Monthly Archives

July 2022

ହାଇକୋର୍ଟ ପ୍ରତିଷ୍ଠା ଦିବସରେ ସମ୍ମାନିତ ହେବେ ଆଇନଜୀବୀ ନିହାର ମିଶ୍ର

ଭବାନୀପାଟଣା: ଓଡ଼ିଶା ଜୁଡିସିଆଲ ଏକାଡେମୀ ଦ୍ୱାରା ହାଇକୋର୍ଟ ପ୍ରତିଷ୍ଠା ଦିବସ ରେ ପ୍ରମୋଜିଙ୍ଗି ଲୟର୍ସ ଅଫ ଦି ଇୟର ସମ୍ମାନରେ ଆଇନଜୀବି ନିହାର ରଞ୍ଜନ ମିଶ୍ରଙ୍କୁ ଚଳିତ ମାସ ୨୭ ତାରିଖ ଦିନ ସମ୍ମାନିତ କରିବ । ଆସନ୍ତା ୨୭ତାରିଖ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାର ୨୨ ଆଇନଜୀବି ସେଥି ମଧ୍ୟରେ
Read More...

୨୬ ଲକ୍ଷ ମୂଲ୍ୟର ବ୍ରାଉନସୁଗାର ଜବତ, ୮ ଗିରଫ

ପୁରୀ : ପୁରୀ ବାସେଳୀ ସାହି ଥାନା ଓ ସ୍ୱତନ୍ତ୍ର ସ୍କ୍ୱାର୍ଡକୁ ବଡ ସଫଳତା । ୨୬୭ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ୩ ଜଣ ବ୍ରାଉନସୁଗାର ଯୋଗାଣକାରୀଙ୍କ ସହ ନୋଳିଆ ସାହିରେ କାରବାର କରୁଥିବା ୫ ମହିଳାଙ୍କୁ ଗିରଫ କରାଯାଉଛି । ସେମାନଙ୍କ ଠାରୁ ୨୬ ଲକ୍ଷ ମୂଲ୍ୟର ୨୬୭ ଗ୍ରାମ
Read More...

ଇଡି କାର୍ଯ୍ୟାଳୟରେ ପହଞ୍ଚିଲେ ସୋନିଆ

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ତାଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡିରେ ଆଜି ପଚରାଉଚରା କରାଯିବ । ସେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସମାନ କାରରେ ଯାଇଥିଲେ । ଇଡି କାର୍ଯ୍ୟାଳୟରେ ଦଳର ସାଧାରଣ ସମ୍ପାଦକ
Read More...

ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ

ଫୁଲବାଣୀ:ଗୁରୁବାର ସ୍ଥାନୀୟ ଏଜେଓ ହାଇସ୍କୁଲର ସମ୍ମିଳନୀ କକ୍ଷ ଠାରେ ଫୁଲବାଣୀ ବ୍ଲକସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଫୁଲବାଣୀ ବ୍ଲକ ଶିକ୍ଷାଧିକାରୀ ରଞ୍ଜନ କହଁର, ଜିଲା ସାଇନ୍ସ ସୁପରଭାଇଜର ଅଶୋକ ପାତ୍ର, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅଶୋକ ମିଶ୍ର
Read More...

ଆଶା ଓଡ଼ିଶାର ଦୁଇ ଦିନିଆ ହୋମିଓପାଥିକ୍‌ ସେମିନାର

ପୁରୀ: ସ୍ୱର୍ଗତ ସ୍ୱନାମଧନ୍ୟ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ହୋମିଓପାଥିକ ଚିକିତ୍ସକ ତଥା ପ୍ରଶିକ୍ଷକ ଡାକ୍ତର ଅଶୋକ କୁମାର ମହାନ୍ତିଙ୍କ ୫୯ ତମ ଜନ୍ମବାର୍ଷିକୀ ଅବସରରେ ୟୁଥ୍‌ ହଷ୍ଟେଲ ପରିସରରେଏକ ୨ ଦିନିଆ ସେମିନାର ଉଦଘାଟିତ ହୋଇଯାଇଛି । ବରିଷ୍ଠ ଚିକିତ୍ସକ ଡାକ୍ତର କୃଷ୍ଣଚନ୍ଦ୍ର ମିଶ୍ର
Read More...

