Monthly Archives

September 2022

୬ ବର୍ଷ ଧରି ଭଡାରେ ଚାଲିଛି ଦୂଡା ପଞ୍ଚାୟତ କାର୍ଯ୍ୟାଳୟ

ଦଶପଲ୍ଲା : ପଞ୍ଚାୟତ ଗଠନ ହେବାର ୬ ବର୍ଷ ପରେ ବି ଭଡ଼ାରେ ଚାଲିଛି ଦୁଡା ପଞ୍ଚାୟତ କାର୍ଯ୍ୟାଳୟ । ୨୦୧୬ ମସିହାରେ ନୂତନ ଭାବେ ଗଠିତ ହୋଇଥିଲା ଦୁଡ଼ା ପଞ୍ଚାୟତ । ନୂତନ ଭାବେ ଗଠିତ ହୋଇଥିବା ଏହି ପଞ୍ଚାୟତର ନିଜସ୍ୱ ଗୃହ ନଥିବାରୁ ଦୁଡା ଗ୍ରାମର କୋଠଘରେ ପଞ୍ଚାୟତ କାର୍ଯ୍ୟାଳୟ ଆରମ୍ଭ
Read More...

ଖଜୁରୀପଡା ବିଡ଼ିଓ ଭାବେ ଦାୟିତ୍ୱ ଗ୍ରହଣ କଲେ ଅନୁପମା ଘୋଷ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକର ନୂତନ ବିଡ଼ିଓ ଭାବେ ଅନୁପମା ଘୋଷ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥି ପୂର୍ବରୁ ଥିବା ବିଡ଼ିଓ ରବୀନ୍ଦ୍ର ନାଥ କହଁରଙ୍କୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିଡ଼ିଓ ଭାବେ ବଦଳି କରାଯାଇଛି । ନୂତନ ବିଡ଼ିଓ ଅନୁପମା ଘୋଷଙ୍କୁ ବ୍ଲକ କର୍ମଚାରୀ ମାନେ
Read More...

ଟାକରା ହାଇସ୍କୁଲରେ ଅଭିଭାବକ ଓ ଶିକ୍ଷକ ସଂଘ ବୈଠକ

ଦଶପଲ୍ଲା : ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟର ୫-ଟି ଅନ୍ତର୍ଭୁକ୍ତ ସମସ୍ତ ହାଇସ୍କୁଲରେ ପିଟିଏ ବୈଠକ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ସେହି ଆଧାରରେ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ( ଟାକରା) ତରଫରୁ ବିଦ୍ୟାଳୟରେ ଅଧ୍ୟୟନ
Read More...

ଛାତ୍ରଛାତ୍ରୀଙ୍କ ଦ୍ୱାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ

ଦଶପଲ୍ଲା : ଦଶପଲ୍ଲା ନିକଟସ୍ଥ ଖମାରସାହି ନୋଡାଲ ଉଚ୍ଚ ବିଦ୍ୟାଳୟର ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କ ଦ୍ୱାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଟୋମୋଟିଭ ଓ ଇଲୋକ୍ଟ୍ରୋନିସ ଦୁଇଟି ବିଭାଗର ଛାତ୍ରଛାତ୍ରୀଙ୍କ ମାନେ
Read More...

ରାଜ୍ୟରେ ଜାରି ରହିଛି ବର୍ଷା, ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଦକ୍ଷିଣ ଓଡିଶା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅବପାତରେ ପରିଣତ ହୋଇଛି ।ଅବପାତ ପ୍ରଭାବରେ ଉପକୂଳ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାର ଅଧିକାଂଶ ସ୍ଥାନରେ ତୁହାକୁ ତୁହା ବର୍ଷା ହେଉଛି । ସୋମବାର ୮ ଜିଲ୍ଲା- ନବରଙ୍ଗପୁର,
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ ମୃତ

ସିମଲା: ଉନା ଜିଲ୍ଲା ମୁଖ୍ୟାଳୟ ନିକଟ କୁଠାର କାଲାଂରେ ଭୟଙ୍କର ସଡକ ଦୁର୍ଘଟଣା । ଏକ କାର ଭାରସାମ୍ୟ ହରାଇ ପୋଲକୁ ଧକ୍କା ପଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଶନିବାର ବିଳମ୍ବିତ ରାତିରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଶନିବାର ବିଳମ୍ବିତ ରାତିରେ ସନ୍ତୋଷଗଡରୁ ଉନା ଅଭିମୁଖେ
Read More...

