Monthly Archives

September 2022

ଭୈରବୀ ମନ୍ଦିରରେ ୧୬ ପୂଜା ପାଇଁ ପ୍ରସ୍ତୁତି ବୈଠକ

ହରଭଙ୍ଗା:-ଆସନ୍ତା ୧୭ ରୁ ମା ଭୈରବୀଙ୍କ ଖଣ୍ଡାବସା ପର୍ବ ଆରମ୍ଭ ହେବ । ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ପୀଠ ର ଗୁପ୍ତ ପୂଜା ଓ ଖଣ୍ଡା ବସା ପୂଜା ଆରମ୍ଭ ହେବ । ଏ ନେଇ ଆଜି ମନ୍ଦିର ପରିସରରେରେ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ ପ୍ରଧାନଙ୍କ
Read More...

ଅଜଣା ମହିଳାଙ୍କ ଗଳିତ ଶବ ଉଦ୍ଧାର

ପୁରୀ : ନିମାପଡା ଥାନା ନିମାପଡା-ପିପିଲି ରାସ୍ତାର ଗରପଦାର ତାରେଣି ଘସଡାରେ ଥିବା ଏକ ଘରୋଇ ସ୍କୁଲ ପଛପଟେ ଏକ ପରିତ୍ୟକ୍ତ କୂଅ ଭିତରୁ ଏକ ଅଜଣା ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛ଼ି । ଘଟଣା ସ୍ଥଳରେ ନିମାପଡା ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ଶବଟି ପ୍ରାୟ ଏକ ସପ୍ତାହ
Read More...

ଦିଲ୍ଲୀରେ କଂଗ୍ରେସର ‘ହଲ୍ଲା ବୋଲ୍‌’:
ମୁଁ ଇଡିକୁ ଭୟ କରେ ନାହିଁ : ରାହୁଲ

ନୂଆଦିଲ୍ଲୀ: ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ଦିଲ୍ଲୀରେ ଗର୍ଜିଛି କଂଗ୍ରେସ । ଆଜି ଏଠାରେ ଆୟୋଜିତ ହଲ୍ଲା ବୋଲ ରାଲିରେ କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧି । ରାହୁଲ କହିଛନ୍ତି ଯେ ମୋଦୀ ଦେଶରେ ଘୃଣାଭାବ ଖେଳାଉଛନ୍ତି । ଏହା ଆମ
Read More...

ନିଜ ନୂଆ ଦଳର ନାଁ “ହିନ୍ଦୁସ୍ତାନୀ’ରଖିଲେ ଆଜାଦ

ଶ୍ରୀନଗର : ପ୍ରତୀକ୍ଷା ଓ ଦ୍ୱନ୍ଦ୍ୱର ଅବସାନ ଘଟିଛି । ଶେଷରେ ନିଜର ରାଜନୈତିକ ଦଳ ଘୋଷଣା କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୁରୁଖା ରାଜନେତା ଗୁଲାମନବୀ ଆଜାଦ । କଂଗ୍ରେସରୁ ଇସ୍ତଫା ଦେବା ପରେ ପ୍ରଥମକରି ଜମ୍ମୁରେ ବିରାଟ ରାଲି କରି ସେ ନିଜ ନୂଆ ଦଳର ନାଁ ଘୋଷଣା କରିଛନ୍ତି । ଏହି
Read More...

ଅଳ୍ପକେ ବର୍ତ୍ତିଲେ ବିମାନଯାତ୍ରୀ

କାଠମାଣ୍ଡୁ: ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବିମାନ । ଇଞ୍ଜିନ୍‌ରେ ତ୍ରୁଟି ଦେଖା ପରେ କରିଛି ଜରୁରୀ ଅବତରଣ । ନେପାଳର ପୋଖରା ବିମାନବନ୍ଦରରୁ ପାର୍ବତ୍ୟ ଜିଲ୍ଲା ମୁସ୍ତାଙ୍ଗ ଅଭିମୁଖେ ଯାତ୍ରା କରିବାର କିଛି ସମୟ ପରେ ଏକ ଯାତ୍ରୀବାହୀ ବିମାନ ପୁଣି ପୋଖରା ବିମାନ
Read More...

