Monthly Archives

September 2022

କୁକୁଡାଖଣ୍ଡି ବ୍ଲକ ବିଜେଡିର ସାମ୍ବାଦିକ ସମ୍ମିଳନୀ,ଶୃଙ୍ଖଳିତ ଦଳରେ ବିଶୃଙ୍ଖଳିତକାରୀଙ୍କୁ ଦିଆଯିବ ଉଚିତ ଜବାବ

ରହ୍ମପୁର/କୁକୁଡାଖଣ୍ଡି :ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ କୁକୁଡାଖଣ୍ଡି ବ୍ଲକରେ ରବିବାର ଦିନ ୧୧ ଘଣ୍ଟା ସମୟରେ ସ୍ଥାନୀୟ ଡାକବଙ୍ଗଳା ପରିସରରେ ବ୍ଲକ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜିତ କରାଯାଇଥିଲା । କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ
Read More...

ଫୁଲବାଣୀ ବନଖଣ୍ଡରେ ନୂତନ ଡିଏଫଓ ଭାବେ ପ୍ରଶାନ୍ତଙ୍କ ଦାୟିତ୍ୱ ଗ୍ରହଣ

ଫୁଲବାଣୀ : ଯୁବ ଆଇଏଫଏସ ପ୍ରଶାନ୍ତ ପଟେଲ ନୂତନ ଭାବେ ଫୁଲବାଣୀ ବନଖଣ୍ଡ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପଟେଲ ଡେରାଡୁନରୁ ଦକ୍ଷତାର ସହ ଗତ ୩୧ /୦୮ /୨୨ ରେ ଟ୍ରେନିଂ ସାରି ଫୁଲବାଣୀ ଡିଭିଜନର ଇନଚାର୍ଜ ଡ଼ିଏଫଓ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।ଏଥ୍‌ ପୂର୍ବରୁ ଫୁଲବାଣୀ
Read More...

ମହାନ ସଂଗ୍ରାହକ ଦାସିଆ ଅଜାଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକ ପାଳିତ

ଦଶପଲ୍ଲା :ନୟାଗଡ କଚେରୀ ବଜାର ସ୍ଥିତ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ଠାରେ ପୂଜ୍ୟପୂଜା କମିଟି ନୟାଗଡ ତରଫରୁ ଓଡ଼ିଶା ରାଜ୍ୟରେ ପାଠାଗାର ଆନ୍ଦୋଳନର ମୁଖ୍ୟ ବିନ୍ଧାଣୀ ସ୍ୱର୍ଗତ ଦାଶରଥି ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ଆଜି ଘୋଷଣା ହୋଇପାରେ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ

ନୂଆଦିଲ୍ଲୀ : ଆଇସିସି ଟି -୨୦ ବିଶ୍ୱକପ ୨୦୨୨ ପାଇଁ ଭାରତୀୟ ଦଳ ଆଜି ଘୋଷଣା ହେବାର ସମ୍ଭାବନା ରହିଛି । ଭାରତୀୟ ଚୟନ କମିଟି ବୈଠକ ଆଜି ଅନୁଷ୍ଠିତ ହେବ, ଏହା ପରେ ଦଳ ଘୋଷଣା ହୋଇପାରେ । ଭାରତକୁ ମଧ୍ୟ ଟି -୨୦ ବିଶ୍ୱକପ ପୂର୍ବରୁ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ
Read More...

ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନାରାୟଣ ମେହେରଙ୍କ ନାମରେ ସ୍ମୃତି ସମିତି ଗଠିତ

ସମ୍ବଲପୁର:ସମ୍ବଲପୁର ମହାନଗର ଅନ୍ତର୍ଗତ ଐତିହାସିକ ଦୁର୍ଗାପାଲି ଗାଁ'ର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ସମାଜ ସଂସ୍କାରକ ସ୍ୱର୍ଗତ ନାରାୟଣ ମେହେରଙ୍କ କର୍ମଭୂମି ଭାବରେ ସୁଖ୍ୟାତି ଅର୍ଜନ କରିଛି । ରବିବାର ଅପରାହ୍ନରେ କାର୍ତ୍ତିକ ପ୍ରସାଦ ବହିଦାରଙ୍କ ଅଧ୍ୟକ୍ଷତାରେ ଦୁର୍ଗାପାଲି
Read More...

