Monthly Archives

September 2022

ଟଭାଘାଟି ଆଡିବନ୍ଧ ସମସ୍ୟା : ବିଡିଓଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ

ଦଶପଲ୍ଲା : ଦଶପଲ୍ଲା ବ୍ଳକ ଅନ୍ତର୍ଗତ କନ୍ଧନୂଆସାହି ଆଡିବନ୍ଧ ସମସ୍ୟା ନେଇ ଆଜି ଗ୍ରାମର ବହୁ ପୁରୁଷ ଓ ମହିଳା ଦଶପଲ୍ଲା ବ୍ଳକ ଅଫିସକୁ ଯାଇ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ବିଜେପି ନେତା ରାଘବ ମଲ୍ଲିକ ମଧ୍ୟ ଉପସ୍ଥିତ ଥିଲେ । ଗ୍ରାମବାସୀଙ୍କ ଉଦ୍ୟମରେ ନିର୍ମିତ ଆଡିବନ୍ଧକୁ
Read More...

ଡ଼ଃ ନୃସିଂହାନନ୍ଦ ମହାପାତ୍ର ସମ୍ମାନୀତ

ଫୁଲବାଣୀ: କନ୍ଧମାଳର ଜନପ୍ରିୟ ତଥା ଓଡ଼ିଶାର ସୁନାମଧନ୍ୟ ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ମୟୁରଭଞ୍ଜର ବଡସାହିସ୍ଥ ବାଣୀପୀଠ ସାହିତ୍ୟ ଅନୁଷ୍ଠାନ ତରଫରୁ ବାଣୀପୀଠ ମହୋତ୍ସବ ୨୦୨୨ ଅବସରରେ ବାଣୀପ୍ରଜ୍ଞା ସମ୍ମାନରେ ସମ୍ମାନୀତ କରାଯାଇଛି । ଡ଼ଃ ମହାପାତ୍ରଙ୍କ ସାମଗ୍ରୀକ ସାହିତ୍ୟ
Read More...

ହିନ୍ଦୀ ଶିକ୍ଷକଙ୍କ ଅଶାଳୀନ ବ୍ୟବହାର ଅଭିଯୋଗରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଦଶପଲ୍ଲା,୧୩/୯:- ପୁଣି ଚର୍ଚ୍ଚାରେ ହିନ୍ଦୀ ଶିକ୍ଷକ । ବଦଳି ପ୍ରତିଶ୍ରୁତି ପାଇ ଆନ୍‌ଦୋଳନରୁ ଓହରିଲେ ପିଲା । ହିନ୍ଦୀ ଶିକ୍ଷକଙ୍କ ଛାତ୍ରୀଛାତ୍ରଙ୍କୁ ଅଶାଳୀନ ବ୍ୟବହାର ପ୍ରତିବାଦରେ ନୂଆଗାଁ ବ୍ଲକ ଆଦିବାସୀ ଅଧ୍ୟୁଷିତ, ଗୁମୀ ପଞ୍ଚାୟତ ଡିମିରିପଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୫୦ରୁ
Read More...

ଟ୍ୱିଟରରେ ଏହି ଉପଲବ୍ଧି ହାସଲ କରିବାରେ ପ୍ରଥମ କ୍ରିକେଟର ହେଲେ ବିରାଟ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ୧୩ ସେପ୍ଟେମ୍ବର ୨୦୨୨ ତଥା ମଙ୍ଗଳବାର ଟ୍ୱିଟରରେ ଏକ ନିଆରା ସଫଳତା ହାସଲ କରିଛନ୍ତି । ବିରାଟ କୋହଲି ହେଉଛନ୍ତି ବିଶ୍ୱର ପ୍ରଥମ କ୍ରିକେଟର, ଯାହାଙ୍କର ଟ୍ୱିଟରରେ ଅନୁସରଣକାରୀଙ୍କ
Read More...

ଦଶପଲ୍ଲା ଥାନା ନିକଟରୁ ଚୋରି ଅଭିଯୋଗ

ଦଶପଲ୍ଲା: ଦଶପଲ୍ଲା ଥାନାକୁ ଲାଗି ରହିଥିବା ୨ଟି କ୍ୟାବିନ୍‌ ତାଡି ଦୁର୍ବୃତ୍ତମାନେ ଚୋରି କରିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ କିଛି ଚୋର ସନ୍ତୋଷ ମହାନ୍ତିଙ୍କ କ୍ୟାବିନର ପଛପାଖ ତାଡି ଭିତରେ ପଶି କ୍ୟାବିନ ମଧ୍ୟରେ ଥିବା ସାମଗ୍ରୀ ଓ ଟଙ୍କା ନେଇ ପଳାଇଛନ୍ତି । ସେହିଭଳି
Read More...

