Monthly Archives

September 2022

ଡାବୁଗାଁରେ ଓଜେୟୁର ଜିଲ୍ଲା ସ୍ତରୀୟ ବୈଠକ,ସଂଘ ପକ୍ଷରୁ ଦୁର୍ଘଟଣାଜନିତ ବୀମା ଘୋଷଣା

ନବରଙ୍ଗପୁର:ଡାବୁଗାଁ ବ୍ଲକ ପଞ୍ଚାୟତ ସମିତି ସଭା ଗୃହରେ ଜିଲ୍ଲା (ଓଜେୟୁ) ଓଡ଼ିଶା ସାମ୍ବାଦିକ ସଂଘର ୧୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶିବ ଶଙ୍କର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ
Read More...

ଆପ୍‌ ଅଫିସ୍‌ରେ ରେଡ୍‌

ଅହମ୍ମଦାବାଦ: ଅହମ୍ମଦାବାଦସ୍ଥିତ ଆପ୍‌ କାର୍ଯ୍ୟାଳୟରେ ଚଢ଼ାଉ କରିଛି ଗୁଜରାଟ ପୁଲିସ୍‌। ଆପ୍‌ ନେତା ଇସୁଦାନ ଗାଡବୀ ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି। ଇସୁଦାନ ଗାଡବୀ କରିଥିବା ଟ୍ୱିଟ ଅନୁଯାୟୀ, ଆପ୍‌ କାର୍ଯ୍ୟାଳୟରେ ଗୁଜରାଟ ପୁଲିସ୍‌ ୨ ଘଣ୍ଟା ରେଡ କରିଥିବା ବେଳେ କିଛି ପାଇନାହିଁ।
Read More...

ମର୍ମନ୍ତୁଦ ଦୁର୍ଘଟଣାରେ ୭ ମୃତ

ରାୟପୁର: ଛତିଶଗଡ କୋରବା ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଦୁଇ ଶିଶୁଙ୍କ ସମେତ ୭ଜଣଙ୍କର ମୃତ୍ୟୁ ହୋଇଛି । ଦ୍ରୁତ ଗତିରେ ଆସୁଥିବା ବସ୍ ରାସ୍ତା ପାର୍ଶ୍ୱରେ ଅଟକି ରହିଥିବା ଟ୍ରେଲର ଉପରେ ଚଢିଯାଇଥିଲା । ବସ୍ ରାୟପୁରରୁ ସୀତାପୁର ଯାଉଥିଲା । ସୋମବାର ସକାଳେ ପଣ୍ଡି ଉପୋରାଡା
Read More...

୧୦ ଲକ୍ଷର ଟଙ୍କାର ବ୍ରାଉନସୁଗର ଜବତ, ୫ ଗିରଫ

ରାଉରକେଲା: ବ୍ରାଉନସୁଗର କାରବାରକୁ ରୋକିବା ପାଇଁ ପୁଲିସ ସହ କ୍ରାଇମବ୍ରାଞ୍ଚର ଏସଟିଏଫ ବାରମ୍ବାର ଚଢଉ କରୁଛି । ତେବେ ରାଜ୍ୟରେ ଏହା ଥମିବାର ନା ନେଉନି । ବାରମ୍ବାର ଗିରଫଦାରୀ ସତ୍ତ୍ୱେ ଏହି କାରବାର ଲମ୍ବି ଚାଲିଛି । ୧୦ ଲକ୍ଷର ଟଙ୍କାର ଧଳାଜହର ଜବତ। ସୁନ୍ଦରଗଡ଼
Read More...

ଦ.ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଅଧିନାୟକ ହେବେ ଶିଖର !

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳ ଟି -୨୦ ବିଶ୍ୱକପ୍‌ ୨୦୨୨ ପାଇଁ ଅଷ୍ର୍ଟ୍ରେଲିଆ ଯିବା ପୂର୍ବରୁ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ର୍ଟ୍ରେଲିଆ ସହିତ ଘରୋଇ ଟି -୨୦ ଏବଂ ଦିନିକିଆ ସିରିଜ ଖେଳିବ । ଟି -୨୦ ବିଶ୍ୱକପ ପୂର୍ବରୁ ବରିଷ୍ଠ ଖେଳାଳିମାନେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ର୍ଟ୍ରେଲିଆ ବିପକ୍ଷ
Read More...

