Monthly Archives

June 2022

ରୋଗ ଶଯ୍ୟାରେ କମଲ ବରିହା, ସରକାରୀ ସହାୟତା ଅପେକ୍ଷାରେ ଗରିବ ପିତାମାତା

ପାଟଣାଗଡ଼: ଆଖିରେ ଆଖିଏ ସ୍ୱପ୍ନ,ଜୀବନ ସାରା ହାଡ଼ ଭଙ୍ଗା ପରିଶ୍ରମ ର ଫଳ ମିଳିବ । ପୁଅ ଦିନେ ହାକିମ ହେବ, ହେଲେ ଦଇବ ସହିଲା ନାହିଁ ଭେଣ୍ଡିଆ ପୁଅ ଏବେ ରୋଗ ଶଯ୍ୟାରେ । ଏହା କୌଣସି ନାଟକର ସଂଲାପ ନୁହେଁ ବରଂ ରୋଗ ଶଯ୍ୟାରେ ପଡିଥିବା ଜଣେ ପୁଅର ବୃଦ୍ଧ ମାଆ ବାପାଙ୍କର କୋହଭରା କଥା ।
Read More...

ବାରବାଟୀ ଟି-୨୦, କିଛି ସମୟରେ ଅନଲାଇନ ଟିକେଟ ଶେଷ

କଟକ,୧/୬ : ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଆଉ ମାତ୍ର ଏଗାର ଦିନ ବାକି ଥିବାବେଳେ ଏହାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଓ ଉକ୍ରଣ୍ଠା ବଢିବାରେ ଲାଗିଛି । ଏବେ ଚାରିଆଡେ଼ କ୍ରିକେଟ ଫିଭର । ମ୍ୟାଚ ପାଇଁ ଓଡ଼ିଶା କ୍ରିକେଟ
Read More...

ବାଇକ ଦୁର୍ଘଟଣାରେ ୨ମୃତ, ଜଣେ ଗୁରୁତର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସୁଲୁମାହା ଗ୍ରାମ ନିକଟ ଘାଟି ଉପରେ ବାଇକ ଦୁର୍ଘଟଣା ଘଟି ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା ପ୍ରକାରେ ସ୍ରାନିକେତା ପଞ୍ଚାୟତ ସାଲାଇଜୁ ଗ୍ରାମର ୩ଜଣ ଯୁବକ ଏକ ଗ୍ଲାମର ବାଇକରେ
Read More...

କେକେଙ୍କୁ ତୋପ ସଲାମୀ : ଆସନ୍ତାକାଲି ଅନ୍ତିମ ସଂସ୍କାର

କୋଲାକତା: ବଲିଉଡର ଲେଶକପ୍ରିୟ ଗାୟକ କେକେଙ୍କୁ ଆଜି ଏଠାରେ ଦିଆଯାଇଛି ତୋପ ସଲାମୀ । ଅନ୍ତିମ ସଂସ୍କାର ଆସନ୍ତାକାଲି ମୁମ୍ବାଇରେ ହେବ । ମଙ୍ଗଳବାର କୋଲକାତାର ଲାଇଭ କନର୍ସଟ ବେଳେ ଅସୁସ୍ଥ ହୋଇ ପଡିଥିବା କେକେ ହଠାତ୍‌ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି । ମଙ୍ଗଳବାର ରାତି ୧୨ଟାରେ କେକେଙ୍କ
Read More...

ବିସିସିଆଇ ସଭାପତି ପଦରୁ ଇସ୍ତଫା ଖବରକୁ ଖଣ୍ଡନ କଲେ ଦାଦା

ନୂଆଦିଲ୍ଲୀ: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କର ଆଜିର ଏକ ଟୁଇଟକୁ ନେଇ ଦିନତମାମ କ୍ରିିକେଟ ସମେତ ବିଭିନ୍ନ ମଡଲରେ ହଇଚଇ ସୃଷ୍ଟି ହୋଇଥିଲା । ତେବେ କିଛି ଘଣ୍ଟା ପରେ ଏଥିରେ ଯବନିକା ପଡ଼ିଥିଲା । ଗାଙ୍ଗୁଲି ଆଜି ଅପରାହ୍ନରେ ପୋଷ୍ଟ କରିଥିବା ଏହି ଟୁଇଟରେ କହିଥିଲେ ଯେ ଆଜି ମୁଁ କିଛି
Read More...