ଲାୟନ୍ସ କ୍ଲବ ତରଫରୁ ସଂସ୍ଥାପନା ଓ ଶପଥ ଗ୍ରହଣ ଉତ୍ସବ, ଜଗନ୍ନାଥ ମହାପାତ୍ର ଚତୁର୍ଥଥର ପାଇଁ ସଭାପତି ମନୋନୀତ

ନବରଙ୍ଗପୁର: ହୋଟେଲ ତୃପ୍ତି ସମ୍ମିଳନୀ କକ୍ଷ ଠାରେ ନବରଙ୍ଗପୁର ଲାୟନ୍ସ କ୍ଳବ, ନନ୍ଦାହାଣ୍ଡି ଲାୟନ୍ସ କ୍ଳବ ଓ ନବରଙ୍ଗପୁର କ୍ଲାସିକ୍‌ କ୍ଳବର ମିଳିତ ଆନୁକୁଲ୍ୟରେ ଏକ ସଂସ୍ଥାପନା ଓ ଶପଥଗ୍ରହଣ ଉତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭିଡିଜି ୧ ଲାୟନ୍‌ ଆଇ. ଭି. କୋଟେଶ୍ୱର୍‌ ରାଓ
Read More...

ଓଡିଶା ଜୀବିକା ମିଶନ ତରଫରୁ ଉଦ୍ୟୋଗୀ ଋଣ ଚୟନ ବୈଠକ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାଟାଗୁଡା ଗ୍ରାମ ପଞ୍ଚାୟତରେ ଥିବା ଏକକ ସାଧନ କେନ୍ଦ୍ରଠାରେ ସୋମବାର ଦିନ ଓଡିଶା ଜୀବିକା ମିଶନ ତରଫରୁ ଉଦ୍ୟୋଗୀମାନଙ୍କୁ ଋଣ ପ୍ରଦାନ ନିମନ୍ତେ ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଜୀବିକା
Read More...

ଓଡିଶା ହକି ଚାମ୍ପିୟାନସିପ ପ୍ରତିଯୋଗିତାରେ ଅଂଶ ଗ୍ରହଣ କଲା କନ୍ଧମାଳ ଜ଼ିଲ୍ଲାର ପୁରୁଷ ଟିମ

ଫୁଲବାଣୀ: କନ୍ଧମାଳ ଜ଼ିଲ୍ଲାର ପୁରୁଷ ହକି ଟିମ ଓଡିଶା ହକି ଚାମ୍ପିୟାନସିପ ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ନକୁଳ ପ୍ରଧାନଙ୍କ ନେତୃତ୍ୱରେ ୧୬ ଜଣ ସଦସ୍ୟ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । କୋଚ ଭାବରେ ସାମନ୍ତ ବିଶୋଇ ଓ ମ୍ୟାନେଜେର ଭାବରେ ସିଦ୍ଧାନ୍ତ କୁମାର ପ୍ରଧାନ ଦଳ ସହ
Read More...

କଣ୍ଟାମାଳ: ଆବାସ ଯୋଜନାର ବ୍ଲକ କୋର୍ଡିନେଟରଙ୍କ ଆତ୍ମହତ୍ୟା

କଣ୍ଟାମାଳ,୧୩/୯- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକରେ କାର୍ଯ୍ୟରତ ଆବାସ ଯୋଜନାର ବ୍ଲକ କୋର୍ଡିନେଟର ଠାକୁର ବେହେରା ନିଜ ସରକାରୀ କ୍ୱାଟରରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ସୂଚନାପ୍ରକାରେ ଗତକାଲି ରାତିରେ ନିଜ କ୍ୱାଟରରେ ଏକୁଟିଆ ଶୋଇଥିବାବେଳେ ଆଜି ଦିନ ୧୧ଟା ପର୍ଯନ୍ତ ଅଫିସ
Read More...

ଜାକଲିନଙ୍କୁ ପୁଣି ସମନ ଜାରି କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜ୍‌ଙ୍କୁ ଦିଲ୍ଲୀ ପୁଲିସ ପୁନର୍ବାର ସମନ ଜାରି କରିଛି । ସମନରେ ଜାକଲିନଙ୍କୁ ସେପ୍ଟେମ୍ବର ୧୪ ହାଜର ହେବାକୁ କୁହାଯାଇଛି । ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ର ଏହା ଜାକଲିନଙ୍କୁ ତୃତୀୟ ସମନ । ଏହା ପୂର୍ବରୁ ପୁଲିସ ଜାରି
Read More...