Monthly Archives

August 2022

ୟୁନିୟନ ଆରସେଟି ପକ୍ଷରୁ ଛତୁ ଚାଷ ତାଲିମ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଅନ୍ତର୍ଗତ ବି. ଅନ୍ତରଡା ଗ୍ରାମ ପଞ୍ଚାୟତର ମାଣିକ ପୁର ଗ୍ରାମ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ୧୦ ଦିନିଆ ଛତୁ ଚାଷ ତାଲିମ ଦିଆଯାଉଛି । ୧୧.୮ ୨୦୨୨ ତାରିଖଠାରୁ ୨୦.୮. ୨୦୨୨ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଉଦଘାଟନୀ ଉତ୍ସବରେ
Read More...

ଜିଲ୍ଲା ପ୍ରେସ କ୍ଳବ ଫୁଲବାଣୀ ପକ୍ଷରୁ ଜାତୀୟ ସଂହତି ଓ ଏକତା ଆଜିର ଆହ୍ୱାନ ଉପରେ ଆଲୋଚନା ଚକ୍ର

ଫୁଲବାଣୀ:ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ତରଫରୁ ଆଜାଦୀକା ଅମୃତ ମହୋତ୍ସବ ସାରା ଦେଶରେ ଧୁମ୍‌ ଧାମରେ ପାଳନ କରାଯାଉଛି । ଏହି ଅବସରରେ କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଜିଲ୍ଲା ପ୍ରେସ କ୍ଳବ ଫୁଲବାଣୀ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସୁନୀଲ କୁମାର ପଟ୍ଟନାୟକଙ୍କ
Read More...

ପ୍ରବଳ ବର୍ଷା ଯୋଗୁଁ ସମ୍ବଲପୁର ତଳି ଅଞ୍ଚଳରେ ବନ୍ୟା ବିତ୍ପାତ, ପ୍ରଭାବିତ ୧୧୩୮ ଜଣଙ୍କୁ ୭ ଆଶ୍ରୟସ୍ଥଳକୁ…

ସମ୍ବଲପୁର : ଗତ ତିନିଦିନ ଧରି ଲଗାଣ ବର୍ଷା ଫଳରେ ସମ୍ବଲପୁରର ତଳି ଅଞ୍ଚଳରେ ପଛୁଆ ପାଣି ପଶି ବନ୍ୟା ପରିସ୍ଥିତି ଦେଖାଦେଇଛି, କାରଣ ସଂଲଗ୍ନ ମହାନଦୀ ପୂର୍ଣ୍ଣିମା ହୋଇ ବୋହୁଛି ଓ ନଗର ମଧ୍ୟରୁ ବର୍ଷାଜଳ ନିଷ୍କାସିତ ହୋଇ ପାରୁନାହିଁ । ଗତରାତି ପର୍ଯ୍ୟନ୍ତ ପ୍ରଭାବିତ ତଳି ଅଞ୍ଚଳରୁ ୧୧୩୮
Read More...

ପୁରୀ ଜିଲାରେ ତିଆରି ହେବ ୪୨ କିଲୋମିଟର ଲୁଣାବନ୍ଧ

ପୁରୀ : ପୁରୀ ଜିଲାରେ ତିଆରି ହେବ ୪୨ କିଲୋମିଟର ଲୁଣାବନ୍ଧ । କାକଟପୁର ଓ ବ୍ରହ୍ମଗିରିରେ ତିଆରି ହେବ ଏହି ଲୁଣାବନ୍ଧ । ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ସୂଚନା ଦେଇଛନ୍ତି ପୂର୍ବତନ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ଏଥିପାଇଁ ୧୩୧ କୋଟି ୪୧ ଲକ୍ଷ ଟଙ୍କା ମଂଜୁର କରାଯାଇଛି ।
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରେ ବାଣ୍ଟିଲେ ତ୍ରିରଙ୍ଗା ପତାକା

ସମ୍ବଲପୁର: ରାଉରକେଲା ଓ ସୁନ୍ଦରଗଡ଼ରେ ଆଜାଦି କା ଅମୃତ ମହୋତ୍ସବର ବିବିଧ କାର୍ଯ୍ୟକ୍ରମରେ ଯୋଗ ଦେଇ ଗତସନ୍ଧ୍ୟାରେ ସମ୍ବଲପୁରରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସର୍ବପ୍ରଥମେ ଈଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କ ଦର୍ଶନ ଲାଭ କରିଥିଲା । ପରେ ସମଲେଶ୍ୱରୀ ମନ୍ଦିର ନିକଟରେ
Read More...

