Monthly Archives

September 2022

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ’ର ତ୍ୱରାନ୍ୱିତ ଦାବିରେ ୩ଜିଲ୍ଲା ପକ୍ଷରୁ ପ୍ରତିବାଦ ସଭା, ମିଳିତ ଯୋଜନାବଦ୍ଧ…

ବଲାଙ୍ଗୀର : ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ'ର ତ୍ୱରାନ୍ୱିତ ପାଇଁ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ସଂଘର୍ଷ ସମିତି ବଲାଙ୍ଗୀର ଶାଖା ଆହ୍ୱାନ କ୍ରମେ ବୌଦ୍ଧ, ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ବହୁ ବୁଦ୍ଧିଜୀବୀ
Read More...

ଜେଇଇ ଆଡଭାନ୍ସ ୨୦୨୨ ରେଜଲ୍ଟ ପ୍ରକାଶିତ

ଭୁବନେଶ୍ବର: ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ୨୦୨୨ ରେଜଲ୍ଟ । ରାଙ୍କ ୱାନରେ ରହିଛନ୍ତି ଆଇଆଇଟି ବମ୍ବେ ଜୋନ୍‌ର ଆର.କେ ଶିଶିର । ମୋଟ ୩୬୦ ନମ୍ବରରୁ ଶିଶିର ୩୧୪ ନମ୍ବର ରଖିଛନ୍ତି । ସେ କର୍ଣ୍ଣାଟକ କମନ ଏଣ୍ଟ୍ରାନ୍ସ ଟେଷ୍ଟରେ ଫାର୍ମାସି ଷ୍ଟ୍ରିମରେ ଟପ୍ କରିଥିଲେ । ରାଙ୍କ ୨ରେ
Read More...

ଭାରତରେ ଜାଲ୍‌ ଚାଇନା ସେଲ କମ୍ପାନୀ ବିରୋଧରେ ଏମସିଏର କାର୍ଯ୍ୟାନୁଷ୍ଠାନ,ମାଷ୍ଟରମାଇଣ୍ଡ ଓ ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ…

ନୂଆଦିଲ୍ଲୀ:ଜାଲ ଚାଇନା କମ୍ପାନୀ ବିରୋଧରେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ (ଏମସିଏ) ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେପ୍ଟେମ୍ବର ୮, ୨୦୨୨ରେ ଗୁରଗାଓଁ ଠାରେ ଥିବା ଜିଲିଆନ ହଂକଂ ଲିମିଟେଡର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ଜିଲିଆନ କନସଲଟାଣ୍ଟସ୍‌ ଇଣ୍ଡିଆ ପ୍ରାଇଭେଟ୍‌
Read More...

ଦିବଙ୍ଗତ ଶିକ୍ଷକ ଏବଂ ପୁରାତନ ଛାତ୍ରଙ୍କୁ ସ୍ମୃତି ସୌରଭ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି,୧୧/୯- ସ୍ଥାନୀୟ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ଼ ବିଦ୍ୟାଳୟ ଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଦିବଙ୍ଗତ ଶିକ୍ଷକ ଓ ପୁରାତନ ଛାତ୍ରଙ୍କୁ ସ୍ମୃତି ସୌରଭ ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି
Read More...

ଦାଦନ ଶ୍ରମିକ ମାନଙ୍କ ସଚେତନତା ଶିବିର

ଖପ୍ରାଖୋଲ,୧୧/୯- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ବ୍ରାହ୍ମଣୀ ଗ୍ରାମରେ ପ୍ରାଣୀସମ୍ପଦ ବିକାଶ ବିଭାଗ ଖପ୍ରାଖୋଲର ନେତୃତ୍ୱରେ ଦାଦନ ଶ୍ରମିକ ମାନଙ୍କ ସଚେତନତା ପାଇଁ ଗୋଟିଏ ଶିବିର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ବ୍ଲକ୍‌ ପ୍ରାଣୀସମ୍ପଦ ଅଧିକାରୀ ଡ଼ ସୁଜିତ କୁମାର ଶତପଥୀ ଅଧ୍ୟକ୍ଷତା
Read More...

