Monthly Archives

September 2022

ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବିରେ ସୁବର୍ଣ୍ଣପୁର ଜିଲ୍ଲାରେ ମହାବନ୍ଦକୁ ସମର୍ଥନ

ସୁବର୍ଣ୍ଣପୁର : ଆଜି ସାରା ପଶ୍ଚିମ ଓଡିଶାରେ କୋଶଳ ମହାବନ୍ଦ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଏହାର ଜବରଦସ୍ତ ପ୍ରଭାବ ଦେଖିବାକୁ ମିଳିଛି । କୋଶଳ ସେନା ଓ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆହୁତ ଏହି ମହାବନ୍ଦ ସକାଳ ୬ ଟାରୁ ସଂନ୍ଧ୍ୟା
Read More...

କୋଶଲ ମହାବନ୍ଦ ଡାକରାକୁ ଖପ୍ରାଖୋଲ ଅଞ୍ଚଳବାସୀଙ୍କ ସମର୍ଥନ

ଖପ୍ରାଖୋଲ : ସହରାଞ୍ଚଳରୁ ଗ୍ରାମାଞ୍ଚଳ ଯାଏଁ ଦେଖିବାକୁ ମିଳୁଛି କୋଶଲ ମହାବନ୍ଦର ପ୍ରଭାବ । ଆଜି ସକାଳ ୬ ଘଣ୍ଟାରୁ ଆରମ୍ଭ କରି ଦୀର୍ଘ ୧୨ ଘଣ୍ଟା ପର୍ଯ୍ୟନ୍ତ କୋଶଲସେନା ପକ୍ଷରୁ ଡ଼ାକରା ଦିଆଯାଇଥିବା ପଶ୍ଚିମାଞ୍ଚଳର ସମସ୍ତ ଜିଲ୍ଲାରେ ତାର ପ୍ରଭାବ ପଡିଛି । ଆମେ ଚାହୁଁ କୋଶଲ ରାଜ୍ୟ , କୋଶଲ
Read More...

ଯୁବ ଶିକ୍ଷକ ବିପିନ ସାହୁଙ୍କୁ “ଗୁରୁବ୍ରହ୍ମା’ ସମ୍ମାନ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଦୁର୍ଗମ ତଥା ମାଓ ଅଧ୍ୟୁଷିତ କୋଟଗଡ ବ୍ଲକରେ ଶିକ୍ଷକତା କରୁଥିବା ଜଣେ ଯୁବ ଶିକ୍ଷକଙ୍କୁ ମିଳିଛି ସମ୍ମାନ । ପକାରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବିପିନ ବିହାରୀ ସାହୁଙ୍କୁ ସୋମବାର ଭୁବନେଶ୍ୱରରେ ନନ୍ଦିଘୋଷ ଟିଭି ଓ ସକାଳ ତରଫରୁ ଆୟୋଜିତ ଗୁରୁଦିବସ ପାଳନ
Read More...

ନିଲମ୍ବନ ହେଲେ ଶ୍ରମ ଅଧିକାରୀ

ଦଶପଲ୍ଲା :ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କଲେ ରାଜ୍ୟ ଶ୍ରମ ଆୟୁକ୍ତ ଡ଼ଃ. ଏନ୍‌ ତିରୁମାଲା ନାୟକ । ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ପାରିମିତା ମିଶ୍ର କାର୍ଯ୍ୟରେ ଅବହେଳା କରୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଅଧିକାରିଣୀ ନିଜ କାର୍ଯ୍ୟ ଶୈଳୀରେ
Read More...

ଆଜିଠୁ ଆରମ୍ଭ ହେବ କଂଗ୍ରେସର ଭାରତ ଯୋଡ ଯାତ୍ରା: ନେତା ଓ କର୍ମୀ କଣ୍ଟେନରରେ ଶୋଇବେ ଓ ରାସ୍ତାରେ ଖାଇବେ

ନୂଆଦିଲ୍ଲୀ : କଂଗ୍ରେସ ଆଜି ଭାରତ ଯୋଡ ଯାତ୍ରା ଆରମ୍ଭ କରିବ । ଏହି ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହେବ । ଯାତ୍ରାକୁ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁଭାରମ୍ଭ କରିବେ । ଆସନ୍ତାକାଲିଠାରୁ ପଦ ଯାତ୍ରା ଆରମ୍ଭ ହେବ । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଏହି ଯାତ୍ରା ନିର୍ବାଚନ
Read More...