ଘୁନସର୍‌ ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ୫-ଟି ହାଇସ୍କୁଲ ରୂପାନ୍ତରିତ ସମ୍ପର୍କିତ କାର୍ଯକ୍ରମ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଘୁନସରରେ ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ୫-ଟି ରୂପାନ୍ତରିତ କାର୍ଯ୍ୟକ୍ରମ ସମ୍ପର୍କିତ ପ୍ରଥମ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପ୍ରଧାନ ଶିକ୍ଷକ ଐଶର୍ଯ୍ୟ କୁମାର ଦେବତାଙ୍କ ଅଧ୍ୟକ୍ଷତା କରିଥିବା ବେଳେ ୫-ଟି ସମ୍ବନ୍ଧୀୟ କାର୍ଯ୍ୟ ଗୁଡ଼ିକର
Read More...

ବନବିଭାଗର ଚଢ଼ାଉ : ଖଇର କାଠ ବୋଝେଇ ମିନିଟ୍ରକ ଜବତ, ଡ୍ରାଇଭର ଫେରାର

ଖପ୍ରାଖୋଲ : ଖପ୍ରାଖୋଲ ବ୍ଳକ ହରିଶଙ୍କର ବନବିଭାଗ ବାନାଞ୍ଚଳ ଧଣ୍ଡାମୁଣ୍ଡା ସେକ୍ସନ ବଡ଼ଉଡେନ-ଦାମେଇପାଳି ରାସ୍ତା ବଡ଼ଉଡେନ ଗାଁ ନିକଟରେ ବନବିଭାଗ ଚଢାଉ କରି ଗୁରୁବାର ବିଲମ୍ବିତ ରାତିରେ ଖଇର କାଠ ବୋଝେଇ ଏକ ମିନିଟ୍ରକ ଜବତ କରିଥିବା ଜଣାଯାଇଛି । ସୂଚନା ଅନୁସାରେ ହରିଶଙ୍କର ବନବିଭାଗ ଏବଂ
Read More...

ମାନବିକତା ଦେଖାଇଲେ ରାଇକିଆ ଥାନା ଅଧିକାରୀ ଓ ବେରେଡାକିୟା ସରପଞ୍ଚ

ରାଇକିଆ: ଆଜି ସକାଳ ସମୟରେ ଅଜଣା ଗାଡ଼ିରେ ଧକ୍କାରେ ଜଣେ ମୋଟର ସାଇକେଲ ଆରହୀ ଦଣ୍ଡପାଣି ମାଝୀ ନାମକ (୪୫)ବର୍ଷର ଯୁବକ ମୃତ୍ୟୁ ବରଣ କରିଥିଲେ । ସେ ଦୁଶାରୀ ଥାନା ବ୍ରାହ୍ମଣିଗାଁ ପଞ୍ଚାୟତ ଗଦାପୁର ଗ୍ରାମର ବୋଲି ଜଣାପଡିଛି । ଋତୁଙ୍ଗିଆ ଅଞ୍ଚଳରେ ପ୍ରେସବିଟର ଭାବେ କାମ କରୁଥିଲେ ବୋଲି
Read More...

ବନ୍ୟା ପରେ, ଭଙ୍ଗା ଘରେ ବିତୁଛି ଜୀବନ:ଦୟନୀୟ ଅବସ୍ଥାରେ ୩ ପରିବାର

ହରଭଙ୍ଗା: ଚଳିତ ବର୍ଷ ଲଗାଣ ବର୍ଷା ଓ ବନ୍ୟାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଂଚଳରେ ବହୁ କ୍ଷୟକ୍ଷତି ଘଟିଛି । ଏହି କ୍ଷୟକ୍ଷତି ଭିତରେ ହରଭଙ୍ଗାର ବଜାର ସାହି ଓ ଟିକିରା ସାହିର ୩ଟି ଅସହାୟ ପରିବାରର ଘର ଭାଙ୍ଗି ଯିବା ଫଳରେ ସେହି ଭଙ୍ଗା ଘରେ ଦିନ ବିତୁଛି ଏହି ପରିବାରର ଜୀବନ । ୩ଟି ପରିବାର
Read More...