Monthly Archives

September 2022

ଟିକାବାଲି ବ୍ଲକରେ ବିଏଲବିସି ବୈଠକ

ଟିକାବାଲି : ଟିକାବାଲି ବ୍ଲକ ପରିସରରେ ଥିବା ସଭାଗୃହ ଠାରେ ବିଏଲବିସି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଲିଡ଼ ଡିଷ୍ଟ୍ରିଟ ମ୍ୟାନେଜର, ଏ.ଜି.ଏମ.ନାୱାର୍ଡ, ବ୍ଲକରେ ଥିବା ସମସ୍ତ ବ୍ୟାଙ୍କର ମ୍ୟାନେଞ୍ଜର, ଏଫ.ଆଇ. ସି. ଓ ଏଲ ଏମ, ମିଶନଶକ୍ତି ତଥା ସମନ୍ୱିତ ଶିଶୁ ବିକାଶ ଅଧିକାରୀ,
Read More...

ଅକ୍ଟୋବର ୧୬ରେ ପଶ୍ଚିମାଞ୍ଚଳ ଏକତା ସମାବେଶ ପାଇଁ ପଶ୍ଚିମାଞ୍ଚଲ ଏକତା ମଞ୍ଚର ଆହ୍ୱାନ

ସମ୍ବଲପୁର:ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ପଶ୍ଚିମାଞ୍ଚଳର ସାଢେ ଦଶଟି ଜିଲ୍ଲାର ଅଧିକାର ଏବଂ ସ୍ୱତନ୍ତ୍ର ରାଜ୍ୟ ପାଇଁ ଲଢେଇ କରୁଥିବା ବିଭିନ୍ନ ସଂଗଠନ ଏବଂ ନେତୃତ୍ୱକୁ ଏକତ୍ରୀତ କରି ସମନ୍ୱୟ ଏବଂ ସହମତି ତିଆରି କରିବା ପାଇଁ ଯୋଜନା କରାଯାଉଥିବା ନେଇ ଆଜି ସାମ୍ବାଦିକ ସମ୍ମିଲନୀରେ
Read More...

ଭାରତ ଗସ୍ତ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ ଝଟକା, ଦଳରୁ ବାଦ ପଡିଲେ ଏହି ତିନି ଖେଳାଳି

ନୂଆଦିଲ୍ଲୀ : ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ଆଇସିସି ଟି -୨୦ ବିଶ୍ୱକପ ପୂର୍ବରୁ ଆୟୋଜକମାନେ କୌଣସି ବିପଦ ନେବାକୁ ଚାହୁଁନାହାଁନ୍ତି । ଏହି କାରଣରୁ ଅଷ୍ଟ୍ରେଲିଆ ଦଳର ତିନି ପ୍ରମୁଖ ଖେଳାଳିଙ୍କୁ ସେମାନଙ୍କର ଆଗାମୀ ଭାରତ ଗସ୍ତରୁ ବାଦ୍‌ ଦିଆଯାଇଛି । ଗୋଟିଏ ପ୍ରକାରେ,
Read More...

ଅବକାରୀ ଚଢାଉ, ବ୍ୟକ୍ତିଙ୍କଠାରୁ ମିଳିଲା ୩୩ ଲକ୍ଷ ୭୬ହଜାର ଟଙ୍କା

ଗଞ୍ଜାମ/ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ବାଇପାସ୍‌ ନିକଟରେ ବ୍ରହ୍ମପୁର ଅବକାରୀ ବିଭାଗ ଗଞ୍ଜେଇ ଗାଡ଼ି ଯାଞ୍ଚ ବେଳେ ମିଳିଲା ପୁଳା ପୁଳା ଟଙ୍କା । ଉକ୍ତ ଟଙ୍କାଙ୍କୁ ଅବକାରୀ ବୈଦ୍ୟନାଥପୁର ଥାନା ପୁଲିସକୁ ହସ୍ତାନ୍ତର କରିଛି । ଆଜି ଗଞ୍ଜେଇ ଚୋରା ଚାଲାଣ ହେବ ବୋଲି
Read More...

