Monthly Archives

September 2022

କୌପନିଧାରୀ ମହିମା ସମାଜର ନୂତନ ପରିଚାଳନା କମିଟି ଗଠିତ

ଜହ୍ନ ।ପଙ୍କ,୨୬/୯: ବୌଦ୍ଧ ବ୍ଳକ ତେଲିବନ୍ଧ ହାଟପଦା ଠାରେ କୌପନିଧାରୀ ମହିମା ସମାଜ ବୌଦ୍ଧର ଏକ ବୈଠକ ଭୀମସେନ କଲତାଙ୍କ ସଭାପତିତ୍ୱରେ ରବିବାର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗୋବିନ୍ଦ ବାବାଙ୍କ ନିକଟରେ ଧୁନି ଲଗାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଶ୍ରୀ କଲତା ବୌଦ୍ଧ ଜିଲ୍ଲାର ସମସ୍ତ
Read More...

ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର: ୭୧ ଅଭିଯୋଗ ଦରଖାସ୍ତ ଗ୍ରହଣ, ତୁରନ୍ତ ସମାଧାନ ହେଲା ୭ ଅଭିଯୋଗ

ସୁବର୍ଣ୍ଣପୁର,୨୬/୯: ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲା୍ଲପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି
Read More...

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ନାହିଁ ଆନ୍ତରିକତା: ପ୍ରତିବନ୍ଧକ ସାଜିଛି ଜଙ୍ଗଲ ଓ ହାତୀ ଚଲାପଥ ରାସ୍ତା

ଦଶପଲ୍ଲା,୨୬/୯: - ଖୋର୍ଦ୍ଧା - ବଲାଙ୍ଗିର ରେଳପଥ ଏବେ ଅନିଶ୍ଚିତତା ଭିତରକୁ ଚାଲିଯାଇଛି । ଗତିପଥରେ ଜଙ୍ଗଲ ଜମି ଓ ହାତୀ ଚଲାପଥ ପଡୁଥିବାରୁ ପରିବେଶ ଅନୁମତିରେ ବାଧା ଉପୁଜିଛି । ଗୋଟିଏ ପଟେ ରାଜ୍ୟ ସରକାରଙ୍କ ୬୮ କିମି ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ( ପିସିସିଏଫ୍‌ ) ଉକ୍ତ
Read More...

ବଲାଙ୍ଗୀର ଜିଲ୍ଲା କୃଷକ ମହାସଂଘ ତରଫରୁ ବୀମା ଓ ଅନ୍ୟାନ୍ୟ ଦାବିରେ ରେଳରୋକ

ବଲାଙ୍ଗୀର,୨୬/୯- କୃଷିବୀମା ଓ ଅନ୍ୟାନ୍ୟ ଦାବିରେ ବଲାଙ୍ଗୀର ଜିଲ୍ଲା କୃଷକ ମହାସଂଘ ତରଫରୁ ଆଜି ରେଳରୋକ କରାଯାଇଛି । ବଲାଙ୍ଗୀର, ଟିଟିଲାଗଡ ଓ ଲାଠୋର ଷ୍ଟେସନ ଠାରେ ସକାଳ ୮ଟାରୁ ଶହଶହ ଚାଷୀ ରେଳ ଅଟକାଇ ପ୍ରତିବାଦ କରିଛନ୍ତି । ଫଳରେ ରେଳ ଚଳାଚଳରେ ବ୍ୟାଘାତ ହୋଇଛି । ଉପରୋକ୍ତ ଷ୍ଟେସନ
Read More...

ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇଦେବାକୁ ଦାବି

ଖପ୍ରାଖୋଲ,୨୬/୯: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ଗ୍ରାମ ପଞ୍ଚାୟତର ସୁରେନ୍ଦ୍ର ବନଗୁଲା ସ୍ତ୍ରୀ ଲକ୍ଷ୍ମୀ ଓ ତାଙ୍କର ଚାରୋଟି ପୁଅ-ଝିଅଙ୍କୁ ନେଇ ମହୁରୁଣ୍ଡି ଗ୍ରାମରେ ବସବାସ କରନ୍ତି । ସୂଚନାନୁଯାୟୀ, ସୁରେନ୍ଦ୍ରଙ୍କ ମାଟି ଘରଟି ଭାଙ୍ଗି ଯାଇଥିବାନେଇ ବ୍ଲକ ପ୍ରଶାସନକୁ
Read More...