ବିଶ୍ୱ ନିୟନ୍ତାଙ୍କ ରଥ ବିଶ୍ୱକର୍ମା ସମ୍ମାନ ପ୍ରଦାନ ସମାରୋହ

ପୁରୀ : ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ଆନୁକୂଲ୍ୟରେ ବିଶ୍ୱ ନିୟନ୍ତାଙ୍କ ରଥ ବିଶ୍ୱକର୍ମା ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା,ବିଧାୟକ ଜୟନ୍ତ ଷଡ଼ଙ୍ଗୀ,ଲୋକ ସେବକ ମଣ୍ଡଳର ସଂପାଦକ ପ୍ରଭାସ
Read More...

ରାଜ୍ୟ ସୁଟିଂ ଚାମ୍ପିଅନସିପ, ରାଜନାରାୟଣଙ୍କୁ ୩ ପଦକ

ପୁରୀ : ୧୧ତମ ରାଜ୍ୟ ସୁଟିଂ ଚାମ୍ପିଅନସିପରେ ପୁରୀର ରାଜ ନାରାୟଣ ଖୁଣ୍ଟିଆ ୩ଟି ପଦକ ହାସଲ କରିଛନ୍ତି । ସେ ଗୋଟିଏ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ପୁରୀ ରାଇଫଲ ଆସୋସିଏସନ୍‌ ପକ୍ଷରୁ ରାଜ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ
Read More...

ସମ୍ବଲପୁରରେ ମହାନଦୀ ଘାଟରୁ ମୃତ ଥଣ୍ଟିଆ କୁମ୍ଭୀର ଉଦ୍ଧାର

ସମ୍ବଲପୁର: ସ୍ଥାନୀୟ ହାଟପଦା ଓ ଦଲେଇପଡା ଘାଟ ମଝି ଅଞ୍ଚଳ ମହାନଦୀ ଗର୍ଭରୁ ଆଜି ସକାଳୁ ଏକ ବୟସ୍କ ଥଣ୍ଟିଆ କୁମ୍ଭୀର ମୃତାବସ୍ଥାରେ ଉଦ୍ଧାର କରାଯାଇଛି । ସ୍ଥାନୀୟ ଜନସାଧାରଣ ମହାନଦୀରେ ଭାସୁଥିବା ଏକ କୁମ୍ଭୀରକୁ ଦେଖିଲା ପରେ ସେଠାରେ ହଇଚଇ ଦେଖାଯାଇଥିଲା ଓ କ୍ଷଣକ ମଧ୍ୟରେ ଏହି ଖବର ଶୁଣି
Read More...

ଡାକ୍ତର ହେବ ତ ଏମିତି ! ଟ୍ରାଫିକ୍‌ ଜାମ୍‌ ଯୋଗୁଁ ରୋଗୀଙ୍କ ପାଇଁ କାର୍‌ ଛାଡି ଦୌଡିଲେ ଡାକ୍ତରଖାନା

ବାଙ୍ଗାଲୋର : ଲୋକମାନେ ଡାକ୍ତରଙ୍କୁ ଭଗବାନର ଆଖ୍ୟା ଦେଇଥାନ୍ତି । ସେହିପରି ଜଣେ ଡାକ୍ତରଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ବାଙ୍ଗାଲୋରର ଜଣେ ଡାକ୍ତର ରାସ୍ତାରେ ଦୌଡୁଛନ୍ତି । ତାହାର କାରଣ ଜାଣିଲେ ଆପଣ ମଧ୍ୟ ତାଙ୍କୁ ସଲାମ କରିବେ ।
Read More...

ମହିଳା କ୍ରିକେଟର ବେଦଙ୍କୁ ଫିଲ୍ମ ଷ୍ଟାଇଲରେ ପ୍ରପୋଜ କଲେ କ୍ରିକେଟର ଅର୍ଜୁନ

ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟର ବେଦ କୃଷ୍ଣମୂର୍ତ୍ତି ଏବଂ କ୍ରିକେଟର ଅର୍ଜୁନ ହୋଏସାଲାଙ୍କ ନିର୍ବନ୍ଧ ଶେଷ ହୋଇଛି । ଅର୍ଜୁନ ଫିଲ୍ମ ଷ୍ଟାଇଲରେ ବେଦଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ଏହାର ଫଟୋ ଉଭୟେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଅର୍ଜୁନ କର୍ଣ୍ଣାଟକ ପ୍ରିମିୟର
Read More...