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବାମନ ଜନ୍ମ ନୀତି

ପୁରୀ : ଆଜି ଭାଦ୍ର-ଶୁକ୍ଳ ଦ୍ୱାଦଶୀ ତିଥି । ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ଏଣୁ ପରମ୍ପରା ଅନୁଯାୟୀ ମଧ୍ୟାହ୍ନ ଧୂପ ଉଠିବା ପରେ ପରେ ବାମନ ଜନ୍ମ ନୀତି ସମ୍ପାଦନ ହେବ । ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନ.୫.୦୦ ଟାରୁ ରାତ୍ର ଘ.୯.୦୦ ଟା ପର୍ଯ୍ୟନ୍ତ
Read More...

ବ୍ରାହ୍ମଣସାହୀରେ କମିଛି ପିମ୍ପୁଡି ଆତଙ୍କ, ତଥାପି ଚିନ୍ତାରେ ଲୋକେ

ପୁରୀ : ପୁରୀ ଜିଲ୍ଲା ପିପିଲିର ଚନ୍ଦ୍ରାଦେଇପୁର ବ୍ରାହ୍ମଣ ସାହୀରେ ପିମ୍ପୁଡ଼ି ଆତଙ୍କ କିଛି ମାତ୍ରାରେ କମିଥିବା ଜଣାପଡିଛି । ପିପିଲି ବିଡିଓଙ୍କ ନିର୍ଦ୍ଦେଶ କ୍ରମରେ ପ୍ରଶାସନ ପକ୍ଷରୁ ଦମନ କରିବାକୁ ରାସାୟନିକ ତରଳ ପଦାର୍ଥ ସିଞ୍ଚନ ପରେ ଅନେକ ପରିମାଣର ପିମ୍ପୁଡ଼ି କମିଯାଇଛି । ଫଳରେ
Read More...

ସ୍ୱାମୀଙ୍କ ମୃତ୍ୟୁକୁ ୩ବର୍ଷ ବିତିଲା, ସୁନନ୍ଦାଙ୍କୁ କେବେ ମିଳିବ ବିଧବା ଭତ୍ତା ?

ବାଲିଗୁଡ଼ା: ବୟସ୍କ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଓ ବିଧବାଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାର କରିଛନ୍ତିି ମଧୁବାବୁ ପେନସନ ଯୋଜନା । ହେଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ କାଟିଙ୍ଗିଆ ପଞ୍ଚାୟତ ଖାରିଗୁଡ଼ା ଗ୍ରାମରେ ଜଣେ ମହିଳା ବିଧବା ହେବାର ୩ବର୍ଷ ବିତିଯାଇଥିଲେ ସୁଦ୍ଧା
Read More...

ଦୀପାବଳିରେ ଫୁଟିବନି ବାଣ, ବିକ୍ରୀରେ ଲାଗିଲା ରୋକ୍‌

ନୂଆଦିଲ୍ଲୀ : ଏଥର ମଧ୍ୟ ଦିଲ୍ଲୀରେ ଦୀପାବଳି ଆତସବାଜିରୁ ମୁକ୍ତ ରହିବ । ଦିଲ୍ଲୀ ସରକାର ବାଣ ବିକ୍ରୀ ତଥା ବ୍ୟବହାର ଉପରେ ପ୍ରତିବନ୍ଧକକୁ ଜାନୁୟାରୀ ୧, ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି । ସେ ଏହା ମଧ୍ୟ
Read More...

ଖପ୍ରାଖୋଲ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯ୍ୟଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ରଶ୍ମିରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ସମ୍ମାନିତ ଅତିଥି ଭାବେ
Read More...