ମୋଦୀଙ୍କୁ କୃତଜ୍ଞତା ଜଣାଇଲେ ବାଂଲା ପ୍ରଧାନମନ୍ତ୍ରୀ :
ଭାରତ ଆମର ପ୍ରକୃତ ବନ୍ଧୁ

ନୂଆଦିଲ୍ଲୀ,୪/୯: କୋଭିଡ ଓ ଋଷ-ୟୁକ୍ରେନ ଯୁଦ୍ଧ ସମୟରେ ଭାରତ ଯେଉଁ ଭୂମିକା ଗ୍ରହଣ କରିଛି,ତାହା ବାସ୍ତବିକ ଅଭୂତପୂର୍ବ । ଭାରତ ମାନବିକ ସହାୟତା ଯୋଗାଇଦେଇ ଅନେକଙ୍କ ଜୀବନ ବଞ୍ଚାଇଛି । କୋଭିଡ ସମୟରେ ଭାରତ ପଡେ଼ାଶୀ ଦେଶଗୁଡ଼ିକୁ ଟିକା ଯୋଗାଇଛି । ଏହି ସାହାଯ୍ୟକୁ କେହିବି ଭୁଲିପାରିବେ
Read More...

ଆସନ୍ତାକାଲି ଆସ୍ଥା ଭୋଟ ଲୋଡ଼ିବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ରାଞ୍ଚି : ଝାଡଖଣ୍ଡରେ ଲାଗି ରହିଥିବା କ୍ଷମତା ସଂକଟ ମଧ୍ୟରେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆସ୍ଥା ଭୋଟ ଲୋଡ଼ିବେ ବୋଲି ଜଣାପଡିଛି । ଏହିକ୍ରମରେ ସେ ଆସନ୍ତାକାଲି ବିଧାନସଭାରେ ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ତାଙ୍କ ବିଧାୟକ ପଦ ରଦ୍ଦ ହେବା ନେଇ ଲାଗି ରହିଥିବା ଅଡୁଆ
Read More...

ରଣପୁର ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଦଳ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଦଶପଲ୍ଲା : ଆଜି ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ରାଜସୁନାଖଳା ଜୋନର ସମସ୍ତ ୧୦ ଟି ଗ୍ରା:ପ ଯଥା
Read More...

ଓଡ଼ଗାଁରେ କେନ୍ଦ୍ରିୟ ପ୍ରତିନିଧି ଦଳ, ପଞ୍ଚାୟତ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ଦଶପଲ୍ଲା : କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡ଼ଗାଁ ବ୍ଲକ୍‌ ଗସ୍ତରେ ଆସି କୁରାଳ, ସୁନାମୁହିଁ ଓ ବାଣ୍ଠପୁର ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖୁଛନ୍ତି । ବିଶେଷ କରି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ସଠିକ ରୂପେ ରୂପାୟନ ହେଉଛି କି ନାହିଁ ଯାଞ୍ଚ
Read More...

ଦିବା ଆଲୋକରେ ମୋଟରସାଇକେଲ ଚୋରି ଉଦ୍ୟମ ବିଫଳ

ବାଲିଗୁଡ଼ା: ଦିବା ଆଲୋକରେ ମୋଟରସାଇକେଲ ଚୋରି କରି ନେଇଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ସମ୍ପୃକ୍ତ ଚୋରକୁ କାବୁ କରିବାସହ ମୋଟରସାଇକେଲ ଉଦ୍ଧାର କରିଛି ବାଲିଗୁଡ଼ା ପୋଲିସ୍‌ । ଘଟଣା ପ୍ରକାରେ ଆଜି ଅପରାହ୍ନ ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପଣଷପଡ଼ି ସାହି ଅଞ୍ଚଳର ଜଣକ
Read More...