ଜାତୀୟ ସେବା ଯୋଜନା ଦିବସ ପାଳିତ

ନବରଙ୍ଗପୁର,୨୬/୯:- ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଏନଏସଏସର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ବିନୋଦ ବିହାରୀ ପ୍ରଧାନ ଯୋଗଦେଇ ଛାତ୍ରୀମାନଙ୍କୁ ଜାତୀୟ ସେବା ଯୋଜନାର ମହତ୍ତ୍ୱ ସମ୍ପର୍କରେ ସୂଚନା
Read More...

ରେସନ କାର୍ଡରେ ନାମ ନଥିବାରୁ ସରକାରୀ ସହାୟତା ପାଇବାରୁ ବଞ୍ଚିତ ଅଭିଯୋଗ

ଖପ୍ରାଖୋଲ,୨୬/୯: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳର ଅଧିକାଂଶ ଗ୍ରାମବାସୀ ଦିନ ମଜୁରିଆ କାମ କରି ନିଜ ପରିବାର ପୋଷନ୍ତି । ଏହି ଲୋକମାନଙ୍କ ପୁଅଝିଅଙ୍କ ନାଁ ରାସନକାର୍ଡରେ ଚଢାଯାଇନଥିବାରୁ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।
Read More...

ଆସନ୍ତା ୩୦ ରୁ କନ୍ଧମାଳ ମିଡ଼ିଆ ଫୋରମର ଦୁଇଦିନିଆ କର୍ମଶାଳା

ଫୁଲବାଣୀ,୨୬/୯:- କନ୍ଧମାଳ ମିଡିଆ ଫୋରମ ପକ୍ଷରୁ ଆସନ୍ତା ୩୦ ଓ ୧ ତାରିଖ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହେବାକୁ ଯାଉଛି । ଏଥିସହ ସଙ୍ଘର ବାର୍ଷିକ ଉତ୍ସବ ମଧ୍ୟ ମହାଆଡମ୍ବର ସହକାରେ ପାଳନ କରାଯିବ । ଏହି କର୍ମଶାଳାରେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ରାଜ୍ୟର ବରିଷ୍ଠ
Read More...

ଡଙ୍ଗା ଓଲଟି ୨୪ମୃତ

ନୂଆଦିଲ୍ଲୀ: ରବିବାର ବାଂଲାଦେଶର ପଞ୍ଚାଗର ଜିଲ୍ଲାର କରାଟୋୟା ନଦୀରେ ଡଙ୍ଗା ବୁଡ଼ି ୨୪ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହ ଅନେକ ଲୋକ ନିଖୋଜ ଥିବା ଜଣାପଡିଛି । ମାରିଆ କେନ୍ଦ୍ର ପରିଷଦ ଅନ୍ତର୍ଗତ ଅଲିୟାର ଘାଟ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ରବିବାର
Read More...

ମହାଳୟାରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ

ପୁରୀ : ଆଜି ପବିତ୍ର ମହାଳୟା । ପିତୃ ପକ୍ଷର ଶେଷ ଦିନ । ପିତୃପକ୍ଷ ଲୋକଙ୍କ ଆତ୍ମାର ସଦଗତି କାମନା କରି ଶ୍ରାଦ୍ଧ ଦେଉଛନ୍ତି ଆତ୍ମୀୟ । ଆଜିର ଦିନରେ ଯେଉଁ ପିଣ୍ଡଦାନ କରାଯାଏ, ସେଥିରେ ପିତୃପୁରୁଷଙ୍କୁ ପୂର୍ଣ୍ଣ ମୋକ୍ଷ ପ୍ରାପ୍ତି ହେବାର ବିଶ୍ୱାସ ରହିଛି । ଏଥିପାଇଁ ଆଜି ଶ୍ରୀକ୍ଷେତ୍ର
Read More...