Monthly Archives

September 2022

ବଢୁଛି ହୃତ୍‌ ସ୍ପନ୍ଦନ, ଗୋଡ଼ିବିଡ଼ା ପଦଯାତ୍ରାରେ ଶ୍ରୀହରି

ଦଶପଲ୍ଲା : ପ୍ରତିବର୍ଷ ପରି ଦଶପଲ୍ଲା ବ୍ଲକ ସିମିଳି ସାହି ପଞ୍ଚାୟତ ଅନ୍ତର୍ଗତ ଗୋଡିବିଡ଼ା ଗ୍ରାମରେ ଏ ବର୍ଷ ମଧ୍ୟ ଗଣେଶ ପୂଜା ପାଳନ ହୋଇଥିଲା । ଏହି ଗଣେଶ ପୂଜାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଦଶପଲ୍ଲାର ବିଶିଷ୍ଟ ସମାଜସେବୀ ଶ୍ରୀହରି ନାୟକ, ପୋଖରୀଗୋଛା ସମିତି ସଭ୍ୟ ବାପୁଜୀ ସାହୁ,
Read More...

ରକ୍ତ ଭଣ୍ଡାରରେ ରକ୍ତ ବିକ୍ରି ଅଭିଯୋଗ ; ନାହାନ୍ତି ଡ଼ାକ୍ତର, ରୋଗୀ ସେବା ବାଧାପ୍ରାପ୍ତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ରକ୍ତ ଭଣ୍ଡାରରେ ରକ୍ତ ବିକ୍ରି ଅଭିଯୋଗ ହେଉଛି । ଗୋଟିଏ ପଟେ ଡାକ୍ତରଖାନାରେ ଆବଶ୍ୟକ ଅନୁଯାୟୀ ଡାକ୍ତର ନଥିବାରୁ ଚିକିତ୍ସାରେ ଅବହେଳା ହେବାସହ ଅଞ୍ଚଳବାସୀ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇପାରୁନଥିବା ବେଳେ ରକ୍ତ ଭଣ୍ଡାରରେ
Read More...

ବାୟୋଟେକର ନାଜାଲ କରୋନା ଟିକାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଭାରତରେ କରୋନାର ଦୈନିକ ସଂକ୍ରମଣ ଏବେ ତଳମୁହ÷ାଁ ହୋଇଛି । ସଂକ୍ରମଣ ଦ୍ରୁତ ଗତିରେ କମୁଛି । ତେବେ ଏହି ତଳମୁହାଁ ଧାରା ସତ୍ତେ୍ୱ ଦେଶରେ ଟିକାକରଣ ଜାରି ରହିଛି । ଏବେ ମହାମାରୀ କରୋନା ବିରୋଧରେ ଦେଶକୁ ମିଳିଛି ଆଉ ଏକ ବଡ ଅସ୍ତ୍ର । ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା
Read More...

ବିଜେଡିର ନିର୍ବାଚନ ମଣ୍ଡଳୀ ସ୍ତରୀୟ ମହାମିଶ୍ରଣ ପର୍ବ

ଗଞ୍ଜାମ/ପୋଲସରା : ବିଜୁ ଜନତା ଦଳର ପୋଲସରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ମହାମିଶ୍ରଣ ପର୍ବ ପୋଲସରା ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ପୋଲସରା ବିଧାୟକ ତଥା ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ
Read More...

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୬ଟି ରାଜିନାମା ସ୍ୱାକ୍ଷରିତ

ବେଙ୍ଗାଲୁରୁ : କ୍ରମାଗତ ତୃତୀୟ ବର୍ଷ ପାଇଁ ମହାକାଶ ଶିଳ୍ପ କ୍ଷେତ୍ରରେ ଅଷ୍ଟ୍ରେଲିଆ ଆମର ଏକ ମୁଖ୍ୟ ଅଂଶୀଦାର ଦେଶ ହୋଇ ରହିଆସିଛି । ବେଙ୍ଗାଲୁରୁ ସ୍ପେସ୍‌ ଏକ୍ସପୋ ୨୦୨୨ (ବିଏସ୍‌ଏକ୍ସ ୨୦୨୨) ଅବସରରେ ସୋମବାର ଅଷ୍ଟ୍ରେଲିଆ-ଭାରତ ମହାକାଶ ଶିଳ୍ପ ସମ୍ବନ୍ଧୀୟ ୬ଟି ରାଜିନାମା ସ୍ୱାକ୍ଷରିତ
Read More...

