Monthly Archives

September 2022

“ମନ୍‌ କି ବାତ୍‌’ରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ :
ଖଦୀ ପିନ୍ଧ,ଅଣ-ପ୍ଲାଷ୍ଟିକ ବ୍ୟାଗ ବ୍ୟବହାର କର

ନୂଆଦିଲ୍ଲୀ,୨୫/୯: ସ୍ୱାଧୀନତାର ଅମୃତ ମହୋତ୍ସବ ସମୟରେ ଆମେ “ଆତ୍ମନିର୍ଭର ଭାରତ’ ଲକ୍ଷ୍ୟ ନେଇ ଅଗ୍ରସର ହେଉଛୁ । ବାସ୍ତବରେ ଏହା ହେବ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଅସଲ ଶ୍ରଦ୍ଧାଞ୍ଜଳି । ତେଣୁ,ଆପଣମାନଙ୍କୁ ଅନୁରୋଧ,ଏଥର ଖଦୀ,ହସ୍ତତନ୍ତ ଅଥବା ହସ୍ତଶିଳ୍ପ ସାମଗ୍ରୀ କିଣି ସମସ୍ତ ରେକର୍ଡ
Read More...

ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ; ୨ ସନ୍ତାନଙ୍କ ସମେତ ଡାକ୍ତରଙ୍କ ମୃତ୍ୟୁ

ତିରୁପତି,୨୫/୯: ଆଜି ପ୍ରତ୍ୟୁଷରେ ତିରୁପତି ଜିଲ୍ଲାର ରେନିଗୁଣ୍ଟା ଥାନା ଅଧୀନରେ ଥିବା ଏକ ଡାକ୍ତରଖାନାରେ ନିଆଁ ଲାଗିଯିବାରୁ ଜଣେ ଡାକ୍ତର ଓ ତାଙ୍କର ଦୁଇ ସନ୍ତାନ ପ୍ରାଣ ହରାଇଛନ୍ତି । ଦମକଳ କର୍ମଚାରୀମାନେ କହିଛନ୍ତି ଯେ, ସର୍ଟ ସର୍କିଟ୍‌ ଯୋଗୁଁ ନିଆଁ ଲାଗିଛି । କାର୍ତ୍ତିକେୟ
Read More...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି :
ଏଆଇଏସ ଅଫିସରଙ୍କୁ ଆଉ ମିଳିବନି ବିଶେଷ ଆର୍ଥିକ ସୁବିଧା

ନୂଆଦିଲ୍ଲୀ,୨୫/୯ : ସର୍ବ ଭାରତୀୟ ସେବା(ଏଆଇଏସ)ଅଧିକାରୀଙ୍କୁ ମିଳୁଥିବା ବିଶେଷ ସୁବିଧା ସଯୋଗ ଉପରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ନିଷ୍ପତ୍ତି ଅନୁସାରେ,ସେମାନଙ୍କୁ ମିଳୁଥିବା ଅତିରିକ୍ତ ଆର୍ଥିକ ଭତ୍ତା ଓ ଅନ୍ୟ କେତେକ ସୁବିଧା ଆଉ ପ୍ରଦାନ କରାଯିବ ନାହିଁ ।
Read More...

ମା’ ସୁରେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ ପାଇଁ ସୁବର୍ଣ୍ଣପୁର ସହର ଚଳଚଞ୍ଚଳ

ସୁବର୍ଣ୍ଣପୁର : ଆଜି ପବିତ୍ର ତିଥି ମହାଳୟା ଉପଲକ୍ଷେ ମନ୍ଦିର ମାଳିନୀ ସହରତଥା ମନ୍ତ୍ର ତନ୍ତ୍ର ଓ ଯନ୍ତ୍ରର ସୁବର୍ଣ୍ଣପୁରସହର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଆଜି ଧବଳମୁଖୀ ବେଶରେ ଇଷ୍ଟ ଦେବୀ ମା' ସୁରେଶ୍ୱରୀ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ମାଙ୍କୁ ଦର୍ଶନ ଲାଭ ଓ ଆଶୀର୍ବାଦ ଭିକ୍ଷା
Read More...