ଆସନ୍ତାକାଲି ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ନବରଙ୍ଗପୁର: ନବରଙ୍ଗପୁର ମହାବିଦ୍ୟାଳୟ ଏହାର ୫୦ ବର୍ଷ ପୂର୍ତ୍ତି ଅବସରରେ ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଛି । ଏଥିପାଇଁ ଆସନ୍ତା ଜୁଲାଇ ୨୨ ତାରିଖରେ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ ଓ ବିଭିନ୍ନ ପର୍ଯ୍ୟାୟରେ ୪ ଗୋଟେ ପ୍ରସ୍ତୁତି ବୈଠକ ଜୁଲାଇ ମାସ ମଧ୍ୟରେ
Read More...

ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ, ସମସ୍ତ ୬ଟି ଫ୍ରାଞ୍ଚାଇଜ୍‌ କିଣିଲେ ଆଇପିଏଲ୍‌ ମାଲିକ

ନୂଆଦିଲ୍ଲୀ : ଆସନ୍ତା ବର୍ଷଠାରୁ ଆଇପିଏଲ୍‌ ଢାଞ୍ଚାରେ ଦକ୍ଷିଣ ଆଫ୍ରିକାରେ ଖେଳାଯିବ ସାଉଥ୍‌ ଆଫ୍ରିକା ଟି-୨୦ ଲିଗ୍‌ । ଯେଉଁଥିରେ ମୋଟ ୬ଟି ଦଳ ଭାଗ ନେବେ । ତେବେ ଏହି ୬ଟି ଯାକ ଟିମ୍‌ର ମାଲିକାନା ଆଇପିଏଲ୍‌ ଦଳର ମାଲିକମାନେ ହିଁ ହାତେଇ ନେଇଛନ୍ତି । ଅର୍ଥାତ ଭାରତୀୟମାନେ ଏବେ ଆଇପିଏଲ ସହ
Read More...

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ଲାଷ୍ଟିକ ବ୍ୟବହାରକୁ ବର୍ଜନ ଓ ପରିବେଶ ସ୍ୱଚ୍ଛତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ପ୍ଲାଷ୍ଟିକ ବ୍ୟବହାରକୁ ବର୍ଜନ ଓ ପରିବେଶ ସ୍ୱଚ୍ଛତାକୁ ନେଇ ବିଦ୍ୟାଳୟ ପରିସରରେ ସଫେଇ ଓ ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ
Read More...

ଚୁକ୍ତିଭିତ୍ତିକ ନିଯୁକ୍ତିକୁ ଉଚ୍ଛେଦ ଦାବି ନେଇ ଦାବିପତ୍ର ପ୍ରଦାନ ଓ ଦସ୍ତଖତ ଅଭିଯାନ

ବାଲିଗୁଡ଼ା : ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ ଦାରିଙ୍ଗବାଡ଼ି ବ୍ଲକରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବି ନେଇ ବୁଧବାର ଦିନ ଦାରିଙ୍ଗବାଡ଼ିଠାରେ ଏକ ଦସ୍ତଖତ ଅଭିଯାନ କରିବା ସହ ଏହି ନିଯୁକ୍ତି ପ୍ରକ୍ରିୟାକୁ ଉଚ୍ଛେଦ ପାଇଁ
Read More...

ଗଞ୍ଜେଇ ଭର୍ତ୍ତି ବୋଲେରୋ ଜବତ,ଦୁଇ ଚାଲାଣକାରୀ ଗିରଫ

ବାଲିଗୁଡ଼ା: କନ୍ଧମାଳରେ ଥମୁନି ଗଞ୍ଜେଇ ଚୋରାଚାଲାଣ । ବାହାର ଜିଲ୍ଲାକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ମାଡ଼ି ବସିଲା ପୋଲିସ୍‌ । ୧୦୪ କେଜି ଗଞ୍ଜେଇ ସହ ବୋଲେରୋ ଜବତ, ଦୁଇ ଚାଲାଣକାରୀ ଗିରଫ । ସୂଚନା ପ୍ରକାରେ ବାଲିଗୁଡ଼ା ଥାନା ପୋଲିସ୍‌ ସବ୍‌ ଇନ୍ସପେକ୍ଟର ଆସୁତୋଷ ପାଇକରାୟ ନିଜ
Read More...