Monthly Archives

September 2022

ଡିସେମ୍ୱରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ : ସୁରେଶ ରାଉତରାୟ

ଭୁବନେଶ୍ୱର : ୨୦୨୪ ପାଇଁ ଅଣ୍ଟା ଭିଡୁଛି କଂଗ୍ରେସ । ନିଜ ମିଶନ ପୂରା କରିବାକୁ ଦଳ ପକ୍ଷରୁ ଜୋରଦାର କସରତ ଚାଲିଛି । ଏବେ କଂଗ୍ରେସ ପକ୍ଷରୁ ଭାରତ ଯୋଡୋ ଅଭିଯୋନକୁ ଜୋରଦାର କରାଯାଇଛି । ଓଡିଶାରେ ମଧ୍ୟ କଂଗ୍ରେସ ତାର ସ୍ଥିତି ମଜଭୁତ କରିବାକୁ ପ୍ରୟାସ ଆରମ୍ଭ କରିଛି । ଏହି
Read More...

ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଜାରି ହେଲା ୟେଲୋ ଆଲର୍ଟ

ଭୁବନେଶ୍ୱର: ସାରା ରାଜ୍ୟରେ ଲଘୁଚାପ ପ୍ରଭାବରେ ଆରମ୍ଭ ହେଲାଣି ବର୍ଷା । ଆଜି ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭିଜିବ ଉପକୂଳ ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା । ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର,
Read More...

ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ନୀରଜ ହାତେଇଲେ ଡାଏମଣ୍ଡ୍ ଲିଗ୍ ଟାଇଟଲ୍

ନୂଆଦିଲ୍ଲୀ : ଭାରତର ଷ୍ଟାର୍‌ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଚଳିତ ବର୍ଷ ଜାଭେଲିନ୍‌ ଥ୍ରୋ’ରେ ଡାଏମଣ୍ଡ ଲିଗ୍‌ ଟାଇଟଲ ହାସଲ କରିଛନ୍ତି । ଭାରତର ପ୍ରଥମ ଆଥ୍‌ଲେଟ ଭାବେ ଡାଏମଣ୍ଡ ଲିଗ୍‌ ଚାମ୍ପିଅନ୍‌ ହୋଇ ନୀରଜ ଇତିହାସ ରଚିଛନ୍ତି । ଗୁରୁବାର ଅନୁଷ୍ଠିତ ଫାଇନାଲ୍‌
Read More...

ନବରଙ୍ଗପୁରରେ ଅହିଂସା ରଥକୁ ଦ୍ୱିତୀୟ ଦିନରେ ସମଗ୍ର ଜିଲ୍ଲାରେ ଭବ୍ୟ ସ୍ୱାଗତ

ନବରଙ୍ଗପୁର : ସ୍ୱାଧୀନତାର ୭୫ ବର୍ଷ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଆଜି ଦ୍ୱିତୀୟ ଦିନ ନବରଙ୍ଗପୁର ଜିଲ୍ଲା ପରିକ୍ରମାରେ ଜିଲ୍ଲାର ଦଶଟି ବ୍ଲକ୍‌ ଓ ଦୁଇଟି ପୌରପାଳିକାର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଛି । ବିଭିନ୍ନ ବ୍ଲକ୍‌ ପୌର ପରିଷଦର ଅଧିକାରୀ, ଲୋକପ୍ରତନିଧି, ଆଶା କର୍ମୀ,
Read More...

କନ୍ୟାଶ୍ରମରେ ଅସୁରକ୍ଷିତ ଅନ୍ତେବାସୀ ଛାତ୍ରୀ, ପତ୍ନୀଙ୍କ ଅସୁସ୍ଥତା ପାଇଁ ଛାତ୍ରୀ ନିବାସରେ କାମ କରୁଛନ୍ତି ସ୍ୱାମୀ

ଦଶପଲ୍ଲା : ଛାତ୍ରୀ ନିବାସରେ କୁକ କମ୍‌ ଆଟେଣ୍ଡାଣ୍ଟ ଭାବେ ନିଯୁକ୍ତି ପାଇଛନ୍ତି ପତ୍ନୀ । ହେଲେ କାମ କରୁଛନ୍ତି ସ୍ୱାମୀ । ଦିନେ ନୁହେଁ କି ମାସେ ନୁହେଁ । ଉପରିସ୍ଥ ଅଧିକାରୀଙ୍କ ଜାଣତରେ ବର୍ଷବର୍ଷ ଧରି ଚାଲିଛି ଏଭଳି କାର୍ଯ୍ୟ । ଯାହାକି ଛାତ୍ରୀ ନିବାସ ମଧ୍ୟରେ ଅନ୍ତେବାସୀ ଛାତ୍ରୀଙ୍କ
Read More...