ଦାରିଙ୍ଗବାଡ଼ିରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ହିନ୍ଦୁ ଜାଗରଣ ସଭା

ବାଲିଗୁଡ଼ା: ଦାରିଙ୍ଗବାଡ଼ି ହନୁମାନ ମନ୍ଦିର ପରିସରରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ହିନ୍ଦୁ ଜାଗରଣ ସଭା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଲେଶପଟ୍ଟା ଓ ଚକାପାଦ ଆଶ୍ରମର ମୁଖ୍ୟ ପରିଚାଳକ ତଥା ବିଶ୍ୱ ହିନ୍ଦୁ ପରିଷଦ ରକେ କେନ୍ଦ୍ରୀୟ ମାର୍ଗଦର୍ଶନ ମଣ୍ଡଳୀ
Read More...

ଟାର୍ଗେଟ କିଲିଂ : ଆଠ ମାସରେ ଗଲାଣି ୨୭ ଜୀବନ

ଶ୍ରୀନଗର: ଆତଙ୍କବାଦୀମାନେ ଶନିବାର ଦିନ ଜମ୍ମୁକଶ୍ମୀରର ପୁଲୱାମା ଜିଲ୍ଲାର ଖାରପୋରା ରତ୍ନିପୋରାରେ ଦୁଇଜଣ ଶ୍ରମିକଙ୍କୁ ଗୁଳି ମାରିଥିଲେ । ଉଭୟ ଶ୍ରମିକ ବିହାର ବେତିୟା ଅଞ୍ଚଳର ହୋଇଥିବାବେଳେ ଆହତ ଅବସ୍ଥାରେ ଉଭୟକୁ ଡାକ୍ତରଖାନା ନିଆଯାଇଥିଲା । ଯେଉଁଠାରେ ତାଙ୍କ ଅବସ୍ଥା ସ୍ଥିର ରହିଛି ।
Read More...

ଶିକ୍ଷକ ନିଯୁକ୍ତି ନିମନ୍ତେ ଦାବିକଲେ ଗ୍ରାମବାସୀ

ହରଭଙ୍ଗା: ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ବଡ଼ଗୁଣ୍ଡୁରୀସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ଅଭାବ କାରଣରୁ ଜିଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଗ୍ରାମବାସୀ ଦାବିପତ୍ର ଦେଇଛନ୍ତି । ସୂଚନା ଥାଉକି ଏହି ବିଦ୍ୟାଳୟରେ ଆଠଟି ଶ୍ରେଣୀରେ ଚାରିଜଣ ଶିକ୍ଷକ
Read More...

ଉତ୍କଳ ସମ୍ମିଳନୀ ଓଡିଶାର ନବରଙ୍ଗପୁର ଶାଖା ଗଠିତ

ନବରଙ୍ଗପୁର: ଉତ୍କଳ ସମ୍ମିଳନୀ ଓଡ଼ିଶାର ନବରଙ୍ଗପୁର ଶାଖା ଗଠନ ପାଇଁ ଏକ ବୈଠକ ତୃପ୍ତି ଲଜ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକର ଆବାହକ ବୁଲୁ ହୋତା ସଂଗଠନର ଆଭିମୁଖ୍ୟ ଏବଂ କାର୍ଯ୍ୟକାରୀତା ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ଆଭିମୁଖ୍ୟକୁ ତୃଣମୂଳ ସ୍ତରରୁ ଭାଷା ଏବଂ
Read More...

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ମିଳିତ ମଞ୍ଚ ଗଠିତ

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଶିକ୍ଷକ ସଂଘର ସଭାପତି ଦିଲୀପ ପ୍ରଧାନଙ୍କ ସଭାପତିତ୍ୱରେ ହରଭଙ୍ଗା ବ୍ଲକ ଶିକ୍ଷକ ସଂଘ ଆନୁକୁଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସବୁ ବର୍ଗର ଶିକ୍ଷକ ଏକ ହୋଇ ଜିଲ୍ଲାସ୍ତରୀୟ ଶିକ୍ଷକ
Read More...

ପିତୃମାତୃ ହୀନ ଶିଶୁଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ନିମନ୍ତେ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ…

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପ୍ରଶାସନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅରୁଣା ସହଯୋଗରେ ପାରଳାଖେମୁଣ୍ଡି ଜଳ ବିଭାଜିକା ସଭା ଗୃହଠାରେ ମାତୃପିତୃ ହୀନ ଶିଶୁଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ଓ ଥଇଥାନ ନିମନ୍ତେ ଶିଶୁ ଯତ୍ନ ଅନୁଷ୍ଠାନର ସଭାପତି ସମ୍ପାଦକ ଓ ପରିଚାଳକ ସଦସ୍ୟମାନଙ୍କୁ ନେଇ ଏକ
Read More...