍ତାର ବିଷୟ ପାଲଟିଛି । ରୋହିତଙ୍କ ଦଳ ମୁମ୍ବାଇ
Read More...

ପୋଷା ଦନ୍ତା ହାତୀ ନନ୍ଦର ମୃତ୍ୟୁ

ଚନ୍ଦକା: ଚନ୍ଦକା ଅଭୟାରଣ୍ୟରେ ପୋଷା ଦନ୍ତା ହାତୀ ନନ୍ଦର ମୃତ୍ୟୁ ହୋଇଛି । ଗତ କିଛି ଦିନ ତଳେ ପୋଷା ହାତୀ ନନ୍ଦ ଅସୁସ୍ଥ ଥିଲା । ତେଣୁ ତାକୁ ଚିକିତ୍ସା କରାଯାଉଥିଲା । ଚିକିତ୍ସା ପରେ ବି ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ହୋଇନଥିଲା । ଗତକାଲି ତାର ସ୍ୱାସ୍ଥ୍ୟବସ୍ଥା ଆହୁରି ବଗିଡି
Read More...

କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରକୁ କାଳି ମାଡ

ପୁରୀ : କେନ୍ଦ୍ର ମନ୍ତ୍ରୀ ସଂଜୀବ ବାଲିଆନଙ୍କ ଗାଡ଼ି ଉପରେ କାଳୀ ମାଡ଼ । ପୁରୀରେ ଛାତ୍ର କଂଗ୍ରେସ ପକ୍ଷରୁ କେନ୍ଦ୍ର ମନ୍ତ୍ରୀଙ୍କଙ୍କ ଗାଡି ଉପରେ କାଳୀ ମାଡ଼ କରାଯାଇଛି । ରବିବାର ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ପୁରୀ ଗସ୍ତରେ ଆସିଥିବା ବେଳେ ବଡ଼ଦାଣ୍ଡର ମାର୍କେଟ ଛକରେ ଏହି କାଳୀ ମାଡ଼
Read More...

ଗନ୍ଧରାଡି ଲୋକ କଳା ମହୋତ୍ସବ-୨୦୨୨ ପାଇଁ ଶୁଭସ୍ତମ୍ଭ ସ୍ଥାପନ ଓ ଲୋଗୋ ଉନ୍ମୋଚନ

ଜହ୍ନାପଙ୍କ: ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଐତିହାସିକ ଚାରିଶମ୍ଭୁପୀଠ ଠାରେ ଜୁନ ପ୍ରଥମ ସପ୍ତାହରେ ହେବାକୁ ଥିବା ଗନ୍ଧରାଡି ଲୋକ କଳା ମହୋତ୍ସବ ୨୦୨୨ ପାଇଁ ଆଜି ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଓ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଦ୍ୱାରା ଶୁଭସ୍ତମ୍ଭ ସ୍ଥାପନ
Read More...

ବୁଡ଼୍ରୁମାହାରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଅନେକ ଘର, ଉଡିଗଲା ଆଜବେଷ୍ଟ

ବାଲିଗୁଡା : କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଲେତିଙ୍ଗିଆ ପଞ୍ଚାୟତ ବୁଡ଼୍ରୁମାହା ଗ୍ରାମରେ ଶନିବାର ଦେଖିବାକୁ ମିଳିଛି କାଳବୈଶାଖୀର ତାଣ୍ଡବ । ଅପରାହ୍ନ ପ୍ରାୟ ୪ଟା ବେଳେ ଅଚାନକ ପ୍ରବଳ ବର୍ଷା ପବନ ହେବାରୁ ଗ୍ରାମର ୧୫ରୁ ଉର୍ଦ୍ଧ୍ୱ ଲୋକଙ୍କ ଘରର ଆଜବେଷ୍ଟସ ପବନରେ ଉଡ଼ି ବହୁ ଦୂରରେ
Read More...

ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଭାଗବତ ସପ୍ତାହ ଆରମ୍ଭ

କନ୍ଧମାଳ: ଘୁ.ଉଦୟଗିରି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଜିଠାରୁ ଭାଗବତ ସପ୍ତାହ ଆରମ୍ଭ ହୋଇଯାଇଛି । ଭାଗବତ ସପ୍ତାହ ନିମନ୍ତେ ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଶତାଧିକ ମହିଳା ପୁରୁଷ ଭକ୍ତଙ୍କ ଉପସ୍ଥିତିରେ ହରି ନାମ କୃଷ୍ଣ ନାମ ଗାଇବା ସହ ଖୋଳ,ତାଳ,ଗିନୀ, ମୃଦୁଙ୍ଗ ବଜେଇ ସ୍ଥାନୀୟ ନଦୀରୁ
Read More...

ଜାଣନ୍ତୁ,ଚିନ୍ତନ ଶିବିରରେ କ’ଣସବୁ ନିଷ୍ପତ୍ତି ନିଆଗଲା

ନୂଆଦିଲ୍ଲୀ,୧୫/୫ : ବାରମ୍ବାର ନିର୍ବାଚନୀ ଝଟକା,ଗୋଟିଏ ପରେ ଗୋଟିଏ ରାଜ୍ୟ ହାତରୁ ଖସିବା ଏବଂ କୌଣସି କାରଣରୁ ଦଳରୁ ବରିଷ୍ଠ ନେତାଙ୍କ ପ୍ରସ୍ଥାନ ଯୋଗୁ ଦଳର ଯେଉଁ କ୍ଷତି ଘଟିଛି,ତାହାର ଭରଣା ପାଇଁ ଦଳରେ ବ୍ୟାପକ ସଂସ୍କାର ତଥା ଆମୂଳଚୁଳ ପରିବର୍ତ୍ତନ ଦିଗରେ ପ୍ରୟାସ ସ୍ୱରୂପ କଂଗ୍ରେସର
Read More...

ସନ୍ଥ ଭୀମ ପ୍ରଭା ଜ୍ୟୋତି ସମ୍ମାନରେ ସମ୍ୱର୍ଦ୍ଧିତ ହେଲେ ଡ଼ଃ ନୃସିଂହାନନ୍ଦ

ଫୁଲବାଣୀ:-କନ୍ଧମାଳ ତଥା ଓଡିଶାର ବିଶିଷ୍ଟ ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ର ରାଜ୍ୟ ସ୍ତରୀୟ ସାହିତ୍ୟ ଓ ଆଧ୍ୟାତ୍ମିକ ସମ୍ମିଳନୀରେ ସନ୍ଥ ଭୀମ ପ୍ରଭା ଜ୍ୟୋତି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସନ୍ଥ କବି ଭୀମ ଭୋଇ ସାହିତ୍ୟ ପରିଷଦ ତରଫରୁ କଟକ ସାରଳା ଭବନଠାରେ ଆୟୋଜିତ ଏହି
Read More...

ଶେଷ ହେଲା କଂଗ୍ରେସର ଚିନ୍ତନ ଶିବିର : ଗାନ୍ଧି ଜୟନ୍ତୀରୁ ‘ଭାରତ ଯୋଡ୍‌’ ଯାତ୍ରା

ଉଦୟପୁର,୧୫/୫ : ରାଜସ୍ଥାନର ଉଦୟପୁର ଠାରେ ଅନୁଷ୍ଠିତ ହୋଇଯାଇଛି କଂଗ୍ରେସର ଚିନ୍ତନ ଶିବିର । ଆଜି ଥିଲା ଶିବିରର ଶେଷ ଦିବସ । ଏହି ଶିବିରରେ ଦଳର ରାଜ୍ୟ ପ୍ରଭାରୀ ଠାରୁ ଆରମ୍ଭ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀ ଯୋଗ ଦେଇଥିଲେ । ଏହି ଶିବିରରେ ନେତାମାନଙ୍କୁ
Read More...

ଶପଥ ନେଲେ ମାନିକ ସାହା

ଅଗରତାଲା: ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମାନିକ ସାହା ଆଜି ଶପଥ ନେଇଛନ୍ତି । ତ୍ରିପୁରା ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମାନିକ ସାହା କହିଛନ୍ତି, ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ କାର୍ଯ୍ୟକୁ
Read More...