ଶିଶୁ ବାଟିକା ମାତୃ ସମ୍ମିଳନୀ ଅନୁଷ୍ଠିତ

ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଫୁଲବାଣୀ ଠାରେ ଶିଶୁ ବାଟିକା ମାତୃ ସମ୍ମିଳନୀ ମୁଖ୍ୟ ବକ୍ତା ଭାବରେ ଯତୀନ୍ଦ୍ର ନାଥ ପାଢୀ ଯୋଗ ଦେଇ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଓ ଖାଦ୍ୟ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । ସେହିପରି ପରିଚାଳନା କମିଟିର ସଭାପତି ତଥା
Read More...

ଉଜ୍‌ବେକିସ୍ତାନ ‘ଏସ୍‌ସିଓ’ ଶିଖର ସମ୍ମିଳନୀରେ ଯୋଗଦେବେ ମୋଦୀ

ନୂଆଦିଲ୍ଲୀ: ଆସନ୍ତା ୧୫ ଓ ୧୬ ତାରିଖରେ ଉଜ୍‌ବେକିସ୍ତାନର ସମରକନ୍ଦରେ ହେବ ‘ସାଙ୍ଘାଇ କୋଅପରେସନ୍‌ ଅର୍ଗାନାଇଜେସନ୍‌’(ଏସ୍‌ସିଓ)ର ଶିଖର ସମ୍ମିଳନୀ । ଏଥିରେ ବିଶ୍ୱର ୧୫ଜଣ ନେତା ଯୋଗଦେବେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀରେ ଯୋଗଦେବେ । ରୁଷ୍‌
Read More...

ଏଲିଜାବେଥଙ୍କ ସମ୍ମାନରେ ଭାରତ ପାଳିଲା ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ : ବ୍ରିଟେନର ରାଣୀ ଏଲିଜାବେଥଙ୍କ ଦେହାନ୍ତରେ ଭାରତ ଆଜି ପାଳନ କରିଛି ଦିନିକିଆ ରାଷ୍ଟ୍ରୀୟ ଶୋକ । ଏହାସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଜାତୀୟ ପତାକା ତ୍ରିରଙ୍ଗାକୁ ଅର୍ଦ୍ଧନମିତ କରାଯାଇଛି । ସେପ୍ଟେମ୍ବର ୮ରେ ମୃତ୍ୟୁବରଣ କରିଥିବା ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପ୍ରତି ସମ୍ମାନ
Read More...

ଡମରଗାଡ ମଠ ଠାରେ କୋଶଲ ସଂଗଠନର ବୈଠକ

ବୌଦ୍ଧ,୧୧/୯: ଆଜି ବୌଦ୍ଧବ୍ଲକ ସାହାଜପାଲ ନିକଟ ଡମରଗାଡ ମଠ ଠାରେ କୋଶଲ ସଙ୍ଗଠନର ଏକ ଜରୁରୀ ବୈଠକ ଜିଲ୍ଲା ଆବାହକ ଶୋଭନ କୁମାର କର୍ଣ୍ଣଙ୍କ ନେତୃତ୍ୱରେ ହୋଇଯାଇଛି । ଏହି ବୈଠକରେ ଅଲଗ କୋଶଲ ପ୍ରଦେଶ ଦାବି ସହିତ ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି କୋଶଲ ଆନ୍ଦୋଳନକୁ ଜିଲ୍ଲାର କୋଣ
Read More...

ଷଷ୍ଠ ଗଡ଼ଜାତ ଲୋକ ମହୋତ୍ସବର ପ୍ରଥମ ପ୍ରସ୍ତୁତି ବୈଠକ

ବୌଦ୍ଧ,୧୧/୯: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂପୁର ନର୍ସରୀ ପରିସରରେ ଷଷ୍ଠ ଗଡ଼ଜାତ ଲୋକ ମହୋତ୍ସବର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରାଧାନଗର, ମଥୁରା, ସାଂପୋଚ, ବୀରନରସିଂପୁର ପଞ୍ଚାୟତର ସରପଞ୍ଚ଼, ସମିତିସଭ୍ୟ ତଥା ଗଡଜାତ ସାଂସ୍କୃତିକ ପରିଷଦର
Read More...