ଆଜି ସାମ୍ନାସାମ୍ନି ହେବେ ଜିଲ୍ଲାପରିଷଦ ଷ୍ଟାଣ୍ଡିଂ କମିଟି ଓ ବନ ବିଭାଗ, ଓଡ଼ଗାଁ ବନବିଭାଗ ଦୁର୍ନୀତିର ହେବ ତଦନ୍ତ

ଦଶପଲ୍ଲା : ନୟାଗଡ ଜିଲ୍ଲା ଓଡଗାଁ ବନାଞ୍ଚଳରେ ପଥରବନ୍ଧ, ଚେକଡ୍ୟାମ ଓ ଚାରା ରୋପଣ ଦୁର୍ନୀତି ପ୍ରସଙ୍ଗ ଉପରେ ସାମ୍ନା ସାମ୍ନି ହେବେ ବନ ବିଭାଗ ଓ ଜିଲ୍ଲା ପରିଷଦ ଷ୍ଟାଣ୍ଡିଂ କମିଟି । ଆଜି ଏକ ୫ ଜଣିଆ କମିଟି ଓଡଗାଁର ବିଭିନ୍ନ ସ୍ଥାନରେ ଛାନଭିନ କରିବେ । ସୂଚନାଯୋଗ୍ୟ, ଗତ ୨୦୨୧–୨୨ ଓ
Read More...

ଖାଇକୁ ଖସିଲା ବସ୍‌ ; ୧୧ ମୃତ, ୮ ଆହତ

ଜାମ୍ମୁ : ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ବାରି ନିକଟରେ ଗଭୀର ଖାଇକୁ ଏକ ବସ୍‌ ଖସିଯିବା ଫଳରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ବସଟି ସବଜିଆନରୁ ମାଣ୍ଡି ଆଡକୁ ଯାଉଥିଲା । ଘଟଣାର କିଛି ସମୟ ପରେ ସ୍ଥାନୀୟ ଲୋକ, ପୋଲିସ ଏବଂ ସେନା ଦ୍ୱାରା
Read More...

କୋହିନୂର୍‌ ହୀରାକୁ ମହାପ୍ରଭୁଙ୍କ ପାଖକୁ ଫେରାଇ ଆଣିବା ପାଇଁ ସ୍ମାରକ ପତ୍ର ପ୍ରଦାନ

ପୁରୀ : କୋହିନୂର୍‌ ହୀରାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଫେରାଇ ଆଣିବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ପୁରୀ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏହି ସ୍ମାରକ ପତ୍ର ପ୍ରଦାନ କରାଯାଇଛି ରାଷ୍ଟ୍ରପତିଙ୍କ ଅଫିସରେ । ପଞ୍ଜାବର ରାଜା ରଣଜିତ୍‌ ସିଂ
Read More...

ଅବକାରୀ କନଷ୍ଟେବଳ ନିଯୁକ୍ତି ଚୟନ ପ୍ରକ୍ରିୟା

ପୁରୀ : ପୁରୀ ଅବକାରୀ ବିଭାଗରେ ଖାଲି ଥିବା ୯ଟି ଅବକାରୀ କନଷ୍ଟେବଳ ପଦବୀ ପୂରଣ ପାଇଁ ଚୟନ ପ୍ରକ୍ରିୟା ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ପଦବୀ ପାଇଁ ଜିଲ୍ଲାରୁ ୨୩୨ ଜଣ ପ୍ରାର୍ଥୀ ଆବେଦନ କରିଥିଲେ । ଇଣ୍ଡୋର୍‌ ଷ୍ଟାଡିୟମରେ ପ୍ରାର୍ଥୀ ମାନଙ୍କର ଶାରୀରିକ ଦକ୍ଷତା ପରୀକ୍ଷା କରାଯାଇଥିଲା
Read More...

ଦାରିଙ୍ଗବାଡିରେ ଭୀମଭୋଇ ସାମର୍ଥ୍ୟ ଶିବିର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ଶିବିରରେ ମୋଟ ବିଭିନ୍ନ ୮୬୪ ଜଣ ଶାରୀରିକ ଭିନ୍ନକ୍ଷମ ସାମିଲ ହୋଇଥିଲେ, ସେମାନଙ୍କ ମଧ୍ୟରୁ ୪୪୦ ଜଣ ଚଳଣ ଶକ୍ତି ବାଧିତ ,
Read More...

ପୁଲିସ୍‌ ନିଯୁକ୍ତିରେ ମହାଦୁର୍ନୀତି :
୩୩ ସ୍ଥାନରେ ଚାଲିଛି ସିବିଆଇ ରେଡ୍‌

ଶ୍ରୀନଗର,୧୩/୯: : ଜମ୍ମୁ-କଶ୍ମୀରରେ ପୁଲିସ୍‌ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାର ଛାନଭିନ କରୁଥିବା ସିବିଆଇ ଆଜି ସକାଳୁ ଦେଶର ୩୩ଟି ସ୍ଥାନରେ ଚଢାଉ କରିଛି । ମୁଖ୍ୟତଃ ଏକ ନିର୍ଦ୍ଦିଷ୍ଟ କୋଚିଂ ସେଣ୍ଟରର ଅଧିକାଂଶ ପିଲା ଲିଖିତ ପରୀକ୍ଷାରେ
Read More...