ଚୀନ୍‌ ଭୂକମ୍ପ ମୃତ୍ୟୁ ୧୦୦ ଟପିଲା

ବେଜିଂ,୬/୯: ଚୀନରେ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ଆଜି ୧୦୦ ଅତିକ୍ରମ କରିଛି । ଚୀନର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ସବୁଠୁ ବେଶୀ କ୍ଷତି ଘଟିଛି । ଲୋକମାନେ କୋଭିଡ ଲକଡାଉନ ଯୋଗୁଁ ଘରେ ବନ୍ଦୀ ଥିଲେ । ଫଳରେ ମୃତ୍ୟୁ ସଂଖ୍ୟା ଅଧିକ ହେବ ବୋଲି ଆଶା କରାଯାଉଛି । ଆମେରିକା ଜିଓଲୋଜିକାଲ ସର୍ଭେ
Read More...

ସାଇରସ୍‌ଙ୍କ ବ୍ୟବଚ୍ଛେଦ ରିପୋର୍ଟ :
ମୁଣ୍ଡ,ଛାତିରେ ଶକ୍ତ ଆଘାତ ମୃତ୍ୟୁର କାରଣ

ମୁମ୍ବାଇ: ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍‌ ମିସ୍ତ୍ରୀଙ୍କ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇଛି । ଶରୀର ଭିତରେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡିକରେ ଗୁରୁତର ଆଘାତ କାରଣରୁ ସାଇରସ୍‌ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଛି ବୋଲି ରିପୋର୍ଟରୁ ଜଣାପଡିଛି । ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି ।
Read More...

ସବ୍‌-ରେଜିଷ୍ଟ୍ରାର ଓ ଟ୍ରେଜେରୀ ଅଫିସ୍‌ କ୍ୟାମ୍ପସରେ ଜମିଲା ମଦର ଆସର, ତଦନ୍ତ ଦାବି

ସୁବର୍ଣ୍ଣପୁର : ସବ୍‌-ରେଜିଷ୍ଟ୍ରାର ଓ ଟ୍ରଜେରୀ ଅଫିସ୍‌ କ୍ୟାମ୍ପସରେ ପଡିଛି କାଠ ଟେବୁଲ ଓ ତା’ ଉପରେ ଥୁଆ ହୋଇଛି ଦେଶୀ ଓ ବିଦେଶୀ ବ୍ରାଣ୍ଡର ବିଭିନ୍ନ ମଦ ବୋତଲ । ଆଜି ଏପରି ଚିତ୍ର ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦରରୁ । ମଦ ବୋତଲ ଓ ସିଗାରେଟ୍‌ ଖୋଳକୁ ଦେଖିଲେ ଲାଗୁଛି
Read More...

ଉଦାହରଣ ସାଜିଲେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବଳରାମ, ଦଶମ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ୪…

ଘୁ ଉଦୟଗିରି: ଶିକ୍ଷକ ହେବ ତ ବଳରାମ ସାହୁଙ୍କ ଭଳି । ଶିକ୍ଷାଦାନ ଯାହାଙ୍କ ଏକ ନିଶା । ନିଆରା ଜଣେ ଶିକ୍ଷକ । ଅବସର ପରେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ଜାରି ରଖିଛନ୍ତି । ବଳରାମ ସାହୁ ହେଉଛନ୍ତି ସ୍ଥାନୀୟ ସହରର ମହାଗୁଡା ସାହି ବାସିନ୍ଦା । ଉଚ୍ଚ ଶିକ୍ଷା ଗ୍ରହଣ ପରେ ଶିକ୍ଷକତା
Read More...

ବିଭାଗୀୟ ପ୍ରକଳ୍ପଗୁଡିକର ସମୀକ୍ଷା କଲେ ଜିଲ୍ଲାପାଳ

ବୌଦ୍ଧ : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଳାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗ ପକ୍ଷରୁ ଚାଲିଥିବା ପ୍ରକଳ୍ପ ଗୁଡିକ ସଂପର୍କରେ ସମୀକ୍ଷା ବୈଠକ କରାଯାଇଥିଲା । ତନ ମଧ୍ୟରୁ ଏନଏସିର ବିଭିନ୍ନ ସ୍କିମ ଓ ପ୍ରକଳ୍ପ ,ଯଥା: ମୁକ୍ତା ସ୍କିମ,ବର୍ଷାଜଳ ସଂରକ୍ଷଣ
Read More...