Monthly Archives

August 2022

ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକଙ୍କ ଶ୍ରଦ୍ଧାଞ୍ଜଳି ସଭା

ଚଣ୍ଡିଖୋଲ : ବଡ଼ଚଣା ବ୍ଲକ ଅନ୍ତର୍ଗତ ସୁଙ୍ଗୁଡ଼ା ପଞ୍ଚାୟତ ସୁଙ୍ଗୁଡ଼ା ଗ୍ରାମର ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ପଦ୍ମଚରଣ ନାୟକ ନିକ ସାରଙ୍କ ଜନ୍ମସ୍ଥାନ ସୁଙ୍ଗୁଡ଼ା ଠାରେ ଏକଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଅଭିମନ୍ୟୁ ଧଳ ସମରେନ୍ଦ୍ର
Read More...

ଏକକ ବିଦ୍ୟାଳୟ ଶୌର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ

ନବରଙ୍ଗପୁର:- ସ୍ଥାନୀୟ ଆଁଉଳୀସ୍ଥିତ ଗୋଶାଳା ପରିସର ମଧ୍ୟରେ ଏକକ ଅଭିଯାନର ଉଦଯାପନ ଉତ୍ସବ ସମାପ୍ତ ହୋଇଛି । ଅନ୍ତିମ ସତ୍ରରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ ପ୍ରଶାସନିକ ପ୍ରମୁଖ ସର୍ବେଶ୍ୱର ତ୍ରିପାଠୀ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶେଷ ଅଭିଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା
Read More...

ସର୍ବସାଧାରଣ ରାସ୍ତା ଅବରୋଧ ନେଇ ଦାବିପତ୍ର ପ୍ରଦାନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକର ଚକାପାଦ ତହିସଲ ଅନ୍ତର୍ଗତ କୁସୁମେଣ୍ଡି ଗ୍ରାମର ପର କୁସୁମେଶି ମୌଯାସ୍ଥିତ କୁସୁମେଢି ଛକ ଠାରୁ କାମନା ଘର ଦେଇ ଯାଇଥିବା ସର୍ବସାଧାରଣ ରାସ୍ତା ଅବରୋଧ ହୋଇଥିବାରୁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଗ୍ରାମବାସୀ
Read More...

ଫୁଲବାଣୀ ଆଇଟିଡିଏ ପକ୍ଷରୁ କଡକ ନାଥ କୁକୁଡ଼ା ବଣ୍ଟନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସମନ୍ୱିତ ଜନଜାତି ଉନ୍ନୟନ ସଂସ୍ଥା ଫୁଲବାଣୀ ପକ୍ଷରୁ ମିଶନ ଜୀବିକା ମାଧ୍ୟମରେ ଫିରିଙ୍ଗିଆ ବ୍ଲକ ବେଡାକେତା ଗ୍ରାମରେ ବିଶ୍ୱ ଆଦିବାସୀ ଦିବସରେ ପଇଁଚାଳିଶ ଜଣ ଆଦିବାସୀଙ୍କୁ କଡକ ନାଥ କୁକୁଡ଼ା ପ୍ରଦାନ କରାଯାଇଥିଲା । ମିଶନ ଜୀବିକା ପକ୍ଷରୁ ଏହି ସ୍ୱତନ୍ତ୍ର
Read More...

ଖପ୍ରାଖୋଲରେ ବ୍ଲକ୍‌ ସ୍ତରୀୟ କୃଷି ଓ ଜଳସେଚନ ସମ୍ପର୍କିତ ସମନ୍ୱୟ ବୈଠକ

ଖପ୍ରାଖୋଲ : ସ୍ଥାନୀୟ ତହସିଲ କାର୍ଯ୍ୟଳୟଠାରେ କୃଷି ଓ ଜଳସେଚନ ସମ୍ପର୍କିତ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଲକ କୃଷି ଅଧିକାରୀ ଡମ୍ବରୁଧର ମେହେର, ସହକାରୀ କୃଷି ଅଧିକାରୀ ସୁଜିତ କୁମାର ଭୋଇ, କ୍ଷୁଦ୍ର
Read More...

ତେଲେନପାଲିରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ତେଲେନପାଲି ଠାରେ ବିଶ୍ୱ ଆଦିବାସୀ ଦିବସ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି । ଆଦିବାସୀ କର୍ମଚାରୀ ସଂଘ ସଭାପତି ନିହାର ରଞ୍ଜନ ଭୋଇଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ରୂପେ ହରିଶଙ୍କର ବନବିଭାଗ ରେଞ୍ଜ ଅଧିକାରୀ ଗିରିଧାରୀ ନାଗ, ମୁଖ୍ୟ ବକ୍ତା
Read More...

ଅଟୋ-ବସ୍‌ ମୁହାଁମୁହିଁ ଧକ୍କା :
ଚାଲିଗଲା ୯ ଜଣଙ୍କ ଜୀବନ

ବୀରଭୂମି: ପଶ୍ଚିମବଙ୍ଗର ବୀରଭୂମି ଦେଇ ଯାଇଥିବା ୬୦ ନମ୍ବର ଜାତୀୟ ରାଜପଥରେ ଆଜି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ରାଜ୍ୟ ପରିବହନ ବିଭାଗ ଏକ ବସ୍‌ ସହ ସାମ୍ନା ପଟୁ ଆସୁଥିବା ଅଟୋର ଜୋରଦାର ଧକ୍କା ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଟୋଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।
Read More...

ବେସରକାରୀ ଅଣ ଅନୁଦାନ ପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସଂଘର ବୈଠକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆଠାରେ ବେସରକାରୀ ଅଣ ଅନୁଦାନ ପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସଂଘର ୧-୬-୨୦୦୮ରୁ ୩୦-୧୧-୨୦୧୩ ର ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ୧-୬-୨୦୦୮ ମସିହା ଠାରୁ ଅଦ୍ୟାବଧି ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟରେ ପରିଚାଳନା
Read More...

ଟି-୨୦ ର‍୍ୟାଙ୍କିଙ୍ଗ: ପ୍ରଥମ ଥର ପାଇଁ ଟପ୍‌-୧୦ରେ ଜେମିମା ରୋଡ୍ରିଗସ

ଦୁବାଇ: ଆଜି ପ୍ରକାଶ ପାଇଛି ଆଇସିସି ମହିଳା ଟି-୨୦ ମାନ୍ୟତା ତାଲିକା । ଏଥିରେ ଭାରତର ଦ୍ରୁତ ବୋଲର ରେଣୁକା ସିଂହ ଠାକୁରଙ୍କୁ ମିଳିଛି ଜବରଦସ୍ତ ଫାଇଦା । ସେ ୧୮ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି । ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ରେଣୁକା ଦମଦାର ବୋଲିଂ କରିଥିଲେ । ଏହି
Read More...

ମେଣ୍ଟ ଭଙ୍ଗ ନେଇ ବିଜେପିର ପ୍ରତିକ୍ରିୟା : ଜନତା ଉଚିତ୍‌ ଶିକ୍ଷା ଦେବେ

ପାଟାନା: ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାରଙ୍କ ଇସ୍ତଫା ପରେ ବିଜେପିର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଦଳ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛି ଯେ, “ଯେଉଁମାନେ ଏଭଳି କରିଛନ୍ତି,ଯେଉଁମାନେ ନିଜ ସହଯୋଗୀ ଦଳକୁ ଧୋକା ଦେଇଛନ୍ତି । ସେମାନଙ୍କୁ ଜନସାଧାରଣ ଉଚିତ ଶିକ୍ଷା
Read More...