Monthly Archives

September 2022

ଭାରତ ଏସସିଓର ନୂଆ ସଭାପତି

ସମରକନ୍ଦ : ଆସନ୍ତା ବର୍ଷ ଭାରତ ସାଂଘାଇ ସହଯୋଗ ସଂଗଠନର ସଭାପତି ପଦ ଗ୍ରହଣ କରିବ । ଏହା ସହିତ ଆସନ୍ତା ବର୍ଷ ଭାରତ ଏହି ସଂଗଠନର ସମ୍ମିଳନୀ ଆୟୋଜନ କରିବ । ଏ ନେଇ ଚୀନ ଭାରତକୁ ସମର୍ଥନ କରିଛି । ଏହା ସହିତ ନୂଆ ସଭାପତି ଭାରତକୁ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ୍‌ ଅଭିନନ୍ଦନ ଜଣାଇଛନ୍ତି ।
Read More...

ନୂଆ ଲିଷ୍ଟିଂ ବ୍ୟବସ୍ଥାକୁ ଲାଗୁ କରି ଆମେ ରିସ୍କ ନେଇଛୁ : ସିଜେଆଇ

ନୂଆଦିଲ୍ଲୀ,୧୬/୯ : ଯେ କୌଣସି ସମସ୍ୟାର ସମାଧାନ ପାଇଁ ଭଲ ରଣନୀତି ଓ ସହଯୋଗ ସବୁଠୁ ବଡ଼ ଜରୁରୀ । ଏହା ନିହାତି ଆବଶ୍ୟକ । ଏହି ସହଯୋଗ ଯୋଗୁ ହିଁ ଏବେ ମାମଲା ସଂଖ୍ୟା କମିବା ଆରମ୍ଭ କରିଛି । ଏଥିପାଇଁ ମୁଁ ବିଚାରପତି,କୋର୍ଟ କର୍ମଚାରୀ ଓ ଅନ୍ୟ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ଏକ
Read More...

ଲଗାଣ ବର୍ଷାରେ ଭୁଶୁଡିଲା କାନ୍ଥ;୧୨ମୃତ

ଲକ୍ଷେ୍ନø,୧୬/୯ : ଉତ୍ତର ପ୍ରଦେଶରେ ଆଜି ଘଟିଛି ଏକ ଅତି ଦୁଃଖଦ ଘଟଣା । ଲଗାଣ ଓ ମୂଷଳଧାରାରେ ବର୍ଷାରେ କାନ୍ଥ ଭୁଶୁଡ଼ି ୧୨ ଜଣଙ୍କର ମୃତ୍ୟୁ ଘଟିଛି । ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଏକାଧିକ ମହିଳା ଓ ଶିଶୁ ଅଛନ୍ତି । ଦୀର୍ଘ ସମୟର ଉଦ୍ୟମ ପରେ ଉଦ୍ଧାର କାର୍ଯ୍ୟ ପ୍ରାୟ
Read More...

ଏସିଓ ଶିଖର ସମ୍ମିଳନୀରେ ମୋଦୀଙ୍କ ଅଭିଭାଷଣ :
ଭାରତ ହେବ ବିଶ୍ୱର ସର୍ବବୃହତ ଉତ୍ପାଦନ ହବ

ନୂଆଦିଲ୍ଲୀ,୧୬/୯ : ପାରସ୍ପରିକ ସହଯୋଗ ଯେତେ ବ୍ୟାପକ,ସୁଦୃଢ ଓ ସକରାତ୍ମକ ହେବ,ସଂପର୍କ ସେତିକି ଉନ୍ନତ ହେବ ଏବଂ ବିକାଶ ସମୃଦ୍ଧ ହେବ । ସାଂଘାଇ ସହଯୋଗ ସଂଗଠନ(ଏସସିଓ) ଏକ ଗୁରୁତ୍ୱପୂର୍ଣ୍ଣ ସଙ୍ଗଠନ । ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗ ଆହୁରି ସୁଦୃଢ ହେଉ ବୋଲି ଭାରତ ଚାହେଁ ।
Read More...

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଜବରଦଖଲ ଉଚ୍ଛେଦ ଘଟଣା, ଥାନାରେ ଏତଲା ଦେଲେ କ୍ଷତିଗ୍ରସ୍ତ ପରିବାର

ବାଲିଗୁଡ଼ା: ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଯୋହନପଲ୍ଲୀ ସ୍ଥିତ ୫୯ନଂ ଜାତୀୟ ରାଜପଥ କଡ଼ରେ ଥିବା ଏକ ସରକାରୀ ଜମିରେ ଗୃହ କାମ ନିର୍ମାଣ ବେଳେ ଗତକାଲି ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ସନ୍ନ୍ୟାସୀ ଦିଗାଲ ନାମକ ବ୍ୟକ୍ତି ବହୁବର୍ଷ ଧରି ସେଠାରେ ଆଜବେଷ୍ଟସ ଘେରା ଘର କରି
Read More...

