Monthly Archives

September 2022

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ବାୟୁ ଦିବସ ପାଳିତ

ସୁବର୍ଣ୍ଣପୁର,୮/୯- ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱରଂଜନ ପତିଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟସ୍ଥିତ ସଭାଗୃହରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ‘ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ବାୟୁ ଦିବସ' ପାଳିତ ହୋଇଯାଇଛି ।
Read More...

ଗୁରୁଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଭୂମିପୂଜନ ସମ୍ପନ୍ନ

ସମ୍ବଲପୁର:ଅବିଭକ୍ତ ବଲାଙ୍ଗୀର ଜିଲ୍ଲା ଯାହାଙ୍କର ଜନ୍ମଭୂମି ଓ ଅବିଭକ୍ତ ସମ୍ବଲପୁର ଜିଲ୍ଲା ଯାହାଙ୍କର କର୍ମଭୂମି ସେ ହେଉଛନ୍ତି ଦୁଇ କୋଟିରୁ ଉର୍ଦ୍ଧ୍ୱ ଲୋକ ବ୍ୟବହାର କରୁଥିବା ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବାହକ । ସେହି ମହାନ ବରପୁତ୍ରଙ୍କୁ ଯଥୋଚିତ
Read More...

ସର୍ବଭାରତୀୟ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ

ସୁବର୍ଣ୍ଣପୁର,୮/୯- ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍‌)ରେ ସୋନପୁର ପଟାଭାଡିର ଗୋପାଳ ମେହେର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ୭୨୦ ମାର୍କରୁ ୬୨୭ ମାର୍କ ରଖି ସେ ଜିଲ୍ଲା ତଥା ଓଡିଶା ପାଇଁ ଗୌରବ ଆଣିଛନ୍ତି । ଏହି ଖବର ପ୍ରଚାରିତ ହେବାପରେ ଗୋପାଳଙ୍କୁ ବିଭିନ୍ନ ମହଲରୁ
Read More...

ସୁନା ଇଟା ଦେଖାଇ ଲୁଟ ଘଟଣାରେ ଚାରି ଗିରଫ

ନବରଙ୍ଗପୁର: ସୁନା ଇଟା କାରବାର ନେଇ ନବରଙ୍ଗପୁର ପୋଲିସ ଚାରିଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ନକଲି ଇଟା ଦେଖେଇ ଲୁଟି ନେଇଥିଲେ ୧୦ ଲକ୍ଷ ଟଙ୍କା । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୪ ଲକ୍ଷ ୬୦ ହଜାର ଟଙ୍କା ଜବତ କରାଯାଇଛି । ଏହାସହ ଗୋଟିଏ ଖଣ୍ଡା,
Read More...

ଗଙ୍ଗାଧର ମେହେର ସ୍ୱେଚ୍ଛାସେବି ସମିତି ତରଫରୁ ଅସହାୟ ମହିଳାଙ୍କ ଶବ ସତ୍କାର

ବୌଦ୍ଧ : ବୌଦ୍ଧ ଏନଏସିର ୯ ନମ୍ୱର ୱାର୍ଡରେ ରହୁଥିବା ସୁରୁବୁଢି ବେହେରା(୫୦ ବର୍ଷ) ନାମକ ଜଣେ ମହିଳା ଆଜି କୌଣସି କାରଣରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ତାଙ୍କର ବନ୍ଧୁବାନ୍ଧବ କେହି ନ ଆସିବାରୁ ବୌଦ୍ଧ ଥାନା ତରଫରୁ ବୁଟୁପାଲିର ଗଙ୍ଗାଧର ମେହେର ସ୍ୱେଚ୍ଛାସେବି ସମିତିକୁ ଜଣାଇବା
Read More...

ଚଙ୍ଗରିଆରେ ସୁନ୍ଦରାକାଣ୍ଡ ପାରାୟଣ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତ ଚଙ୍ଗରିଆ ଗ୍ରାମରେ ଗଣେଶ ପୂଜା କମିଟି ଆନ୍ୟୁକଲ୍ୟରେ ଏକଦିବସିୟ ସୁନ୍ଦରାକାଣ୍ଡ ପାରାୟଣ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କଳସ ପାରାୟଣ ମଣ୍ଡପ ସ୍ଥାପନ ସ଼ହ ପୂଜାର୍ଚ୍ଚନା ପରେ ପୁରାଣ ପଠନ ହୋଇଥିଲା । ଏଥିରେ
Read More...

ମାତା ପାର୍ବତୀଙ୍କ ଭୂମିକାରେ ଅଭିନୟ କରୁଥିଲେ, ହୃଦଘାତରେ ମଞ୍ଚରେ ଚାଲିଗଲା ଜୀବନ ; ଆସିଲା ଦୁଃଖଦ ଭିଡିଓ

ଜମ୍ମୁ : ଦେଶ ତଥା ବିଶ୍ୱରେ ଲଗାତାର ଭାବେ ହଠାତ୍‌ ହୃଦଘାତଜନିତ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି । କେତେବେଳେ ମଞ୍ଚରେ ନୃତ୍ୟ କରୁଥିବା ବେଳେ ମଧ୍ୟ କେତେକ ସ୍ଥଳରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ନଜିର ରହିଛି । ଜାମ୍ମୁରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ କଳାକାର
Read More...

ଟି-୨୦ ବିଶ୍ୱକପ: ଜାରି ହେଲା ୱାର୍ମ ଅପ୍‌ ମ୍ୟାଚ୍‌ ଗୁଡିକର କାର୍ଯ୍ୟସୂଚୀ, ଏହି ଦୁଇ ଦେଶ ବିପକ୍ଷରେ ଖେଳିବ ଭାରତ

ନୂଆଦିଲ୍ଲୀ : ଆଇସିସି ଟି -୨୦ ବିଶ୍ୱକପ୍‌ର ୱାର୍ମ ଅପ୍‌ ମ୍ୟାଚ୍‌ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଅକ୍ଟୋବର ୧୦ ରୁ ୧୯ ପର୍ଯ୍ୟନ୍ତ ମୋଟ ୧୫ ଟି ୱାର୍ମ ଅପ୍‌ ମ୍ୟାଚ୍‌ ଖେଳାଯିବ । ଏହି ସମୟ ମଧ୍ୟରେ ଭାରତକୁ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡକୁ ସାମ୍ନା କରିବାକୁ ପଡିବ । ଭାରତର
Read More...

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପ୍ରଭାବରେ ଆଗାମୀ ୪୮ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ
Read More...

ସିଆରପିଏଫ୍‌ଙ୍କ ଦ୍ୱାରା ୧୬୪ କେଜି ଗଞ୍ଜେଇ ସହ ଟ୍ରାକ୍ଟର ଜବତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡିଙ୍ଗିଆ ପଞ୍ଚାୟତର କଟାପଙ୍ଗା ଗାଁ ନିକଟରେ ସିଆରପିଏଫ୍‌ ବାହିନୀ ଦ୍ୱାରା ୧୬୪ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ସୂଚନା ଅନୁଯାୟୀ, ଏକ ଟ୍ରାକ୍ଟରରେ ଗଞ୍ଜେଇ ବୋଝେଇ ହୋଇ ଯାଉଥିବା ସମୟରେ କଟାପଙ୍ଗା ଗାଁ ନିକଟରେ ସିଆରପିଏଫ୍‌
Read More...