ନାନ୍ଦୁପଲାରୁ ବିରଳ ବହୁରୂପୀ ଏଣ୍ଡୁଅ ଉଦ୍ଧାର

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ନାନ୍ଦୁପଲା ଗାଁର ଜଣକ ବାଡ଼ିରୁ ଏକ ବିରଳ ବହୁରୂପୀ ଏଣ୍ଡୁଅ ବନବିଭାଗ ଉଦ୍ଧାର କରିଛି । ସୂଚନା ଅନୁସାରେ ଏହି ବିରଳ ବହୁରୂପୀ ଏଣ୍ଡୁଅଟି ସଢାନନ୍‌ ଖମାରୀଙ୍କ ବାଡ଼ିରେ ଏକ ଗଛରେ ଥିବା ଦେଖି ସଢାନନ୍‌ ବନ ବିଭାଗକୁ ଖବର ଦେଇଥିଲେ ।
Read More...

ଏମ୍‌ଟିଜି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯକ୍ରମ

ପୁରୀ : ଏମ୍‌ଟିଜି ଗ୍ରୁପ୍‌ ପକ୍ଷରୁ ଆଜାଦି କି ଅମୃତ ମହୋତ୍ସବ ଅବସରରେ ପାଳିତ ହୋଇଛି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ । ପୁରୀ କଚେରୀ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରୁପ୍‌ର ସଦସ୍ୟମାନେ ହାତରେ ତ୍ରିରଙ୍ଗା ଧରି ଭାରତ ମାତା କି ଜୟ ସ୍ଲୋଗାନ ଦେଇଥିଲେ । ଗ୍ରୁପର ସଦସ୍ୟ କୃଷ୍ଣ
Read More...

ହୀରାକୁଦରୁ ବ୍ୟାପକ ଜଳ ନିଷ୍କାସନ ଯୋଗୁଁ ମହାନଦୀରେ ବନ୍ୟା

ସମ୍ବଲପୁର: ହୀରାକୁଦ ଉପରମୁଣ୍ଡରେ ବ୍ୟାପକ ବର୍ଷା ଯୋଗୁଁ ଜଳଭଣ୍ଡାରକୁ ବିପୁଳ ପରିମାଣରେ ବନ୍ୟାଜଳ ପ୍ରବେଶ କରୁଛି ଓ ସେଥିପାଇଁ ସେହି ଅନୁସାରେ ୨୮ ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି । ଏହାଫଳରେ ମହାନଦୀରେ ବନ୍ୟା ଯୋଗୁଁ ଏଠାକାର ତଳିଆ ଓ ଉପକଣ୍ଠ ଅଞ୍ଚଳରେ ସ୍ଥିତି ବିପନ୍ନ ହୋଇପଡିଛି
Read More...

ମୁଣ୍ଡାସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀପଦାନ ସହ ଜାତୀୟ ସଙ୍ଗୀତ ଗାନ

ବାଲିଗୁଡ଼ା: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶ ପାଳୁଛି “ଆଜାଦୀ କା ଅମୃତ୍‌ ମହୋତ୍ସବ” । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ମୁଣ୍ଡାସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ୭୫ଟି ଦୀପଦାନ ସହ ଜାତୀୟ
Read More...

ସେଣ୍ଟ୍‌ ଜାଭିୟର୍ସ ପବ୍ଲିକ ସ୍କୁଲ ବୌଦ୍ଧ ତରଫରୁ ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମ

ବୌଦ୍ଧ,୧୩/୮- ସେଣ୍ଟ୍‌ ଜାଭିୟର୍ସ ପବ୍ଲିକ ସ୍କୁଲ ବୌଦ୍ଧ ପକ୍ଷରୁ ଆଜି ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର
Read More...