Monthly Archives

September 2022

ଏଲ ଆଣ୍ଡ ଟି ପକ୍ଷରୁ ସଂଗ୍ରାମପୁର ହାଇସ୍କୁଲକୁ ସୌର ଚାଳିତ ଏଲଇଡି ଲାଇଟ ପ୍ରଦାନ

ଜହ୍ନାପଙ୍କ: ବୌଦ୍ଧ ବ୍ଳକ ତେଲିବନ୍ଧ ପଂଚାୟତ ଅନ୍ତର୍ଗତ ରାମପୁରଠାରେ ଏଲ ଆଣ୍ଡ ଟିପକ୍ଷରୁ ବୃହତ୍ତ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଚାଲୁଅଛି । ଆଜି ଏହି କମ୍ପାନୀ ପକ୍ଷରୁ ତାଳସରଡା ପଂଚାୟତ ଅନ୍ତର୍ଗତ ସଂଗ୍ରାମପୁର ଉଚ୍ଚ ବିଦ୍ୟାଳୟକୁ ୧୧ଟି ସୌର ଚାଳିତ ଏଲଇଡି ଲାଇଟ ପ୍ରଦାନ
Read More...

ଗାଁକୁ ରାସ୍ତା ନାହିଁ, ପୁଣି ବୁହା ହେଲେ ମହିଳା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ କରଚବାଡି ପଞ୍ଚାୟତ ବୁଲଡ଼ପଙ୍କା ଗ୍ରାମରେ ଦେଖାଦେଇଛି ବିକାଶର ନଗ୍ନ ମାନଚିତ୍ର । ସରକାର ମାଆକୁ ସମ୍ମାନ, ଗାଁକୁ କାମ ନାରା ଦେଇ ବିକାଶର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଆଜି ବି ଗାଁକୁ ରାସ୍ତା ନଥିବାରୁ ଲୋକଙ୍କ କାନ୍ଧରେ ବୁହା
Read More...

ମହିଳା ସ୍ନାତକ କଲେଜରେ ଯୁବ ସଂସ୍କାର କାର୍ଯ୍ୟକ୍ରମ

ନବରଙ୍ଗପୁର: ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶିତ ଯୁବ ରେଡକ୍ରସ୍‌ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ମାଲେଶ୍ୱରୀ ସାହୁ ଯୋଗ ଦେଇ ଯୁବ ସଂସ୍କାରର ମହତ୍ତ୍ୱ ସମ୍ପର୍କରେ ଛାତ୍ରୀ
Read More...

ରୋଜଗାରିଆ ପୁଅର ଦୁଇଟି ଯାକ କିଡନୀ ଫେଲ୍, ଜୀବନ ବଞ୍ଚେଇବାକୁ ନେହୁରା ହେଉଛନ୍ତି ବାପା, ମାଆ

ଭୁବନେଶ୍ବର : ରୋଜଗାରିଆ ପୁଅର ଦୁଇଟି ଯାକ କିଡନୀ ଫେଲ୍ । ଜୀବନ ବଞ୍ଚେଇବାକୁ ନେହୁରା ହେଉଛନ୍ତି ବାପା, ମାଆ । ଦିବାନା ସ୍ୱାଇଁ ଘରର ଗୋଟିଏ ବୋଲି ରୋଜଗାରିଆ ବଡ ପୁଅ । ବାପା ମା ଭାବିଥିଲେ, ପୁଅ ରୋଜଗାର କରି ଘର ସମ୍ଭାଳିବ । ବୁଢା ବୟସରେ କାନ୍ଧକୁ ବଳ ଦେବ । ହେଲେ ସେ ସବୁ ସ୍ୱପ୍ନ ଆଜି
Read More...

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

ପୁରୀ : ୨୭ ସେପ୍ଟେମ୍ବରକୁ ବିଶ୍ୱ ପର୍ଯ୍ୟଟନ ଦିବସ ଭାବେ ପାଳନ କରାଯାଏ । ପର୍ଯ୍ୟଟନ ଶିଳ୍ପକୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ୟୁଏନ୍‌ ପକ୍ଷରୁ ଏହା ବିଶ୍ୱ ବ୍ୟାପି ପାଳନ ହୋଇଥାଏ । ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା
Read More...

ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ

ବୌଦ୍ଧ,୨୬/୯ : ବୌଦ୍ଧସ୍ଥିତ ବନ୍ୟା ଆଶ୍ରୟସ୍ଥଳୀଠାରେ ଆଜି ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୋଦ କୁମାର ପ୍ରଧାନ
Read More...

ବୌଦ୍ଧ: ଆଦର୍ଶ କୃଷି ବଜାର ପରିସରରେ ଖୋଲିବ ବୁଣାକାର ହାଟ

ବୌଦ୍ଧ,୨୬/୯: ଆସନ୍ତା ଅକ୍ଟୋବର ମାସରେ ଆଦର୍ଶ କୃଷି ବଜାର ପରିସରରେ ବୁଣାକାର ହାଟ ଖୋଲିବା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରାଥମିକ ହସ୍ତତନ୍ତ
Read More...

ବୌଦ୍ଧ: ଟିକରପଡାରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନଶୁଣାଣି ଶିବିର

ବୌଦ୍ଧ,୨୬ା୯ : ବୌଦ୍ଧ ବ୍ଲକ ଅନ୍ତର୍ଗତ ଟିକରପଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସହାଇ
Read More...

ଦୁର୍ଘଟଣାରେ ୧୭ ମୃତ,୪୫ ଆହତ

ନୂଆଦିଲ୍ଲୀ : ଆଜି ବଡ଼ ଧରଣର ପୃଥକ ସଡ଼କ ଦୁର୍ଘଟଣାରେ ୧୭ ଜଣ ପ୍ରାଣ ହରାଇଛନ୍ତି । ୩୫ରୁ ଊଦ୍ଧ୍ୱର୍ ଆହତ ହୋଇଛନ୍ତି । ଲକ୍ଷେ୍ନø ଇଟୌଜାରେ ଟ୍ରାକ୍ଟରକୁ ଏକ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେବାରୁ ୧୦ଜଣଙ୍କ ମୃତ୍ୟୁ ଘଟିଛି । ୩୫ ଜଣ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ, ସ୍ଥାନୀୟ ପୋଲିସ ଓ
Read More...

ପୌରାଧ୍ୟକ୍ଷାଙ୍କ ଉଦ୍ୟମରେ ୧୦୦ ବର୍ଷରୁ ଉର୍ଦ୍ଧ୍ୱ ପୁରାତନ ପୋଖରୀର ସଫେଇ ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତା ମହାନ୍ତିଙ୍କ ନିର୍ଦ୍ଦେଶରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଫୁଲବାଣୀ ସହରର ବଜାରର ନିକଟରେ ଥିବା ପୋଖରୀର ଅଳିଆ ଆବର୍ଜନା ଓ ଦଳ ଆଦି ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି ।
Read More...