୫-ଟି ହାଇସ୍କୁଲ ରୂପାନ୍ତରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଲୋକାର୍ପଣ

ବୌଦ୍ଧ/ଜହ୍ନାପଙ୍କ: ଆଜି ବୌଦ୍ଧ ଜିଲ୍ଲାର ୨୪ ଟି ୫-ଟି ହାଇସ୍କୁଲର ରୂପାନ୍ତରିତ କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଲୋକାର୍ପଣ ହୋଇଯାଇଛି ।ଏହି ଉପଲକ୍ଷେ ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ବୌଦ୍ଧ
Read More...

ନୟାଗଡ଼ ବନଖଣ୍ଡରେ ଚାଲିଛି ଅବାଧ ବନ୍ୟଜନ୍ତୁ ଶିକାର, ନିଘୋଡ ନିଦ୍ରାରେ ବନବିଭାଗ

ଦଶପଲ୍ଲା : ବିପଦରେ ବନ୍ୟପ୍ରାଣୀ, ଦିନକୁ ଦିନ ନୟାଗଡ଼ ଜିଲ୍ଲାରେ ବଢିଚାଲିଛି ବନ୍ୟପ୍ରାଣୀଙ୍କ ଶିକାର । ନିଦାବିଷ୍ଣୁ ପାଲଟିଛି ବନ ବିଭାଗ । ପ୍ରାପ୍ତ ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ ତାର ସଂଯୋଗ କରି ଅବାଧରେ ବନ୍ୟଜନ୍ତୁ ଶିକାର
Read More...

ବିବିଏମସିଏଚ୍‌ ସମସ୍ୟା ଦୃଷ୍ଟି ଆକର୍ଷଣ ଓ ସମାଧାନ ଦାବୀ କଲେ ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗୀର: ଭୀମଭୋଇ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲର ବିଭିନ୍ନ ସମସ୍ୟା ସଂପର୍କରେ ବଲାଙ୍ଗୀର ସ୍ୱେଚ୍ଛାସେବୀ ସଙ୍ଗଠନ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରି ଆଲୋଚନା କରିଥିଲେ । ରେଡିଓଲୋଜିଷ୍ଟଙ୍କ ଛୁଟି ଯୋଗୁଁ ଅଲଟ୍ରାସାଉଣ୍ଡ ଦୀର୍ଘ ଦିନ ବନ୍ଦ ରହିବା ଓ ସୀମିତ ସଂଖ୍ୟା ଯୋଗୁଁ ଲମ୍ବା ଧାଡିରେ
Read More...

ଏସିଆ କପ ହକି : ବ୍ରୋଞ୍ଜ ସହ ଭାରତର ଅଭିଯାନ ଶେଷ

ଜାକର୍ତ୍ତା: ଏସିଆ କପ ହକିରେ ଭାରତର ଅଭିଯାନ ଶେଷ ହୋଇଛି । ଆଜି ଅନୁଷ୍ଠିତ ମ୍ୟାଚରେ ଜାପାନକୁ ପରାସ୍ତ କରି ଭାରତ ବ୍ରୋଞ୍ଜ ହାସ କରିଛି ଏବଂ ଏଥିରେ ଏହାକୁ ସନ୍ତୁଷ୍ଟ ରହିବାକୁ ପଡ଼ିଛି । ଅଳ୍ପକେ ଫାଇନାଲରୁ ବର୍ତ୍ତିଥିବା ଭାରତୀୟ ହକି ଟିମ୍‌ ଆଜିର କ୍ଲାସିଫିକେସନ ମ୍ୟାଚ୍‌ରେ କୌଣସି
Read More...

ବସଷ୍ଟାଣ୍ଡ ସ୍ଥାନାନ୍ତର ପାଇଁ ଆଲୋଚନା

ବଲାଙ୍ଗୀର: ବସ୍‌ ଟର୍ମିନାଲକୁ କାର୍ଯ୍ୟକ୍ଷମ କରିବା ସଂପର୍କରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧକ୍ଷତାରେ ଆଲୋଚନା କରାଯାଇଛି । ଜିଲ୍ଲାପାଳଙ୍କ ସମ୍ମଳନୀ କକ୍ଷରେ ଅନୁଷ୍ଠିତ ଆଲୋଚନାରେ ରାଜ୍ୟ ପରିବହନ ବିଭାଗର ଏକ ଉଚ୍ଚସ୍ତରୀୟ କମିଟୀ ନିର୍ଦ୍ଦେଶକ ଦିପ୍ତେଶ ପଟ୍ଟନାୟକ, ପୌରାଧକ୍ଷା ଲିକା
Read More...