ଏନୱାଇକେ ପକ୍ଷରୁ ପୋଷଣ କାର୍ଯ୍ୟକ୍ରମ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ପିକରଡ଼ି ପଞ୍ଚାୟତର ପିକରଡ଼ି ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ସମନ୍ୱିତ ଶିଶୁ ବିକାଶ ଟିକାବାଲିର ମିଳିତ ଆନୁକୂଲ୍ୟରେ ପୋଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ
Read More...

ରୋଟାରୀ କ୍ଳବ ଫୁଲବାଣୀ ପକ୍ଷରୁ ବିଶ୍ୱ ସ୍ୱାକ୍ଷରତା ଦିବସ ପାଳିତ

ଫୁଲବାଣୀ: ସେପ୍ଟେମ୍ବର ୮କୁ ବିଶ୍ୱ ସ୍ୱାକ୍ଷରତା ଦିବସ ଭାବେ ସମଗ୍ର ବିଶ୍ୱରେ ପାଳନ ହେଉଥିବା ବେଳେ ରୋଟାରୀ କ୍ଳବ ଫୁଲବାଣୀ ପକ୍ଷରୁ ବିଶ୍ୱ ସ୍ୱାକ୍ଷରତା ଦିବସ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସଦର ମହକୁମାର ୧ନଂ ୱାର୍ଡ, ୧୧ନଂ ୱାର୍ଡ ଓ ୧୨ନଂ ୱାର୍ଡରେ ଥିବା ଅଙ୍ଗନବାଡି କେନ୍ଦ୍ର
Read More...

ଜିଲ୍ଲାସ୍ତରୀୟ ଛାଗ ପାଳନ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର

ଫୁଲବାଣୀ:୨ ଦିନିଆ ଜିଲ୍ଲା ସ୍ତରୀୟ ଛାଗ ପାଳନ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଏସ୍‌.ବି.ଆଇ., ଆର୍‌. ସେ.ଟି. ଠାରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ଅଶୋକ କୁମାର ତ୍ରିପାଠୀଙ୍କର ପୌରହିତ୍ୟରେ ୧୦ ଜଣ ଅଗ୍ରଣୀ ଛାଗ ଚାଷୀ ଘୁ.ଉଦୟଗିରି ଅନ୍ତର୍ଗତ
Read More...

ଦୟନୀୟ ଅବସ୍ଥାରେ ଅଧ୍ୟୟନ କରୁଛନ୍ତି ଛାତ୍ରଛାତ୍ରୀ

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଦିଗାପଡ଼ା ପଞ୍ଚଯାତର ରେଙ୍ଗିଟି ପଲି ଉଚ୍ଚ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ନିମନ୍ତେ ଯାଉଥିବା ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ଶିକାର ହେଉଥିବା ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟଟି ୧୯୩୬ ମସିହାରେ ସ୍ଥାପିତ ହୋଇଥିଲା
Read More...

ଭାରସାମ୍ୟ ହରାଇ ହାଇଓ୍ବା ଦୁର୍ଘଟଣା ଗ୍ରସ୍ତ; ଡ୍ରାଇଭର ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁରୁବାଲି ନିକଟରେ ହାଇଓ୍ବା ଦୁର୍ଘଟଣା ଗ୍ରସ୍ତ,ଡ୍ରାଇଭର ଗୁରୁତର । ଡ୍ରାଇଭର ଜଣକ ଗାଡ଼ି ଭିତରେ ଚାପି ହୋଇ ରହିଥିବା ବେଳେ ଖବରପାଇ ବାଲିଗୁଡ଼ା ପୋଲିସ୍ ଓ ଅଗ୍ନୀଶମ କର୍ମଚାରୀ ଘଟଣାସ୍ଥଳରେ ପହଁଚି ଗ୍ୟାସ୍ କଟର୍ ସାହାଯ୍ୟରେ ଚାପି ହୋଇଥିବା
Read More...