ମଧ୍ୟାହ୍ନ ଭୋଜନର ସାମାଜିକ ଅଡିଟ ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ
ନୂଆଦିଲ୍ଲୀ : ନଭେମ୍ବର ୩୦ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଯୋଜନାର ଏକ ସାମାଜିକ ଅଡିଟ୍ କରିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ୨୦୧୩ ଅନୁଯାୟୀ, ସାମାଜିକ ଅଡିଟ୍ ବାଧ୍ୟତାମୂଳକ । ଅନେକ ରାଜ୍ୟ ଏକଥା କେନ୍ଦ୍ରକୁ!-->…
Read More...
Read More...