ପ୍ଲାଏ ଶ୍ରମିକଙ୍କୁ ମିଳିନି ବକେୟା ଟଙ୍କା, ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ,ଲାଠୋର ହାଇସ୍କୁଲ,ଲୁହସିଂହା ହାଇସ୍କୁଲ,ଧଣ୍ଡାମୁଣ୍ଡା ହାଇସ୍କୁଲ, ବେନ୍ଦେର ହାଇସ୍କୁଲର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ପ୍ଲାଏ କାମ ପାଇଁ ପ୍ଲାଏ ମିସ୍ତ୍ରୀ ନିଯୋଜିତ କରାଯାଇଥିଲା । ହେଲେ ଦୀର୍ଘ ୯ ମାସରୁ ଅଧିକ
Read More...

ବ୍ରାଉନ ସୁଗାର ଜବତ, ୨ ମାଫିଆ ଗିରଫ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା । ସ୍ଥାନୀୟ ହନୁମାନ ମନ୍ଦିର ନକଟରୁ ବ୍ରାଉନ୍‌ ସୁଗାର ସହ ଦୁଇ ମାଫିଆ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୫ଗ୍ରାମ୍‌ ବ୍ରାଉନ୍‌ ସୁଗାର୍‌ ଜବତ କରିଛି ପୋଲିସ୍‌ । ବାଲିଗୁଡ଼ା ଏସଡିପିଓ ଜି.ରାଘବେନ୍ଦ ରେଡ୍ଡୀଙ୍କ
Read More...

ବାଇକ୍‌ ଦୁର୍ଘଟଣା,୨ ଆହତ

ଘୁ.ଉଦୟଗିରି: କାନବାଗିରୀ ନିକଟ ବୁଲାଣିରେ ବାଇକ୍‌ ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଥିବା ଜଣାପଡିଛି ।ସୂଚନା ଅନୁସାରେ ସୁଜେଲି ଗ୍ରାମର ଦାଶରଥି ସାହୁ (୫୫) ନାମକ ଜଣେ ବ୍ୟକ୍ତି ବାଇକ୍‌ ଦ୍ୱାରା ଘୁ ଉଦୟଗିରି ଆଡ଼କୁ ଆସୁଥିଲେ,ସେହି ସମୟରେ କାନବାଗିରିର ଜଣେ +୩ ପଢୁଥିବା ଛାତ୍ରୀ ଲୁଶିନା
Read More...

ଓଡିଶାକୁ ସଶକ୍ତ କରିବ ମିଶନ ଶକ୍ତି

ଦଶପଲ୍ଲା :ଆଜି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍‌ ରଙ୍ଗଣୀପାଟଣାଠାରେ ନୂତନ ମିଶନ ଶକ୍ତି ଗୃହର ଉଦଘାଟନ କରିବା ସହ ଆଗାମୀ ଦିନରେ ଓଡ଼ିଶାର ପ୍ରତ୍ୟେକ ଘରେ ଘରେ ସଶକ୍ତ ଓଡ଼ିଶାର ବାର୍ତ୍ତା ଦେବ ମିଶନ ଶକ୍ତି ବୋଲି ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ କହିଛନ୍ତି ।ବିଶେଷ କରି ମହିଳା
Read More...

ବସଯାତ୍ରୀ ସଚେତନତା କାର୍ଯ୍ୟକ୍ରମ, ଶୁଭାରମ୍ଭ କଲେ ଜିଲ୍ଲାପାଳ

ପୁରୀ : ବସଯାତ୍ରୀମାନଙ୍କ ନିକଟରୁ ସରକାରୀ ଧାର୍ଯ୍ୟ ଭଡା ଠାରୁ ଢେର ଅଧିକ ଭଡା ନେଇଥିବାରୁ ଯାତ୍ରୀମାନେ ଦୀର୍ଘଦିନ ହେବ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି । ଏହା କେବଳ ଆମ ପୁରୀ ଜିଲ୍ଲା ସମସ୍ୟା ନୁହେଁ, ବରଂ ଏହା ସମଗ୍ର ଓଡ଼ିଶାର ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ସରକାର ଏଥିପ୍ରତି
Read More...