ବନାନୀ କଳା ସଙ୍ଗମ ବୈଠକ

ଫୁଲବାଣୀ -କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ସ୍ଥିତ ଜିଲ୍ଲା ପ୍ରେସକ୍ଲବ ଠାରେ ଜିଲ୍ଲାର ଏକ ଅଗ୍ରଣୀ କଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ସାମ୍ବାଦିକ ତଥା ବନାନୀ କଳା ସଙ୍ଗମର ସାଧାରଣ ସମ୍ପାଦକ ଡ଼ଃ. ଅରୂପ କୁମାର
Read More...

ଗୌରହରି ପାଠାଗାର ତରଫରୁ ଭାଗବତ ଜନ୍ମ ଉତ୍ସବ

ପାରଳାଖେମୁଣ୍ଡି : ସ୍ଥାନୀୟ ଗୌରହରି ପାଠାଗାର ଭାଗବତ ଟୁଙ୍ଗୀ ତରଫରୁ ଷଷ୍ଠ ତମ ଭାଗବତ ଜନ୍ମ ଉତ୍ସବ ଚିତ୍ରକର ସାହିସ୍ଥ ରାଜଗୁରୁ ମଠ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଂସ୍କୃତି ବିଭାଗ ପୁଷ୍ଟପୋଷକତା ଓ ପାରଳାଖେମୁଣ୍ଡି ପୌର ପରିଷଦର ତଦରଖରେ ପ୍ରତି ବର୍ଷ ଏହି ଉତ୍ସବ ଆୟୋଜିତ
Read More...

ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ପୂଜାର୍ଚ୍ଚନା ଆରମ୍ଭ

ପୁରୀ : ଆଜି ଆଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ଆସନ୍ତା ଅମାବାସ୍ୟା ପର୍ଯ୍ୟନ୍ତ ୧୫ଦିନ ବ୍ୟାପି ପିତୃପକ୍ଷ ଦିବସ ଅବସରରେ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ନିଜର ପିତୃପୁରୁଷଙ୍କ ମୋକ୍ଷ ଓ ଶାନ୍ତି ପାଇବା
Read More...

ବିପୁଳ ପରିମାଣର ନକଲି ନୋଟ ଜବତ, ଜଣେ ଗିରଫ

ଭୁବନେଶ୍ୱର : ବିପୁଳ ପରିମାଣର ନକଲି ନୋଟ ଜବତ । ରାଉରକେଲା ସେକ୍ଟର ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ୍ ଜବତ ହୋଇଛି। ଏହା ସହ ଘଟଣାସ୍ଥଳରୁ ଏକ ଲାପଟପ୍, ଗୋଟିଏ କଲର ପ୍ରିଣ୍ଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏହି ଘଟଣାରେ ଜଣେ ଆନ୍ତଃରାଜ୍ୟ ଅପରାଧୀକୁ ଗିରଫ କରିଛି ଏସଟିଏଫ୍।
Read More...

ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର, ଫିଟ୍‌ ଘୋଷିତ ହେଲେ ଏହି ଦୁଇ ଦ୍ରୁତ ବୋଲର

ନୂଆଦିଲ୍ଲୀ : ଅଷ୍ର୍ଟ୍ରେଲିଆରେ ହେବାକୁ ଥିବା ଟି -୨୦ ବିଶ୍ୱକପ ୨୦୨୨ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ଦଳର ଦୁଇ ଅଗ୍ରଣୀ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏବଂ ହର୍ଷଲ ପଟେଲ ସମ୍ପୂର୍ଣ୍ଣ ଫିଟ୍‌ ହୋଇ ଚୟନ ପାଇଁ ଉପଲବ୍ଧ ହୋଇଛନ୍ତି । ପ୍ରକାଶ ଥାଉକି, ଏହା ମଧ୍ୟ
Read More...